ବିନେଶ ସାମଲ ସେମାନେ ଆଉ ଫେରିବେନିଏଇ ଯୁଦ୍ଧଖୋର ଗ୍ରହକୁନିରବରେ ଚଢ଼ିବାକୁ ଶୁନଶାନ ପାହାଚ ଯାହାଙ୍କ ପାଦ ଭିଜୁଥିଲା ଭୋର ମୋତିର ଓଦାପଣରେ ।ସେମାନେ କାହିଁକି ଆସିବେଆମ ବାଲକୋନୀରେ ଘୁମେଇ ପଡ଼ିଥିବା ହଳେ ହଳେବିବଶ ଛାଇଙ୍କ
Category: କବିତା
ଏଲି ମହାନ୍ତି ଫେରିଆସଆଉଥରେ ସେ ସମୁଦ୍ରକୂଳର ଗାଁକୁ ଯିବା । ଜମାଳପୁରର ସେଇ ‘ଏକାଡ଼େମୀ’ ହାଇସ୍କୁଲଯୋଉଠି ହଳଦିଆ ଫ୍ରକ ପିନ୍ଧା ଝିଅଟେଏବେ ବି ନାକ ସୁଁସୁଁ କରେ ଅନ୍ଧାର ହେଲେ“ଲିଲି” ବୋଲି ଡାକିକାନେଇବା ପ୍ରତିଧ୍ୱନିକୁଯାହା
ଅମିତା ମହାନ୍ତି ଭୂଇଁରେନା ଭୂମାରେସୃଷ୍ଟିରେନା ଦୃଷ୍ଟିରେ ଶୂନ୍ୟ ଠିକଣାଟିଏଥାଏ କେଉଁଠି ? ଚାରିଆଡ଼େ ତ ମାୟାଶୂନ୍ୟ ସ୍ପନ୍ଦନ ଶୁଭେରହେ ଖାଲି ଶୂନ୍ୟସ୍ଥାନଚାରିପଟେ ସମୟରଲୁଚକାଳିର ତାଳି ଶୁଭେ ସମ୍ପର୍କର ବିଶ୍ଵାସରେଛନ୍ଦି ହୋଇପଡ଼େ ଭରସାଲୁହ, ଲହୁ ଫେଣ୍ଟି
ନାରାୟଣ ସାହୁ ପ୍ରତିଥରକାର୍ତ୍ତିକ ଡଙ୍ଗାରେ ବସିଭାସି ଆସେ ମାର୍ଗଶୀରର ଗୁରୁବାର । ମାର୍ଗଶୀର କହିଲେବୁଧବାର ରାତିର ଅନ୍ଧାରରେଚାଉଳ ବଟା, ଲକ୍ଷ୍ମୀ ପାଦ ଓ ଝୋଟି ଚିତା । ମାର୍ଗଶୀର କହିଲେନୂଆ ଧଳାଧାନର କେଣ୍ଡାକୁ ଗୁନ୍ଥି
କୈଳାସ ଚନ୍ଦ୍ର ସାହାଣୀ ପୁରୁଷଟିଏ କେବେ ନିଷ୍ଠୁର ପାଷାଣ ତକେବେ ଧୂସର ମରୁ ଉପତ୍ୟାକାରବର୍ଣ୍ଣହୀନ ବିଧୂର ବେଳା,ପୁରୁଷ କେବେ ରସହୀନଜୈବ ବିବିଧତାରୁ ବିମୁକ୍ତ ଶୁଖିଲା କାଠଗଣ୍ଡିକେବେ ସ୍ଵପ୍ନଭଙ୍ଗବିକ୍ଷିପ୍ତ ଶିଳା ! ପୁରୁଷକୁ ପରଖିଚ କିଏ,ଦେଖିଚ
ରଞ୍ଜନ କୁମାର ମହାନ୍ତି ମା’ଲୋ !ନିଆଁ ହେଇ ନିଆଁକୁ ଡରୁଛୁ ?ତୁ ଜଳିଲେ ଇତିହାସ ହେଉ,ଜାଳିଲେ ଇତିହାସ ହୁଏ… ଯା !ପାଣି ହେଇ ବହି ଯାଧୋଇ ଦେଇ ସମୟର ପରଳଚିରି ଦେଇ ପାପୁଲିର ଭୂଗୋଳଦେଖିବୁପରିବର୍ତ୍ତନ
