ଚାରୁ ଚନ୍ଦନ ଦାଶ ଝର୍କା ରେଲିଂ ସେପଟୁଭାସି ଆସୁଥିବ ହାଲକା ହାଲକା ପବନମତୁଆଲା କରୁଥିବ ମନକୁଅସ୍ତସୂର୍ଯ୍ୟର ଶେଷ ସ୍ପର୍ଶ ବିଛୁଇଁଦେଇ ଯାଉଥିବ, ଦେହକୁଟେବୁଲ ଥାକରେ ଥୁଆ ହୋଇଥିବାଦେବଦାସ ଛୋଟରାୟଙ୍କ କବିତା ଭିତରୁଝରି ପଡୁଥିବ ତମ

Read More

ଭୁବନେଶ୍ୱର: ଗବେଷଣା ପ୍ରତି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଓଡି଼ଆ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା(ଓୟୁଆରଆଇଆଇପି)ରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି

Read More

ବହି: ଇନଫେକ୍ସିଅସ ପାଥୋଜେନସ୍‍ ଆଣ୍ଡ ହାଓ ଉଇ ଫାଇଟ ଦେମ୍‍ଲେଖକ: ଜନ ଏସ୍‍ ଟ୍ରେଗୋନିଂପ୍ରକାଶକ: ସାଇମନ ଆଣ୍ଡ ସୁଷ୍ଟରପୃଷ୍ଠା: ୩୭୪, ମୂଲ୍ୟ: ୬୯୯ ଟଙ୍କା ୨୦୧୯ ଶେଷ ଏବଂ ୨୦୨୦ର ଆରମ୍ଭବେଳେ କରୋନା ଭାଇରସର

Read More

କୃଷ୍ଣାକେଶୀ ବଳିୟାରସିଂହ ସମାନତାର ଦ୍ୱାହି ଦେଇକରତାଳି ସାଉଁଟିଲଶ୍ରୋତାମଣ୍ଡଳୀରେପ୍ରିୟ ବକ୍ତା ବୋଲାଇଲ ତୁମ ପରେ ହେଲିମୁଁ ମଞ୍ଚାସିନକରିବାକୁ କିଛି ଅଡ଼ୁଆପ୍ରଶ୍ନର ସମାଧାନ ରାତିରେ ମୋ ଚଲାପଥହୋଇଯାଏ କଣ୍ଟକିତଦେଉଥାଏ କେଉଁ ଅଜଣାବିପଦର ସଙ୍କେତ….ତୁମ ପୁରୁଷ ଜାତି ପାଇଁଆଜି

Read More

ଶୁଭଶ୍ରୀ ପ୍ରଧାନ ଏଠି ଗଣତନ୍ତ୍ର ହୁଏ ରାଜନୀତି ହାତେ ବଳାତ୍କାର,ହଁ ମୁଁ ସୁଭାଷ କହୁଛିଏବେବି ଚେଇଁରହିଛି,ମୋ ଅଖଣ୍ଡ ଭାରତ ମାଆକୁଦିଲ୍ଲୀରୁ ପଲ୍ଲୀ ଖଣ୍ଡ ଖଣ୍ଡ ହେବାର ଦେଖୁଛି lସବୁ ଷଡଯନ୍ତ୍ରର ସୂତ୍ରଧାରକ ଶକୁନି ମାମୁଁଙ୍କୁ,ଖୁବ

Read More

ବହି: ଇଣ୍ଡିଆନସ ଇନ୍‍ ଲଣ୍ଡନ ଫ୍ରମ ଦି ବାର୍ଥ ଅଫ ଦି ଇଷ୍ଟ ଇଣ୍ଡିଆ କମ୍ପାନୀ ଟୁ ଇଣ୍ଡିପେଣ୍ଡଣ୍ଟ ଇଣ୍ଡିଆଲେଖକ: ଅରୁପ ଚାଟାର୍ଜୀପ୍ରକାଶକ: ବ୍ଲୁମସ୍‍ ବେରୀପୃଷ୍ଠା: ୫୭୦ । ମୂଲ୍ୟ: ୧୨୯୯ ଟଙ୍କା ତିରିଶ

Read More

ଓଡ଼ିଆ କଥା ସାହିତ୍ୟର ପ୍ରତିଭାଦୀପ୍ତ ବ୍ୟକ୍ତିତ୍ଵ ପ୍ରତିଭା ରାୟଙ୍କୁ ମିଳିବ ପଦ୍ମ ଭୂଷଣ ସମ୍ମାନ । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିବ ବୋଲି କେନ୍ଦ୍ର

Read More

‘ନେତାଜୀଙ୍କ ଚେତନା ଚିର ଅମର’ ମୃଣାଳଙ୍କ ‘ୱିଣ୍ଡୋ ସିଟ୍‍’ ଉନ୍ମୋଚିତ ଢେଙ୍କାନାଳ: ରକ୍ତର ମୂଲ୍ୟ ସର୍ବୋକୃଷ୍ଟ । ଏହି ରକ୍ତର ମୂଲ୍ୟ ଦେଇ ସ୍ୱାଧୀନତାକୁ ଛଡ଼ାଇ ଅଣାଯାଇପାରିବ । ସ୍ୱାଧୀନତା ମିଳେନି, ବରଂ ଅକ୍ତିଆର

Read More

ସୁପ୍ରିୟା ପ୍ରଶାନ୍ତ ଭାଗ –୧୨ ଆତ୍ମବିଶ୍ଳେଷଣ ମୁଁ, ରମେଶ ଓ ରଘୁ ଭାଇ ଆଜି ଖରାବେଳେ ଏକାଠି ହେବୁ ବୋଲି କଥା ହେଇଥିଲୁ। ସେମାନେ ଦି ଜଣ ମୋ ଘରକୁ ଆସିବା କଥା। ଗତକାଲି

Read More

ଅଧ୍ୟାପକ ଚିତ୍ତରଞ୍ଜନ ଦାସ ଜୀବନର ଦାୟିତ୍ୱକୁ ଏଡ଼ାଇବା ପାଇଁ ଜୀବନର ମୂଲ୍ୟକୁ ଯଥାର୍ଥଭାବରେ ବୁଝି ନ ପାରି ମଣିଷ ଜୀବନଠାରୁ ଦୂରକୁ ପଳାଏ, ଏଇ କଥା ମୁଁ କାଲି କହିଛି । ସେଇଥିଲାଗି ସେ

Read More