ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ସମ୍ବୋଧନ ସମ୍ପର୍କର ସମ୍ବେଦନଶୀଳତାକୁ ଜଣାଇଦିଏ । ଯେବେ ଆପଣଙ୍କୁ ‘ତୁମେ’ ଡାକିବାକୁ ଆପଣ ପ୍ରବର୍ତ୍ତାଉଥିଲେ ଓ ମୁଁ ବାରବାର ଅସ୍ଵୀକାର କରୁଥିଲି, ସେଇବେଳେ ଆପଣ ଏକଥା କହୁଥିଲେ । ମନେଅଛି,
Author: ସହ-ସମ୍ପାଦକ
ସ୍ନେହାଶିଷ ମହାନ୍ତି ମୁଁ ଏବେ ଏବେ ଭିଜିଛି ବର୍ଷାରେଆକାଶରେ ଆଉ ମେଘ ନାହିଁଯାହାଥିଲା ସବୁ ଶେଷ ହେଲାଆଉ ଏଠି ପ୍ରେମ ଫ୍ରେମ ନାହିଁ … । ତୁମେ ଚାଲ ଫେରିଚାଲଯେଉଁଠାରୁ ଆସିଥିଲ ଦିନେତୁଚ୍ଛାଟାରେ ଖୋଜୁଛ
ଭୁବନେଶ୍ୱର : ବର୍ଷର ସବୁଠୁ ତତଲା ଋତୁରେ ଫୁଟେ ନାଲି ଫରଫର କୃଷ୍ଣଚୂଡ଼ା । ତା’ ଉଜ୍ଜ୍ଵଳ ଓଢଣୀରେ ଅଟକେ ବାଟୋଇ । ତା’ ତେଜମୟତାରେ ଅଭିଭୂତ ହୁଏ କବି ଓ କଳାକାର ।
ଭୁବନେଶ୍ଵର : ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ଲେଖକ ଲଳିତ ମୋହନ ମିଶ୍ରଙ୍କର ନୀତିବାଣୀ ପୁସ୍ତକ ‘ଅମୃତ ଗଣ୍ଠିଲି’ ଉନ୍ମୋଚିତ ହୋଇଯାଇଛି । ବିଶିଷ୍ଟ ଜୀବନୀକାର ସତ୍ୟ ନାରାୟଣ ମହାପାତ୍ରଙ୍କ
ବିଦ୍ୟାଧର ପଣ୍ଡା ମିଶ୍ରବାବୁଙ୍କ ଘରେ ଏବେ ଖୁସିର ରାଜତ୍ଵ । ପୁଅ ବାହାଘରଟା ଭଲରେ ଭଲରେ ସରିଯାଇଛି । ତାଙ୍କ ଏକୋଇରବଳା ବିଶିକେଶନ ମାନସ । ଗୋଟିଏ ବୋଲି ପୁଅ, ଝିଅ ନାହିଁ ।
ଲତିକା ମହାପାତ୍ର ହଜିଯାଇଛି କିଛିଯାହା ମୁଁ ଖୋଜୁଛିମୋ ଅଜାଣତେ.. ହଁ, ଚୋରି ହୋଇଛି ମେଞ୍ଚାଏ ମଖମଲୀମୁଲାୟମପଣଆପଣାର ମଣିଷଙ୍କ ଅନାଦର ଉପେକ୍ଷାରେ.. ଜଡ଼ ନିଥର ପାଲଟିଛି ମନଅସୁମାରୀ ଆଘାତରେ,ଚାରିପାଖ ମୁହଁମାନଙ୍କଅବିବେକୀ ପଣରେ.. ବାରମ୍ବାର ରଙ୍ଗ ବଦଳାଉଥିବାମୋ
ଭଦ୍ରକ : କଷଣର କଷଟିରେ ଘଷିକଷି ହୋଇ ଜୀବନର ମହନୀୟତା ଝଟକି ଉଠେ । ଏହି ଝଟକରୁ କେତୋଟି ସାଇତା ଅନୁଭବ କବିତା ହୋଇ ଉତୁରି ଆସିଥାଏ କବିର କଲମରୁ । ତେଣୁ ଜୀବନ
