ରାମକୃଷ୍ଣ ଏଇ ନାଆ ଖଣ୍ଡିକମୋର ଏକମାତ୍ର ସମ୍ବଳଯାହା ସହିତ ଓହ୍ଲାଇ ଦିଆଗଲା ମୋତେଏ ଅଜ୍ଞାତ ନଈ କୂଳରେଯାହାକୁ ବାହି ନେବାକୁ ହେବବଢିଲା ସ୍ରୋତରେ ସମୁଦ୍ରକୁ …ଆଗକୁ ତାପରେପାରି ହେବାକୁ ଅଛି ସାତଟି ସମୁଦ୍ରଯାହାର କୂଳ
ଭୁବନେଶ୍ଵର : ସାହିତ୍ୟ ଓ ସାମାଜିକ ଅନୁଷ୍ଠାନ ‘ସାରସ୍ଵତ ସମାଜ’ର ମାସିକ କବିତା ଆସର ଓ ଆଲୋଚନାଚକ୍ର ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ହୋଇଯାଇଛି । ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ରାଜକିଶୋର ପତିଙ୍କ ଅଧ୍ୟକ୍ଷତାରେ
ଲତିକା ମହାପାତ୍ର ଟିକେ ରହିରହି ଯିବିଟିକେ ରହିରହି ଭୋଗିବି ଏ ପଥକୁପଢ଼ିବି ଏ ବର୍ଣ୍ଣମାଳାଶୁଣିବି ଶୁଣିବି ତା ମନ୍ଦ୍ର ମଧୁର ସଂଗୀତ … ପବନରେ ଭାସୁଥିବା ଶବ୍ଦଙ୍କ ସାଇରୀନାଆଁ ଅଜଣା ଧୂନ ସଂଗୀତର ସାରେଗାମାରାସ୍ତାର
ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରେ ପ୍ରକୃତିର ବର୍ଣ୍ଣନା କାଳଜୟୀ । ଏହା ଆମ ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଭଞ୍ଜଙ୍କ ସାହିତ୍ୟରେ ପ୍ରକୃତି ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ବର୍ଣ୍ଣନା ରହିଛି ବୋଲି କଳିଙ୍ଗ ଭାରତୀ, ଉତ୍କଳ
ଡମ୍ବରୁଧର ବେହେରା ଉଡ଼ିଯିବା ଆଗରୁଥରୁଟିଏପଚାରିନିଅମୁଁ କେମିତି ଅଛି..?କାହା ସାଥେ ଅଛି..? ଆବଦ୍ଧ ପଞ୍ଜୁରୀରେମୁକ୍ତ ଦୁଆର ଖୋଲା..ଆକାଶର ନୀଳ ଚାଦର ତଳେନିରବରେ ନିରୋଳାରେଦୁଃଖର ଚିନି ମିଶାଲେମ୍ବୁ ଆଉ ଲୁଣ ପାଣିକୁପିଇପିଇ କି… ମରିମରି …ତୁମକୁ ଅପେକ୍ଷା
ଅରୁଣ କୁମାର ମିତ୍ର ଭାରତୀୟ ଦୁଇ ବୀରାଙ୍ଗନାକ’ଣ କଲେ ସନ୍ତ୍ରାସୀର ଘରେଦାନବ ଡରି ନିରବେ ଆଜିବସି କାନ୍ଦଇ ମାଟିର ‘ପରେ । ପ୍ରବେଶ କରି ଦୈତ୍ୟ ଗୃହେଉଗ୍ରବାଦୀ ନିଧନ କଲେବୀର ନୁହଁନ୍ତି ବୀରାଙ୍ଗନାନାରୀ ସମୁଚିତ
ବିନୟ ମହାପାତ୍ର ମାତୃ ଦିବସରେ ଦୁନିଆର ସବୁ ମାଆମାନଙ୍କୁ ମୋର ପ୍ରଣାମ । ମାଆ ବିଷୟରେ ଯେତେ କହିଲେ, ଯେତେ ଲେଖିଲେ ବି, ଲାଗେ ସତେଯେପରି ଆହୁରି ବହୁତ କିଛି କହିବାକୁ, ଲେଖିବାକୁ ବାକି
ବିନୟ ମହାପାତ୍ର କେହିଜଣେ କହିଲା ରାସ୍ତା ସରି ଆସିଲାଣି, ପ୍ରସ୍ଥାନ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଅ । ହଁ ସତ କଥା, ପଥ ସରେ, ଅଲଗା ଅଲଗା ସମୟରେ ଷ୍ଟେସନ ଆସିଯାଏ, ଯାତ୍ରୀର
ଗୀତାଞ୍ଜଳି ପୃଷ୍ଟି ମୋ ଦେଶ ମାଟିରେ ମୋତେ ଯଦି ଆଜିମୃତ୍ୟୁର ଦଣ୍ଡ ମିଳେବିନା ଦୋଷେ ମୋର ସରଳ ଜୀବନଅକାଳରେ ଟଳି ପଡେକିଏ ହେବ ଏଠି ଦାୟୀଯାହାର ଗୁଳି ମୋ ବକ୍ଷ ଭେଦକଲାକିଏ ସେହି ଆତତାୟୀ
ଭବାନୀ ଶଙ୍କର ନାଥ ତୁ ଯୋଦ୍ଧା ତୁ ହାରିବୁ ନାହିଁତୁ ବୀର ତୁ ଡରିବୁ ନାହିଁପ୍ରବଳ ପ୍ରତାପୀ ତୋର ପୁର୍ବଜତୋର ଶତ୍ରୁ ପାଶେ ଭୀତ ନାହିଁ । ତୁ ଯୋଦ୍ଧା ତୁ ହାରିବୁ ନାହିଁ
