ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଯୁକ୍ତ ତିନିରେ ବଟାନି ଅନର୍ସ କ୍ଲାସ ସମୟରେ ଲାଗେ, ବିରାଟ ସେ କଲେଜର ପୁରୁଣା ଝରକା ସେପାଖରୁ ବହଳିଆ ବରଗଛ ଯେମିତି ଡାକୁଛି । ତାରି ବଡ଼ବଡ଼ ଡାଳ,

Read More

ଭୁବନେଶ୍ଵର : ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ର ଏକାଦଶ ବାର୍ଷିକ ଉତ୍ସବ ରବିବାର ଦିନ ସ୍ଥାନୀୟ ନନ୍ଦିଘୋଷ ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବୋଲଗଡ଼ ‘ସମ୍ବାଦ ସାହିତ୍ୟଘର’ ସଭାପତି ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ

Read More

ଶିବାଶିଷ ପାଢ଼ୀ ସାମାନ୍ୟ ଅସୁସ୍ଥ ଥିଲା ଦେହ । ବାପା ନିଜେ ଯାଇଥିଲେ ସରକାରୀ ଡାକ୍ତରଖାନା । ଆଶାନୁରୂପ ଭାବେ କିଛି ସାଧାରଣ ଔଷଧ ଦେଇ ସିଧା ବଡ଼ ଡାକ୍ତରଖାନାକୁ ରେଫର୍ କରିଦେଇଥିଲେ ଡାକ୍ତର

Read More

ଭୁବନେଶ୍ଵର : ଶ୍ରୀ ତମ୍ବାପଟ୍ଟା ରଘୁନାଥ ସାହିତ୍ୟ ସଂସ୍କୃତି କଳା ସଂସଦର ଦ୍ୱିତୀୟ ରାଜ୍ୟସ୍ତରୀୟ ସାରସ୍ଵତ ମହୋତ୍ସବ ଜିଲ୍ଲା ଲେଖକ ସଂସଦ ସଭାକକ୍ଷରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମ ପର୍ଯ୍ୟାୟରେ

Read More

ସତ୍ୟନାରାୟଣ ଗନ୍ତାୟତ ସବୁ ପତ୍ରରେ କିଛି ନା କିଛି ଔଷଧୀୟ ଗୁଣ ରହିଥାଏ ବୋଲି ପିଲାଦିନେ ପଢିଥିବା ପାଠ ବହିରେ ଠାଏ ଲେଖା ହୋଇଥିଲା । ପରେ ଆମ ଖାଇବାରେ ଧନିଆ, ପୋଦିନା, ଭ୍ରୁସଙ୍ଗ

Read More

ମଞ୍ଜୁଳା ପ୍ରଧାନ ଆସ ମାଆ ଅମ୍ବିକେ ଜଗଦମ୍ବା ତୁମେଛାଡ଼ି ସରଗପୁର,ଦେଖିଯାଅ ଥରେ ଏ ମର୍ତ୍ତ୍ୟ ଭୂମିରେକେତେ ଯେ ମହିଷାସୁର,ତୁମେ ସିନା ବଧ କରିଥିଲ ସତ୍ୟେମହିଷାସୁର ଗୋଟିଏ,ଆଜି କିନ୍ତୁ ଏଠି ଦଳଦଳ ହୁଅନ୍ତିମହିଷାସୁର କୋଟିଏ ।

Read More

ଭୁବନେଶ୍ଵର : ଶିଶୁ ସାହିତ୍ୟକୁ ବଞ୍ଚାଇବାକୁ ଶିଶୁ ଓ କିଶୋର ପାଠକଙ୍କ ମନରେ ପୁସ୍ତକ ପଢିବାର ଆଗ୍ରହ ସୃଷ୍ଟି ହେବା ଦରକାର । ପତ୍ରିକାଗୁଡ଼ିକରେ ଉପଯୁକ୍ତ ବିଷୟବସ୍ତୁ ସ୍ଥାନିତ ହେଲେ ପିଲାଙ୍କ ମନରେ ପଢିବାର

Read More

ଭୁବନେଶ୍ୱର : ହଙ୍ଗେରୀର ପ୍ରଖ୍ୟାତ ଔପନାସିକ ଲାସଲୋ କ୍ରାସ୍ନାହୋରକାଇ ସାହିତ୍ୟରେ ୨୦୨୫ ମସିହାର ନୋବେଲ ପୁରସ୍କାର ଜିତିଛନ୍ତି । ମୂଲ୍ୟବୋଧ ଯୁକ୍ତ କାଳଜୟୀ ସାହିତ୍ୟ କୃତି ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିବା ନେଇ

Read More

ରାମକୃଷ୍ଣ ହୁଗୁଳା ହାତ ମୁଠାରୁଲଗାମ ଖସି ଯାଉଥିବାବେଳେଫେରି ଆସିଲେ ପୁନର୍ବାର ସମସ୍ତେ,ପାଦ ଶବ୍ଦରେ ଭରିଗଲା ଘର ଓ ଅଗଣା । ବାଘର ବନ୍ଦ ପାଟି ଚିରିଠେକୁଆମାନେ ଜନ୍ମ ନେଲେକଳାହାଣ୍ଡିଆ ମେଘ ମୁଣ୍ଡ ଟେକିଲା ଆଗ୍ନେୟଗିରିର

Read More