ନୋବେଲ ବିଜୟୀ ସାହିତ୍ୟିକା ଆଲିସ ମୁନ୍ରୋଙ୍କ ପରଲୋକ

ଭୁବନେଶ୍ଵର : ନୋବେଲ ବଜୟିନୀ କାନାଡ଼ା ସାହିତ୍ୟିକା ଆଲିସ ମୁନ୍ରୋଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । କ୍ଷୁଦ୍ରଗଳ୍ପ ପାଇଁ ଖ୍ୟାତି ଅର୍ଜନ କରିଥିବା ମୁନ୍ରୋଙ୍କୁ ୨୦୧୩ ମସିହାରେ ସାହିତ୍ୟରେ ନୋବେଲ ପୁରସ୍କାର ମିଳିଥିଲା । ସେ କିଛି ବର୍ଷ ହେଲା ଅସୁସ୍ଥ ଥିଲେ । ନୋବେଲ ପୁରସ୍କାର ଘୋଷଣା ବେଳେ ସୁଇଡ଼େନ ଏକାଡ଼େମୀ ତାଙ୍କୁ ସମସାମୟିକ ଗଳ୍ପ ଲେଖକମାନଙ୍କ ମାଷ୍ଟର କହିଥିଲେ ।

Related Posts

Leave a Reply

Your email address will not be published. Required fields are marked *