ଅରବିନ୍ଦ ଦାସ ମଟର ସାଇକେଲ ନୁହେଁ.. ବୁଲେଟ କୁହ : ରୟାଲ ଏନଫିଲଡ଼ ବୁଲେଟ, ଏକଦମ ରୟାଲ, ରାଜାଙ୍କ ବାହାନ… । ପିଣ୍ଡାରେ ଥୁଆ ହୋଇଥିବା ବୁଲେଟକୁ ଦେଖି ଜୟନ୍ତୀ ଅନ୍ୟମନସ୍କ ହୋଇଯାଉଥିଲା ।
Category: ଗଳ୍ପ
ସସ୍ମିତା ରାଉତ ପୁରୁଣା ମନ୍ଦିରର ଭଗ୍ନ ଜଗମୋହନ ସଦୃଶ ମନର ଅତଳ ସାଗରରେ ପଡ଼ିରହିଛି ପୁରୁଣା ସ୍ମୃତି । ସ୍ମୃତି ସଦା ଜୀବନର ଇତି । ଜୀବନ ସରିଯାଏ କିନ୍ତୁ ସ୍ମୃତି
ଶିବାଶିଷ ପାଢ଼ୀ ବଦଳି ପରେବି ଚୌକି ଛାଡିବାକୁ ପ୍ରସ୍ତୁତ ନଥିଲେ ଅଧିକାରୀ ଜୟନ୍ତବାବୁ । କଥାଟି ଚର୍ଚ୍ଚାର ଖୋରାକ ଯୋଗାଇଥିଲା ଜିଲ୍ଲାରେ । ସରକାର ବି ଅନ୍ୟ କାହାକୁ ସେ ସ୍ଥାନରେ ଅବସ୍ଥାପିତ କରିନଥିଲେ
ଶ୍ଵେତପଦ୍ମା ପାଢୀ ପକ୍ଷୀଟିଏ ପରିଣତ ବୟସରେ ପହଞ୍ଚିଲେ ସାରା ଆକାଶେ ଉଡ଼ିବାକୁ ଚାହେଁ । ହେଲେ ବେଳେବେଳେ ଏକ ଭୟ ଓ ଲଜ୍ୟାର କଳାମେଘ ତା’ ଉଡ଼ାଣକୁ ରୋକିଦିଏ । ବିଜୁଳି ଚମକରେ ଚମକି
ଅଙ୍କିତ କୁମାର ଧଳ ବୈଶାଖର ଉତ୍ତପ୍ତ ମଧ୍ୟାହ୍ନ । ଆକାଶରୁ ଅଗ୍ନି ବର୍ଷା ହେଉଥିଲା । ଆକାଂକ୍ଷିତ, ସ୍ୱପ୍ନାବିଳାସୀ, ନାଁକରା ଆ.ଇ.ଏସ. ଅଫିସର ଥାନାରୁ କୋର୍ଟ ଆଉ କୋର୍ଟରୁ ଥାନା ଧାଁଧୌଡ଼ କରି ପାଦର
ଚିନ୍ମୟୀ ବାରିକ କେଉଁ ଜିନିଷ ମୋର ଥିଲା ଯେ ଆଜି ମୋ ହାତରୁ କିଛି ଚାଲିଯାଉଛି ବୋଲି ଦୁଃଖ କରିବି ? ନିଜର ଯାହା ବୋଲି ମଣିଷ ଭାବେ ସେଇଟା ହିଁ ତା’ହାତରୁ ଖସିଯାଏ
