ଅରୁଣ କୁମାର ତ୍ରିପାଠୀ ସମାନତା ମନୁଷ୍ୟର ମନର ଏକାନ୍ତ ବେଳର ଅଭିସାର । ସେ ଧର୍ମ କ୍ଷେତ୍ରରେ ହଉ, ବର୍ଣ୍ଣ କ୍ଷେତ୍ରରେ ଅବା ସାମାଜିକ ପ୍ରତିଷ୍ଠା କ୍ଷେତ୍ର, ସବୁଥିରେ ସେ ସମାନ ସମ୍ମାନ ଚାହେଁ

Read More

ଡ. ଶୈଳଜା ମିଶ୍ର ଆଜିର ଶିଶୁକାଲିର ଭବିଷ୍ୟତଏହି ଭବିଷ୍ୟତ ଯେଟ୍ରାଫିକ ପୋଷ୍ଟରେଭିକ୍ଷୁକଭୋକ ତାଙ୍କର ଶତ୍ରୁ ନାଇଲପାଲିସ, ଡ଼େଣ୍ଡରାଇଟସେମାଙ୍କର ବନ୍ଧୁ ଭବିଷ୍ୟତ ଗୋଟିଏ କଣ ?ମାଆର ଛାତିକୁଜାବୁଡ଼ି ଧରିଶୁଖିଲା ମୁଁହକୁଦେଖିବାକୁ ମିଳେରାଜ ରାସ୍ତାରେ ନୁଖୁରା ବାଳ,

Read More

ବହି: ଦ ନୁଟମେଗ୍ସ କର୍ସର୍: ପାରାବଲ୍ ଫର ଏ ପ୍ଲାନେଟ୍ ଇନ କ୍ରାଇସିସ୍ଲେଖକ: ଅମିତାଭ ଘୋଷପ୍ରକାଶକ: ପେଙ୍ଗୁଇନପୃଷ୍ଠା: ୩୩୯, ମୂଲ୍ୟ: ୫୯୯ ଟଙ୍କା ପ୍ରଥମେ ‘ନୁଟମେଗ୍ସ କର୍ସ’ ବା ନୁଟ୍ମେଗ୍ର ଅଭିଶାପ- ଏ ଜିନିଷଟା

Read More

ପୁରୀ : ବିଶିଷ୍ଟ ସମାଜସେବୀ ତଥା କବୀ ଭବାନୀ ଭୂୟାଁଙ୍କ ସମ୍ପାଦିତ ସାହିତ୍ୟ ପତ୍ରିକା ‘ନିର୍ଭୟା’ ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଉନ୍ମୋଚିତ ହୋଇଯାଇଛି । ଏହାସହିତ ପବିତ୍ର ମୋହନ ଦାଶଙ୍କ ନିବନ୍ଧ ସଂକଳନ ‘ଭାବରୂପ’,

Read More

ଭୁବନେଶ୍ୱର : ‘ସରଳା ଦେବୀ ପୁରସ୍କାର’ ପାଇବେ ବିଶିଷ୍ଟ ସାହିତ୍ୟିକା ପ୍ରଫେସର ସଂଘମିତ୍ରା ମିଶ୍ର । ‘ସରଳା ଦେବୀ ମେମୋରିଆଲ ଟ୍ରଷ୍ଟ’ ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି । ପୁରସ୍କାର ବାବଦରେ ତାଙ୍କୁ

Read More

ସାହିତ୍ୟିକା ମୀରା ବେଉରାଙ୍କ ସହିତ ସହ-ସମ୍ପାଦିକା ନୀଳିମା ନିବେଦିତାଙ୍କ ଏକ ସାକ୍ଷାତକାର : ପିଲାଟିବେଳୁ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଭଲପାଏ । ଏ ଶ୍ରେୟ ମୋ ମାଆଙ୍କୁ ଯିବ । କାରଣ ସେ ବି

Read More

ଭୁବନେଶ୍ୱର : ଓଡ଼ିଶା ଶିଶୁ କିଶୋର ଏକାଡ଼େମୀର ଆଲୋଚନାଚକ୍ର ଏବଂ ଅଭିନନ୍ଦନ ଉତ୍ସବ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଜୁଲାଇ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଏକାଡ଼େମୀର ସଭାପତି ଦାଶ ବେହେନୁରଙ୍କ ଅଧ୍ୟକ୍ଷତାରେ

Read More

କଟକ : ମହାନଦୀ ବିହାରରେ ଖୋଲାଝର୍କା ସାହିତ୍ୟ ପ୍ରତିଷ୍ଠାନର ମାସିକ ସାହିତ୍ୟ ଚର୍ଚ୍ଚା ସୁବାସ ଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡ. ଅଜୟ କୁମାର ମିଶ୍ର ମୁରଲୀଧର ହୋତାଙ୍କ ପ୍ରବନ୍ଧରେ ଚିନ୍ତା

Read More

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସମ୍ବଲପୁରୀ ଭାଷାର ଭାଷାବିତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିବସ ଉପଲକ୍ଷେ ‘ସମ୍ବଲପୁରୀ ଦିବସ’ ପାଳିତ

Read More