ଗୌରପ୍ରିୟା ଦାଶ କାହିଁ କେଉଁ କାଳୁଆଣ୍ଠୁ ମାଡ଼ି ବାଲିକୁ ଜାବୁଡ଼ିବେଳାଭୂମି ପରେ ଆଁ କରି ପଡ଼ିଛି ସେକାଠଗଣ୍ଡି ନୁହଁ ଖାଲି…ମୂକସାକ୍ଷୀ ସିଏ ବିତା ସମୟରଦଣ୍ଡ, ଦିନ, ମାସ ଓ ବର୍ଷର । ହିସାବ ରଖିଛିଗୋଟିଗୋଟି
Author: ସହ-ସମ୍ପାଦକ
ଛବିରାମ ସେଠୀ ହେ କଳା ଗୋସାଇଁ ରହିଛୁ ଅନାଇବଡ଼ ଦାଣ୍ଡେ ନିତି ଧାଇଁବାନା ତୋର ଉଡ଼େ ବଡ଼ ଦେଉଳରେନୀଳ ଆକାଶକୁ ଛୁଇଁ । କଳ୍ପବଟ ତୋର ମନ ମୁଗ୍ଧ କରେସବୁଜ ପତ୍ରର ଛାଇମୁକ୍ତି ମଣ୍ଡପରେ
ଓଁ ଅଭିଜ୍ଞାନ ସାହୁ ଏଥର ବିଦ୍ୟାନଗରୀ ଯୁବକ ସଂଘର ଏକ ଜରୁରୀକାଳୀନ ବୈଠକ ଗତ ମାସରେ ଆମ ଦେବୀ ଘରେ ବସିଥିଲା । ପ୍ରସଙ୍ଗ ଥିଲା ଆମ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ ।
ସତ୍ୟରଞ୍ଜନ ପ୍ରହରାଜ ଗୋଟେ ଅନ୍ତର୍ବସ୍ତ୍ର ହଜି ଯାଇଥିଲାପିପିଲିରେ, ହାଥରାସରେ, ଦକ୍ଷିଣ ଦିଲ୍ଲୀରେପଦଯାତ୍ରାରେ ଥିଲେ ଆମେଶୋକସଭାରେ ବି ଆମେଯଦିଓ ବସ୍ତୁତଃ ଛୁଟି ମିଳିନଥିଲା ଅଫିସରୁସମୟ ନଥିଲା ଜଂଜାଳରୁଅଥଚ ସୁନ୍ଦର ଯୁକ୍ତି କରିଥିଲେ ସଂଗତରେଗୋଟେ ଦୁଇଟି କବିତା
ଭୁବନେଶ୍ୱର : ପ୍ରଖ୍ୟାତ ଔପନାସିକ କାହ୍ନୁଚରଣ ମହାନ୍ତିଙ୍କ ସାରସ୍ଵତ ସାଧନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ବିକଶିତ କରିଛି । ତାଙ୍କ ସୃଷ୍ଟିରେ ସାମାଜିକ ଚିତ୍ର, ଜୀବନ ସ୍ପନ୍ଦନ ଓ ସମୟର ସ୍ଵର ବେଶ
ରାଜେଶ କୁମାର ତ୍ରିପାଠୀ ଯୁଦ୍ଧ ଆମ ଦେଶରେ ଅବା ଯୁଦ୍ଧମୁହାଁ ଦେଶରେ ଆମେପ୍ରଶ୍ନ କଲା ବୁଢ଼ୀମା’, ଟିଭିରେ ଯୁଦ୍ଧ ଖବର ଶୁଣିଛି ଏବେକହିଲି ଦୁଇଟି ଯାକ ପ୍ରସଙ୍ଗ ସମାନ ଆମ ପାଇଁ ଲୋ ବୋଉ
