ଶୁଭଲକ୍ଷ୍ମୀ ବେହେରା ଦେଖଣାହାରୀ ତ ଅନେକ କଥା କହିବେ,କହି କହି ତୁମ ସ୍ଵାଧୀନ ଚିନ୍ତାଧାରାକୁପରାଧୀନ ମଧ୍ୟ କରିବେ,ହେଲେ ତୁମେ ନିଜ ସମ୍ବନ୍ଧରେ ଭାବିବ ଯେତେଥର,ହୃଦୟ ତୁମକୁ ପ୍ରତିଥର ସାନ୍ତ୍ଵନା ଦେବ,ନିଜେ ମୁଁ ନିଜର ।

Read More

ସତ୍ୟବତୀ ସ୍ଵାଇଁ ମୋର ଅପେକ୍ଷା ଥିଲା ତାକୁ । ଡେରି ହେଉଥିଲା ତାର ଆସିବା । ବ୍ୟଗ୍ରତା କୂଳ ଲଂଘୁଥିଲା ମୋର । ତା’ ସହ ଭେଟହେବା ବେଗର ତୀବ୍ରତା ମୋତେ କରୁଥିଲା ଚଗଲି

Read More

ଭବାନୀ ଶଙ୍କର ନାଥ ଗାଁ ସ୍ମୃତି ଏକ ଅପାସୋରାଆଈମା’ର କାହାଣୀ ପେଡ଼ି,ଯେତେ ସାଉଁଟିବ ସେତେ ଭାଳି ହବମନୁ ନହୋଇବ ଫେଡ଼ି । ଗାଁ ଚାଟଶାଳୀ, ତା’ ଧାନକିଆରୀମନହୁଏ ତାକୁ ଝୁରି,ତା’ ମାଟିପବନ ଚନ୍ଦନର ସମମାଥେ

Read More

ବହି: ଗଣମାଧ୍ୟମ ଓଡିଶା ମିଡିଆ ରିପୋର୍ଟ ୨୦୨୨ଲେଖକ: ଡ଼. ପ୍ରଦୀପ ମହାପାତ୍ରପ୍ରକାଶକ: ପିଏମ୍ ଡିଜିଟାଲ୍ ଡକ୍ୟୁମେଣ୍ଟେସନ୍, ବ୍ରହ୍ମପୁରମୂଲ୍ୟ: ୪୯ ଟଙ୍କା । ବ୍ରହ୍ମପୁର ବିଶ୍ୱିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ଡ଼. ପ୍ରଦୀପ ମହାପାତ୍ର ୨୦୧୭ରୁ କ୍ରମାଗତ

Read More

କଟକ : ଶିକ୍ଷା ବିସ୍ତାର ସମିତି ଆନୁକୂଲ୍ୟରେ ଦରଗାବଜାରସ୍ଥିତ ମା’ ସରସ୍ଵତୀ ଶିକ୍ଷା ମନ୍ଦିରରେ ସାରସ୍ଵତ ଆସର ରବିବାର ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିସ୍ତାର ସମିତି ସଭାପତି ରାଜ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ

Read More

ଖୋର୍ଦ୍ଧା : ପୁରୀ ଜିଲ୍ଲା ପିପିଲି ସ୍ଥିତ ଶିଶୁ ଦରବାର ସାହିତ୍ୟ ସଂସଦ ଏବଂ ଗୁରୁ-ଶିଷ୍ୟ ପାଠାଗାର ପକ୍ଷରୁ ସ୍ଥାନୀୟ ଗୀତା ଭବନରେ ରବିବାର ୧୩ ଦଶ ବାର୍ଷିକ କବି-ଲେଖକ-କଳାକାର ସମ୍ମିଳନୀ ଓ ସାରସ୍ଵତ

Read More

ଶିବାଶିଷ ପାଢ଼ୀ “ପୁଅଟି ବାପାମାଙ୍କ ଏକମାତ୍ର ସନ୍ତାନ ହୋଇଥିବ ଓ ବାହାରେ ଚାକିରି କରୁଥିବ !” ମାଝିଅଙ୍କ ଏଇ ସର୍ତ୍ତକୁ ନେଇ ପୁଅ ଖୋଜା ଚାଲିଥିଲା । ନିଜର ଏକମାତ୍ର ଝିଅ ସୋମା ପାଇଁ

Read More

ପ୍ରଶାନ୍ତ କୁମାର ନାଥ ଦେଇଥିଲି ହସ ଓଠରେ ତୁମରମୋ ଆଖିରେ ଦେଲ ଲୁହସେ ଲୁହକୁ ପ୍ରିୟା ଆପଣା କରି ମୁଁକେମିତି ବଞ୍ଚିବି କୁହ । ସାଥେ ରହିବାର ଶପଥ କରିଲମଥାକୁ ମୋହର ଛୁଇଁତୁମେ ଗଲାପରେ

Read More