ଅନୁସୂୟା ମିଶ୍ର ମୁହଁ ଖୋଲି କହେନାହିଁ ବୋଲିମନରେ ମୁଁ ଚାହେଁନାହିଁ କିଛିସେମିତି ବି ନୁହଁ,ତୁମେ ବୁଝିଗଲେଅସୀମ ଆନନ୍ଦ ମିଳେ …ଭାଗ୍ୟ ପାଖେ ଋଣୀ ହୋଇଯାଏ …ଆହୁରି ଆହୁରି ନିଃଶେଷ କରିଦିଏ ନିଜକୁତୁମରି ଆଞ୍ଜୁଳିରେ ।

Read More

ପ୍ରତିଭା ସାହୁ ନିଶବ୍ଦରେ ଝରିପଡ଼ିଲା ଶେଫାଳି । ଭୂମି ଉପରେ ପଡ଼ି ସତେଯେପରି କହୁଛି, “ହେ କ୍ରୁର ପ୍ରକୃତି ! ଇଏ କି ନିଷ୍ଠୁର ନିୟମ ତୁମର ? ତୁମ ନିୟମ ପାଇଁ ବଳିପଡ଼ିଲା

Read More

ଧର୍ମାନନ୍ଦ ମହାରଣା ଆରେ ବାଇମନ କର୍ଣ୍ଣ ଦେଇ ଶୁଣଦୟାର ମାହାତ୍ମ୍ୟ କହଇ ଅଧମ । ଦୟା ଯେ ଅଟଇ ସଂସାରେ ମହତପୂର୍ବେ ମହାଜନେ କହିଛନ୍ତି ସତ । ସକଳ ଜୀବଙ୍କୁ ଦୟା ଯେ କରଇତାହାଠାରୁ

Read More

ସୋରଡ଼ା : ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଭୂମିକା ନିଭାଉଥିବା ବ୍ରହ୍ମପୁର ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବ୍ରହ୍ମପୁର ସାହିତ୍ୟ ଉତ୍ସବ-୨୦୨୩ ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ହିଲ ଭିିୟୁରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି

Read More

ଶାନ୍ତନୁ ପାଣିଗ୍ରାହୀ ବିଷ ଚରେଜିହ୍ଵାରୁ ଜଠରଅଙ୍ଗପ୍ରତ୍ୟଙ୍ଗକୁ,ସ୍ନାୟୁତନ୍ତ୍ରୀରେ ଫୋଡ଼ିଚାଲେଗୋଡ଼ିଶାଳ କଣ୍ଟା । ଛିନଭିନ୍ ହୋଇ ଛିଟିକି ପଡ଼େଈର୍ଷା ଅସୂୟାର ଜୀବକୋଷଅହଂକାର ଜଡ଼ସଡ଼ଖଣ୍ଡଖଣ୍ଡ କଞ୍ଚାମାଂସ । ଛାତି ଫୁଲେଛାତି ଫାଟେସର୍ବାଙ୍ଗ ଥରାଇପୁଣି ହାରେ ବିଷ ଜ୍ୱାଳାରେ ।

Read More

କୈଳାସ ଚନ୍ଦ୍ର ସାହାଣୀ  ସକାଳର ଶିରୀ ସଞ୍ଜର ଗୋଧୂଳିରାତିର ଶିତ୍କାର ତୁମେ,ପାହାନ୍ତା ପ୍ରହର ଶିଶିର ପାତ ମୁଁମିଳନର ମଧୁଯାମେ ;କୁହୁଡି ଦିହୁଡ଼ି ଜାଳେ….ବଉଳ ଫୁଲର ମହକ ଭିତରେମକର ଗୁମାନେ ଭାଳେ ! ଚାରିଆଡେ ଏବେ

Read More

ନୂଆଦିଲ୍ଲୀ: ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କ ପୁସ୍ତକ “ପାଇକ: ଜନ, ଆଖ୍ୟାନ ଓ ଆନ୍ଦୋଳନ” ବିଶ୍ଵ ପୁସ୍ତକ ମେଳାର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଦ୍ଵାରା ପ୍ରାୟୋଜିତ

Read More

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ନାଟ୍ୟ ସାହିତ୍ୟିକା ସବିତା ତ୍ରିପାଠୀଙ୍କର ଅତି ବିଶ୍ଲେଷଣାତ୍ମକ ଓଡ଼ିଆ ପୁସ୍ତକ “ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ” (୧୮୮୦-୧୯୬୦) ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ରାଜଭବନ ପରିସରରେ

Read More