ରାୟଗଡ଼ା : ପ୍ରାଧ୍ୟାପିକା କୃଷ୍ଣପ୍ରିୟା ସାହାଣୀଙ୍କ କବିତା ପୁସ୍ତକ “ପିପୀଲିକାର ଦୁଃଖ” ଏକ ବର୍ଣ୍ଣାଢ୍ୟ ସମାରୋହ ମଧ୍ୟରେ ପାଠକାର୍ପଣ ହୋଇଛି । ପ୍ରାଧ୍ୟାପକ ଡ. ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ଵରେ ରାୟଗଡ଼ା ମହିଳା ମହାବିଦ୍ୟାଳୟର

Read More

ଭୁବନେଶ୍ୱର : ସଫଳ ଲେଖକମାନଙ୍କ ଜୀବନୀ ପଢିବାବେଳେ ଅନୁଭବ ହୁଏ, ଅଧିକାଂଶ ସଫଳ ଲେଖକ ଦାରିଦ୍ର୍ୟ ଭିତରୁ ଆସିଛନ୍ତି । ଖୁବ କମ ଲୋକଙ୍କୁ ଛାଡ଼ିଦେଲେ, ଅଧିକାଂଶ ସମୟରେ ଦାରିଦ୍ର୍ୟକୁ ଅନୁଭବ କରିଥିବା ଲୋକ

Read More

ଶରତ କୁମାର ରାଉତ ଶେଷରେ ସମସ୍ତଙ୍କ ଆଶଙ୍କା ସତ୍ୟରେ ପରିଣତ ହୋଇଥିଲା । ଏକ ପକ୍ଷରେ ସତ୍ୟ-ନ୍ୟାୟ ଏବଂ ଅନ୍ୟ ପକ୍ଷରେ ଅନ୍ୟାୟ-କୂଟନୀତି ମଧ୍ୟରେ ସଂଘର୍ଷର ପରିଣତି ସ୍ୱରୂପ ଅନ୍ୟାୟ ଓ କୂଟନୀତିର ବିଜୟ

Read More

ପରମେଶ୍ଵର ଓଝା ଏ ପଇଁତିରିଶି ବର୍ଷ ଜୀବନ ଭିତରେମୁଁ କେବଳ ତମ ଲାଗି କେତେଥର ମରିକେତେଥର ଜିଇଁଛି ତା ହିସାବ ନାହିଁହେଲେ ତୁମେ କହୁଛ ତୁମେ ତଥାପି ଅଶାନ୍ତିରେ ! ଏଇ ଖାଲଢିପ ଜୀବନ

Read More

ପଦ୍ମଲୋଚନ ପ୍ରଧାନ ଓଡ଼ିଶାର ଜଣେ ଆଗଧାଡ଼ିର କଳାଶିଳ୍ପୀ ଡ. ସ୍ୱର୍ଣ୍ଣ ଦେବୀ । ତାଙ୍କର ନାଁ ଯେମିତି, ସେ ଥିଲେ ବି ସେମିତି । ସୁନାପରି ଚେହେରାରେ ସବୁବେଳେ ଔଜ୍ଜ୍ୱଲ୍ୟ, ହସ ହସ ଚେହେରା,

Read More

ପଞ୍ଚାନନ ବେହେରା ପାରୁଛ ତ ଫେରେଇଦିଅମୋ ଅବଶିଷ୍ଟ ଭୂଖଣ୍ଡନିଷ୍ପେସିତ ମୋ ଚତୁର୍ଦିଗଅସହ୍ୟ ତୁମର ଜୁଲୁମ, ଫାଶୀ ଦଣ୍ଡ । ବଂଚିଯିବି ଅନାୟାସରେବାକିତକ ଆୟୁଷକୁ ନେଇମୋ ସାମ୍ରାଜ୍ୟରେ ମୁଁ ରାଜାନିଜକୁ ପ୍ରଜାର ଦ୍ୱାହି ଦେଇଦ୍ୱାରସ୍ଥ ହେବିନି

Read More

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ୧୩୦ ପାଠକଙ୍କ ଦସ୍ତଖତ ପ୍ରସାରଣ ବନ୍ଦ ଦାବି ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ଶିଶୁ ପତ୍ରିକା ‘ଶିଶୁଲେଖା’ରେ ପ୍ରଥିତଯଶା ଲେଖକ ମନୋଜ ଦାସଙ୍କ ଫଟୋକୁ

Read More

କଟକ : କଳ୍ପନା ସାହିତ୍ୟ, ସାଂସ୍କୃତିକ ଏବଂ ସାମାଜିକ ପରିଷଦ ପକ୍ଷରୁ କବିତା ସଂକଳନ ‘ବୀଥିକା’ର ଉନ୍ମୋଚନ ଶ୍ରୀରାମଚନ୍ଦ୍ର ଭବନଠାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତାରେ ଉଦଘାଟକ ତରୁଣ

Read More

ଲଲାଟେନ୍ଦୁ କବି ଉଠ କଥା ମାନି ମାନିନୀଗଲା ଯାମିନୀ ସରି;ଡାକରା ହେଲାଣି ମେଲାଣିଘେନି ଯିବି ସେ ପାରି ।୧। କାନେ କାନେ କହି ଯିବି ଗୋମୋର ମରମ ବ୍ୟଥା;କାଲି କହିବନି ଗଲି ମୁଁଚାଲି ନବୋଲି

Read More