ବହି: ଇଣ୍ଡିଆନ ଆଇକନ ଏ କଲ୍ଟ କଲ୍ଡ ରୟାଲ ଏନଫିଲ୍ଡଲେଖକ: ଅମ୍ରିତ ରାଜପ୍ରକାଶକ: ୱେଷ୍ଟ ଏଣ୍ଡ ବୁକ୍ସ, ୨୦୨୧ମୂଲ୍ୟ: ୬୯୯ ଟଙ୍କା ରୟାଲ ଏନଫିଲ୍ଡ ମୋଟର ସାଇକେଲ କେବଳ ଏକ ସାଧାରଣ ମୋଟର ସାଇକେଲ
Author: ସମ୍ପାଦକ
ଇଲିମା କର କେବେକେବେ ମନେ ହୁଏ ତୁମେ ଯେପରିଏକ ବିନ୍ଦୁ ସରସୀର ଜଳମୁକ୍ତା ଭଳି ପଡ଼ିବ ମୋ କପାଳେବୋହି ଟଳମଳ । ସେହି ସରସୀର ଜଳରେ ଥୋଇଅଜ୍ଞାନର ଯେତେ ପାପମନ କିଏ କରିବ ଉଷ୍ମ
ସତ୍ୟନାରାୟଣ ଗନ୍ତାୟତ “ମିଛୁଆ ଗାଈଆଳ ଟୋକା ମଲା ପୂର୍ବରୁ ଗାଇଥିବା ଗୀତ” କବିତା ବହିଟି କିଣି ଏକାନଟେ ପଢି ପକାଇ ଏହାର କବି ଭାବେ ଶୈଳଜ ରବିଙ୍କ ସହ ଆନ୍ତରିକ ଭାବଦୋସ୍ତି ଯୋଡ଼ିଥିବା ଏ
ଇଂ ସଚିଦାନନ୍ଦ ବାରିକ ମୁଁ ଜାଣିନିତୋ ପାଖେ ମୋର ବାର୍ତ୍ତା ପହଞ୍ଚେ କି ନାହେଲେଏ ପଟେ ଦିନ ରାତିଏମିତି ବି ନିଦ ଲାବିବା ଯାଏଁକେବଳ ତୁ ହି ତୁ … ଏବେ ତୁ କହିପାରୁନିହାତି
ଶିବାଶିଷ ପାଢ଼ୀ କଣ୍ଡକ୍ଟରର ପଛ ସିଟର ଝରକା ସାଇଡ ସିଟଟା । ପ୍ରାୟ ଛଅ ମାସ ପରେ ପୁଣିଥରେ ସେହି ସିଟରେ ବସିଥିଲି ମୁଁ । ଦୁଇ ବର୍ଷ ଧରି ଏଇ ସିଟଟି ମୋର
ଭୁବନେଶ୍ୱର : ଦୃଷ୍ଟିବାଧିତଙ୍କ ପାଇଁ ଓଡ଼ିଆ ବ୍ରେଲି ଶ୍ରୀମଦ ଭାଗବତ ଗୀତା, ଶ୍ରୀମଦ ଭାଗବତ ମହାପୁରାଣର ଏକାଦଶ ସ୍କନ୍ଧ ଉନ୍ମୋଚିତ ହୋଇଛି । ଆନନ୍ଦ ଚାରିଟେବୁଲ ଟ୍ରଷ୍ଟ, ପୁଣ୍ୟାଶ୍ରମ ଅନୁଗୁଳ ପକ୍ଷରୁ ରାଜଧାନୀର ବୁଦ୍ଧ
ଶୁଭ ନାରାୟଣ ସ୍ଵାଇଁ ଓଡ଼ିଆ ଗଳ୍ପ ସାହିତ୍ୟରେ ଶ୍ରୀଯୁକ୍ତ ରବି ପଣ୍ଡା ଜମାରୁ ନୂଆ ନୁହଁ । ଦୀର୍ଘ ୩୦ ବର୍ଷ ଧରି ଲେଖି ଆସୁଥିବା ଗାଳ୍ପିକ ଶ୍ରୀଯୁକ୍ତ ପଣ୍ଡାଙ୍କ ଗପରେ ଜୀବର ବ୍ୟାପ୍ତି,
ଭୁବନେଶ୍ୱର : ପ୍ରଫେସର ବିକାଶ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ରଚିତ ‘ଗୀତା ଜ୍ଞାନ’ ପୁସ୍ତକକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଲୋକର୍ପଣ କରିଛନ୍ତି । ରାଜଭବନ ଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପୁସ୍ତକ
ଭୁବନେଶ୍ୱର : ନାଟ୍ୟକାର ସୁବାସ ମହାପାତ୍ରଙ୍କ ନାଟକ ସଂକଳନ ‘ପୁନର୍ମୂଷିକୋ ଭବ ଓ ଅନ୍ୟାନ୍ୟ ନାଟକ’ ବାଣପୁର ସ୍ଥିତ ମା’ ଭଗବତୀଙ୍କ ପୀଠରେ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟିକୁ ମା’ ଭାବଗତୀଙ୍କୁ ସମର୍ପଣ ପରେ
