ଲୋପାମୁଦ୍ରା ପରିଡ଼ା ଶିଖ ପୁଅ …ସତ୍ୟକୁ ଆୟୁଧ କରିବା ଶିଖମୁଠେଇ ଧର ତୋ ମାଆର ପଣତମୁଠା ଶକ୍ତ କରଯେମିତି କେହି ଚାହିଁବାର ସାହାସ କରିବେନିଆଜନ୍ମ । ପ୍ରକୃତି ସାରା ତୋର ମାଆଜଗ ପୁଅନିଜକୁ ଜଗସବୁ

Read More

ଓଁ ଅଭିଜ୍ଞାନ ସାହୁ ଏଥର ବିଦ୍ୟାନଗରୀ ଯୁବକ ସଂଘର ଏକ ଜରୁରୀକାଳୀନ ବୈଠକ ଗତ ମାସରେ ଆମ ଦେବୀ ଘରେ ବସିଥିଲା । ପ୍ରସଙ୍ଗ ଥିଲା ଆମ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ ।

Read More

ସତ୍ୟରଞ୍ଜନ ପ୍ରହରାଜ ଗୋଟେ ଅନ୍ତର୍ବସ୍ତ୍ର ହଜି ଯାଇଥିଲାପିପିଲିରେ, ହାଥରାସରେ, ଦକ୍ଷିଣ ଦିଲ୍ଲୀରେପଦଯାତ୍ରାରେ ଥିଲେ ଆମେଶୋକସଭାରେ ବି ଆମେଯଦିଓ ବସ୍ତୁତଃ ଛୁଟି ମିଳିନଥିଲା ଅଫିସରୁସମୟ ନଥିଲା ଜଂଜାଳରୁଅଥଚ ସୁନ୍ଦର ଯୁକ୍ତି କରିଥିଲେ ସଂଗତରେଗୋଟେ ଦୁଇଟି କବିତା

Read More

ପ୍ରଦୀପ କୁମାର ପଣ୍ଡା ମୁଁ ଏକ ଦେହଭିନ୍ନାଭିନ୍ନ ଅବୟବାଂଶରେସୁଖଞ୍ଜିତ ଏକ ଚଳମାନ ପଦାର୍ଥ । ଆକାଶ ପରି ମୁଁ ଢିଲା ନୁହେଁନୁହେଁ ସମୁଦ୍ର ପରି ହୁଗୁଳାବରଂ ମୋର କବଜାରେ ସେମାନେ ଛନ୍ଦା,ଯେମିତି ମାଟି !

Read More

ଭୁବନେଶ୍ୱର : ପ୍ରଖ୍ୟାତ ଔପନାସିକ କାହ୍ନୁଚରଣ ମହାନ୍ତିଙ୍କ ସାରସ୍ଵତ ସାଧନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ବିକଶିତ କରିଛି । ତାଙ୍କ ସୃଷ୍ଟିରେ ସାମାଜିକ ଚିତ୍ର, ଜୀବନ ସ୍ପନ୍ଦନ ଓ ସମୟର ସ୍ଵର ବେଶ

Read More

ରାଜେଶ କୁମାର ତ୍ରିପାଠୀ ଯୁଦ୍ଧ ଆମ ଦେଶରେ ଅବା ଯୁଦ୍ଧମୁହାଁ ଦେଶରେ ଆମେପ୍ରଶ୍ନ କଲା ବୁଢ଼ୀମା’, ଟିଭିରେ ଯୁଦ୍ଧ ଖବର ଶୁଣିଛି ଏବେକହିଲି ଦୁଇଟି ଯାକ ପ୍ରସଙ୍ଗ ସମାନ ଆମ ପାଇଁ ଲୋ ବୋଉ

Read More

ହିମାଂଶୁ ଆଚାରୀ ଗୋଟେ ମୁଠା ତୁମ ଆକାଶରେ ଭରା ଆର ହାତ ମୁଠେ ମାଟିହସେ ଲୁଚିଥିଲା ରାତିର ଅନ୍ଧାର, ଆଖିରେ ଭୟର ପଟିଚୁପିଚୁପି ଯେବେ କଥା କହୁଥିଲ, ସେ କଥା ନଥିଲା କଥାଦୂରେ ଯିବା

Read More

ଦେବବ୍ରତ ଜେନା ଗୋଟେ ପାଗଳ କବିଏଇଠି ବସିଥିଲା ଟିକେ ଆଗରୁ । କହୁଥିଲା ରାତି ଗୋଟେ ନଈ । ତା’ ସେପାରିକୁ ନେବାର ଅଛିନିଦନିଆଁନକ୍ଷତ୍ର । କହୁଥିଲା ମୁଠେ ପୋଡ଼ା ଘାସ ବନ୍ଧା ପକେଇଜହ୍ନରୁ

Read More