ମଧୁମିତା ମିଶ୍ର ସେ ଗାଈଆଳ ଟୋକାର ବଂଶୀସ୍ଵର ତ ଶୁଭୁ ନଥିଲା..!କି ସେ ଯମୁନାଟି କୁଳୁକୁଳୁ ହୋଇ ବହିଯାଉ ନଥିଲା..!!କାଖରେ ମାଠିଆ ନଥିଲା କି ଗଭାରେ ଫୁଲଟେ ବି ନଥିଲା..!ପାଉଁଜି ବାଲିରେ ପୋତି ହୋଇ
Author: ସହ-ସମ୍ପାଦକ
ଜ୍ଞାନ ରଞ୍ଜନ ସ୍ଵାଇଁ ସବୁକିଛି ଠିକଠାକ ଅଛି ତୁମ ହାତଗଢା ବିଶ୍ୱର ସହର,ଠିକଣା ଜାଗାରେ ଗ୍ରହ, ଚନ୍ଦ୍ର, ନକ୍ଷେତ୍ର ଓ ତାରାଆକାଶ ତଳେ ଅତଳତଳ ସମୁଦ୍ର, ସମୁଦ୍ର ସେପାଖ ଶୂନ୍ୟଘରପାହାଡ଼, ପର୍ବତ, ଗଛ ଓ
ଭବାନୀ ଶଙ୍କର ନାଥ ଶାନ୍ତିର ପରୀ ମୁଁହିରେଶାନ୍ତି ମୋର ଲୋଡ଼ା,ଅଶାନ୍ତିର କାଳ ଗୃହରେକରାଅନା ମୋତେ ଛିଡ଼ା । ଏ କାଳ ଗୃହରୁ ମୁକ୍ତି କରିଦିଅ ବାହାରେ ମୋତେ ଛାଡ଼ି,ମୁକ୍ତ ଆକାଶେ ଉଡ଼ିବି ମୋଅବସ ଡେଣାକୁ
ସସ୍ମିତା ରାଉତ ପୁରୁଣା ମନ୍ଦିରର ଭଗ୍ନ ଜଗମୋହନ ସଦୃଶ ମନର ଅତଳ ସାଗରରେ ପଡ଼ିରହିଛି ପୁରୁଣା ସ୍ମୃତି । ସ୍ମୃତି ସଦା ଜୀବନର ଇତି । ଜୀବନ ସରିଯାଏ କିନ୍ତୁ ସ୍ମୃତି
ବିଭୁ ସାମନ୍ତ ଜଙ୍ଗଲ ଯିବୁ !କୋଳି ଖାଇବୁ ,ବାଘ ଆସିଲେ… ଡରିବୁନି ? ଏତିକି କହିସେ ଫୁଙ୍କିବା ଆଗରୁ ମୁଁତା’ ଆଖି ଯୋଡ଼ାକ ବନ୍ଦ କରିଦିଏ । ପୌଷ ସିନା ପାଉଁଶ ତଳୁମେଲାଣି ମାଗେହେଲେ
ଶିବାଶିଷ ପାଢ଼ୀ ବଦଳି ପରେବି ଚୌକି ଛାଡିବାକୁ ପ୍ରସ୍ତୁତ ନଥିଲେ ଅଧିକାରୀ ଜୟନ୍ତବାବୁ । କଥାଟି ଚର୍ଚ୍ଚାର ଖୋରାକ ଯୋଗାଇଥିଲା ଜିଲ୍ଲାରେ । ସରକାର ବି ଅନ୍ୟ କାହାକୁ ସେ ସ୍ଥାନରେ ଅବସ୍ଥାପିତ କରିନଥିଲେ
ଶ୍ଵେତପଦ୍ମା ପାଢୀ ପକ୍ଷୀଟିଏ ପରିଣତ ବୟସରେ ପହଞ୍ଚିଲେ ସାରା ଆକାଶେ ଉଡ଼ିବାକୁ ଚାହେଁ । ହେଲେ ବେଳେବେଳେ ଏକ ଭୟ ଓ ଲଜ୍ୟାର କଳାମେଘ ତା’ ଉଡ଼ାଣକୁ ରୋକିଦିଏ । ବିଜୁଳି ଚମକରେ ଚମକି