ଦ୍ୱିତୀ ଚନ୍ଦ୍ର ସାହୁ ଉଦୁଉଦିଆ ଖରା । ଭଦୁଅ ମାସ । ସାର ପିଇ ବିଲବାଡ଼ିରେ ଧାନ କଳା ମଚମଚ ହେଇଛି । ଆଉ କିଛି ଦିନ ଭିତରେ ଗର୍ଭ ସଂଚାର ହୋଇ ଫୁଲ
Author: ସମ୍ପାଦକ
ଇଲିମା କର ସାମ୍ୟତାର ଗଛରେ ଆଜିବସା ବାନ୍ଧିଛି ଅସହିଷ୍ଣୁତାର ବିଷାକ୍ତ ପୋକଗୋରୁ ଭଳି ଚୋବାଇ ଖାଉଛି ଶାନ୍ତିର ସବୁ ସବୁଜପତ୍ରଶୋଷି ନେଉଛି ଭଲପାଇବାର ରସ । ଈର୍ଷାନ୍ଵିତ ପକ୍ଷୀମାନେତାଙ୍କ ଛୋଟିଆ ଥଣ୍ଟରେଟୁକୁରୁ ଟୁକୁରୁ କରି
ତାରାପ୍ରସାଦ ଜେନା ଲିଭିଲା ଚୂଲିର ଅଙ୍ଗାରକୁ ଏତେଫୁଙ୍କ ନାହିଁ ଫୁଙ୍କ ନାହିଁଦାଉଦାଉ ହୋଇ ଜଳିଗଲା ଯେବେପାରିବନି ଧାସେ ରହି………ଲିଭିଲା ଚୂଲିର ଅଙ୍ଗାରକୁ ଏତେଫୁଙ୍କ ନାହିଁ ଫୁଙ୍କ ନାହିଁ ।୦। ଉଜ୍ଜ୍ୱଳ ମୁହଁକୁ ଧୂଆଁରେ କାଳିଆକରିଦେବ
ପୁସ୍ତକ: ଦି ଡେମୋନେସ୍: ଦି ବେଷ୍ଟ୍ ବାଂଲାଦେଶୀ ଷ୍ଟୋରିଜ୍ ୧୯୭୧-୨୦୨୧ (ଅସୁରୁଣୀ: ବାଂଲାଦେଶର ଶ୍ରେଷ୍ଠ ଗଳ୍ପ ୧୯୭୧-୨୦୨୧)ଭାଷା: ଇଂରାଜୀସମ୍ପାଦକ: ନିଆଜ୍ ଜମାନପ୍ରକାଶକ: ଆଲେଫ୍ ଏବର୍ଷ ୨୦୨୧ରେ ସ୍ୱାଧୀନ ବାଂଲା ଦେଶର ଅର୍ଦ୍ଧ ଶତାବ୍ଦୀ ପୁରୁଛି
ଭୁବନେଶ୍ୱର : ଜଣାଶୁଣା ଓଡ଼ିଆ ଲେଖିକା ଯଶୋଧାରା ମିଶ୍ର ତାଙ୍କ ପୁସ୍ତକ ‘ସମଦ୍ରକୂଳ ଘର’ ପାଇଁ ସାହିତ୍ୟ ଏକାଡ଼େମୀ ପୁରସ୍କାର-୨୦୨୦ ପାଇବେ, ଯାହା ୨୦୧୬ରେ ଘୋଷଣା କରାଯାଇଥିଲା । ମଙ୍ଗଳବାର ଦିନ କେନ୍ଦ୍ର ସାହିତ୍ୟ
ତେଜସ୍ଵିନୀ ସାମଲ ମୁଁ ଶିଳ୍ପୀ ନୁହେଁ ତଥାପି ଶିଳ୍ପୀ ହେବାର ଅଭିଳାଷ ଉଙ୍କିମାରେ ମନର ମାନସ ପଟରେ । ଗାଳ୍ପିକ ନୁହେଁ ଗଳ୍ପ ଲେଖିବାର ଆଶା ଜାଗ୍ରତ ହୁଏ । କଳାକାର ନୁହେଁ କେଜାଣି
ହରି ମନୋରଞ୍ଜନ ପାଢୀ ଯୁବକଯୁବତୀ ମନେ ହତୋତ୍ସାହଦେଖିଣ ନିଯୁକ୍ତି ନୀତିଦେଶର ଉନ୍ନତି କେମିତି ହୋଇବକ୍ଷୁର୍ଣ୍ଣ ମାନବ ସମ୍ପତ୍ତି । ଶିକ୍ଷାନୀତି ଆଜି ଦିଗଭ୍ରଷ୍ଟ ହୋଇବଢ଼ାଏ କେବଳ ଜ୍ଞାନନୈତିକତା ହୀନ ନିଯୁକ୍ତି ବିହୀନଶିକ୍ଷାନୀତି ପ୍ରଚଳନ ।
ସନ୍ତୋଷ ପଟ୍ଟନାୟକ ଫଗୁର ଫଗୁଣ ଆସି ଫେରିଗଲା ସ୍ମୃତି ଦରିଆ ବେଳାରୁଆଗପରି ଆଉ ନଥିଲା ଜିଗର ସତେ ବିଚ୍ୟୁତ ମୋହରୁରୀତିରେ ରମିଲା ପ୍ରୀତି ପରସିଲା ନଥିଲା ସେତେ ଆଦରସମ୍ପ୍ରତି ସମୟ ସମୀକ୍ଷା ବୈଠକେ ଆଶା
ସୁପ୍ରିୟା ପ୍ରଶାନ୍ତ ଭାଗ -୨ ପହିଲି ଦେଖା ଶ୍ରୀ ସହ ପ୍ରଥମ ଥର ଦେଖା ହେଇଥିଲା ଆକସ୍ମିକ ଭାବେ ଗୋଟେ ସଂଗୀତ ସନ୍ଧ୍ୟାରେ। ରାଗ ଭୈରବର ଏକତାଳ ପରେ ମୁଁ ଗ୍ରୀନରୁମ ବାହାରକୁ ବାହାରି
