ଡ. ଶୈଳଜା ମିଶ୍ର ଆଜିର ଶିଶୁକାଲିର ଭବିଷ୍ୟତଏହି ଭବିଷ୍ୟତ ଯେଟ୍ରାଫିକ ପୋଷ୍ଟରେଭିକ୍ଷୁକଭୋକ ତାଙ୍କର ଶତ୍ରୁ ନାଇଲପାଲିସ, ଡ଼େଣ୍ଡରାଇଟସେମାଙ୍କର ବନ୍ଧୁ ଭବିଷ୍ୟତ ଗୋଟିଏ କଣ ?ମାଆର ଛାତିକୁଜାବୁଡ଼ି ଧରିଶୁଖିଲା ମୁଁହକୁଦେଖିବାକୁ ମିଳେରାଜ ରାସ୍ତାରେ ନୁଖୁରା ବାଳ,

Read More

ପୁରୀ : ବିଶିଷ୍ଟ ସମାଜସେବୀ ତଥା କବୀ ଭବାନୀ ଭୂୟାଁଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ‘ନିର୍ଭୟା’ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉନ୍ମୋଚିତ ହୋଇଯାଇଛି । ଏହାସହିତ ପବିତ୍ର ମୋହନ ଦାଶଙ୍କ ନିବନ୍ଧ ସଂକଳନ ‘ଭାବରୂପ’,

Read More

ଭୁବନେଶ୍ୱର : ‘ସରଳା ଦେବୀ ପୁରସ୍କାର’ ପାଇବେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର । ‘ସରଳା ଦେବୀ ମେମୋରିଆଲ ଟ୍ରଷ୍ଟ’ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ତାଙ୍କୁ

Read More

ସାହିତ୍ୟିକା ମୀରା ବେଉରାଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କ ଏକ ସାକ୍ଷାତକାର : ପିଲାଟିବେଳୁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଭଲପାଏ । ଏ ଶ୍ରେୟ ମୋ ମାଆଙ୍କୁ ଯିବ । କାରଣ ସେ ବି

Read More

ଭୁବନେଶ୍ୱର : ଓଡ଼ିଶା ଶିଶୁ କିଶୋର ଏକାଡ଼େମୀର ଆଲୋଚନାଚକ୍ର ଏବଂ ଅଭିନନ୍ଦନ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜୁଲାଇ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏକାଡ଼େମୀର ସଭାପତି ଦାଶ ବେହେନୁରଙ୍କ ଅଧ୍ୟକ୍ଷତାରେ

Read More

କଟକ : ମହାନଦୀ ବିହାରରେ ଖୋଲାଝର୍କା ସାହିତ୍ୟ ପ୍ରତିଷ୍ଠାନର ମାସିକ ସାହିତ୍ୟ ଚର୍ଚ୍ଚା ସୁବାସ ଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ଅଜୟ କୁମାର ମିଶ୍ର ମୁରଲୀଧର ହୋତାଙ୍କ ପ୍ରବନ୍ଧରେ ଚିନ୍ତା

Read More

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଭାଷାର ଭାଷାବିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସ ଉପଲକ୍ଷେ ‘ସମ୍ବଲପୁରୀ ଦିବସ’ ପାଳିତ

Read More

ସରୋଜ କୁମାର ପଣ୍ଡା ଶୁଣ…!!!ଥରେ ଏ ଆଖିକୁ ଚାହଁ ନା !ତୁମ ପ୍ରତିଛବି ଦେଖାଯିବ । ଜାଣିଛ,ତୁମେ ବହୁଛ ନିଶ୍ୱାସରେ । ସ୍ପନ୍ଦନର ଶବ୍ଦ ଟିକିଏ ଶୁଣ ତ…!ଜାଣିପାରିଲ ଏବେ ? ତୁମେ ବହୁଛ

Read More

ଅଜୟ କୁମାର ବେହେରା ତୁମରି ସୁଢ଼ଳ ଦେହ-ଦେହଳୀରେମନକୁ ଜଗାଇ ଖୋଜିଛି ଯେତେଜାଣିପାରି ନାହିଁ ଏଯାଏଁ ଏ ମନଦେଇଛି କେତେ ବା ପାଇଛି କେତେ ।। ୦।। ଦେଇଥିଲି ମୁଁ ଯେ ଏମିତି ସୋହାଗତୁମେ ଲୋଡୁଥିଲ

Read More