ଦେବଯାନୀ ରାୟ ବସନ୍ତର ପ୍ରଥମ ଛୁଆଁରୁମରି ଗଲାଣି ଶୀତପୃଥିବୀରୁଦେହରୁ….. । ଫୁଲ ପସରାକୁ ବିଦାୟ ଦେଲାବେଳେଉର୍ଦ୍ଧ୍ୱ ଶ୍ୱାସ ନିଅନ୍ତି ପ୍ରେମୀତଥାପି, ଆଶା ଆଶ୍ୱାସନାର ଦୁର୍ବାର ମୋହରେଭାସିଚାଲେ ଜୀବନସେଥିରେ ଲୁଚା କଥା ବେଶୀନିବିଡ଼ତା କମ୍…… ।
Author: ସମ୍ପାଦକ
ବିକାଶ କୁମାର ସାହୁ ମୁଁ ପାନ୍ଥଶାଳା,ମୁଁ ନିରବଦ୍ରଷ୍ଟା,ମୁଁ ଦେଖିଛି …..!କଳଙ୍କିତ ପଥର ପଥିକ /ଅନେକ ନିରୀହ ଚେହେରା ! ପଥକ୍ଲାନ୍ତି ମେଣ୍ଟାଉ ମେଣ୍ଟାଉ –ଯୁଗଳଙ୍କ ;ଦେହ ଦେହ ଆବଣ୍ଟନର,ସାଜିଛି ବି ରଙ୍ଗଶାଳା lମୁଁ ଦେଖିଛି…..
ବହି: ଫିଅର୍ସଲି ଫିମେଲ: ଦି ଦୂତୀ ଚାନ୍ଦ ଷ୍ଟୋରୀଲେଖକ: ସନ୍ଦୀପ ମିଶ୍ରପ୍ରକାଶକ: ୱେଷ୍ଟଲାଣ୍ଡ ବୁକ୍ସ, ଜୁନ ୨୦୨୧ ସାରା ଭାରତ ଆଶା କରିଥିଲା ଦୂତୀ ଚାନ୍ଦଙ୍କ ଉପରେ – ଟୋକିଓ ଅଲିମ୍ପିକ୍ସରେ ଶହେ ମିଟର
ହରି ମନୋରଞ୍ଜନ ପାଢୀ ଆସିବ ଆସିବ ବୋଲି ଭାବୁ ଭାବୁ,ପୁରା ପାଞ୍ଚ ବର୍ଷ ଲାଗିଗଲାତୁମେ ଆସିବା ପାଇଁ,ଫାଇଲିନ୍ ଓ ହୁଦ୍ ହୁଦ୍ ପରେଭାବିଥିଲି,ଆଉ ଆସିବ ନାହିଁଏ ପଲିଥିନ ଚାଳିରୁମୁକୁଳିଯିବି ବୋଲି … ଆଉ ପିଲାଦିନେ
ନୀଳିମା ନିବେଦିତା ପଶୁଙ୍କ ପ୍ରତି ଅତ୍ୟାଚାର ନିବାରଣ ଅଧିନିୟମ ୧୯୬୦ର ସେକ୍ସନ ୨୮ କୁହେ, କୌଣସି ବି ଧାର୍ମିକ କାର୍ଯ୍ୟ ପାଇଁ କୌଣସି ପ୍ରାଣୀକୁ କିଛି ବି ଉପାୟ ଦ୍ଵାରା ହତ୍ୟା କରାଯାଇପାରିବ, ଏହା
ସୁସ୍ମିତା ବେହେରା କୋମଳ ଗାନାତ୍ରା.. ଗୁଜୁରାଟର ଏକ ଅନାମଧେୟ ଗାଁରେ ରହୁଥିବା ଓ ଶିକ୍ଷକତା କରୁଥିବା ଜଣେ ମହିଳାଙ୍କ ନାମ ଥିଲା । ୨୦୧୨ ମସିହା ପୂର୍ବରୁ ତାଙ୍କର କିଛି ପରିଚୟ ନଥିଲା ।
