ମାନସ ରଞ୍ଜନ ସ୍ଵାଇଁ କେମିତି କହିବିଅନାମ ଉଦାସରେମୋ ପଟର ଇପ୍ସିତ ଦୃଶ୍ୟଗୋଟେ କୃଷ୍ଣପକ୍ଷର ଲମ୍ବିଥିବା ରାସ୍ତା ବୋଲିଯେଉଁଠି କିଛି ଶୀର୍ଷକ ନରଖିକେହି ତ ଛାଡ଼ିଲେନି ପଦଚିହ୍ନଗୋଟେ ନିତାନ୍ତ ଖାଲି ଜାଗାରେପ୍ରସ୍ତୁତ ଥାଇ ଗୋଟେ ହାତରେ
Author: ସମ୍ପାଦକ
ବିଶ୍ଵବିଜୟୀ ଦାଶ ବିଶ୍ଵ କଥା ସାହିତ୍ୟର ଯଶସ୍ଵୀ ଲେଖକ, ସାରସ୍ଵତ ସାଧକ, ନିଜର ଲେଖନୀ ମାଧ୍ୟମରେ ଓଡ଼ିଶାକୁ ବିଶ୍ଵ ଦରବାରରେ ପହଞ୍ଚାଇଥିବା କଥାଶିଳ୍ପୀ, ଅସାଧାରଣ ପ୍ରତିଭାଧାରୀ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସ । ବିଶିଷ୍ଟ
ଗୌତମ କୁମାର ଦେ ମତେ ଭଲ ଲାଗେ ତୁମ ଶୁଭ୍ର କପାଳ…ମୋତେ ଆହୁରି ଭଲ ଲାଗେସେଥିରେ ଥାଏ ଯଦି ପ୍ରୀତିର ନାଲି ଟିକିଲି…. ତମର ଲାଜୁଆ ମୁହଁରେସତେଜତା ଦେଖିଲେ ମତେ ଲାଗେ,ଜହ୍ନ ରାତିର ଘାସ
ପୁସ୍ତକ: ୧୨୩୨କିଲୋମିଟର: ଦି ଲଙ୍ଗ୍ ଜର୍ଣ୍ଣିଂ ହୋମସମ୍ପାଦକ: ବିନୋଦ କାପ୍ରିପ୍ରକାଶକ: ହାରପର-କୋଲିନ୍ସପୃଷ୍ଠା: ୨୩୨, ମୂଲ୍ୟ : ୩୯୯ କରୋନା ମହାମାରୀର ମୁକାବିଲା ପାଇଁ ୨୦୨୦ ମାର୍ଚ୍ଚ ମାସରେ ଦେଶରେ ପ୍ରଥମ ଲକ୍ଡାଉନ ଆରମ୍ଭ କରାଗଲା
ସାହିତ୍ୟ ଏକାଡ଼େମୀ ପକ୍ଷରୁ ‘ସାହିତ୍ୟ ଓ ଭାରତଛାଡ଼ ଆନ୍ଦୋଳନ’ ମୁମ୍ବାଇ : ଭାରତର ଇତିହାସ ଶତତ ସଂଘର୍ଷର ଇତିହାସ । କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ମୁମ୍ବାଇସ୍ଥିତ ଏସିଆଟିକ ସୋସାଇଟି ଦରବାର ହଲରେ ‘ସାହିତ୍ୟ
ଅରବିନ୍ଦ ଦାସ ନୂଆ କରି ଖୋଲିଥିବା ନିଶାମୁକ୍ତି କେନ୍ଦ୍ରକୁ ନିଜ ପୁଅକୁ ନେଇ ଆସିଥିଲେ ତା ବାପାମା’ । ସବୁପ୍ରକାର ନିଶାରୁ ମୁକ୍ତି ପାଇଁ ଏଠାରେ ଉପାୟ ମିଳିପାରିବ ବୋଲି ଚାରିଆଡ଼େ ବିଜ୍ଞାପନ ଲଗା
ତାରାପ୍ରସାଦ ଜେନା ସେଇ ଗଛ ଅଛି ସେଇ ଛାଇ ଅଛି, ତୁମେ ନାହଁ ଛାଇ ତଳେସେଇ ଗୀତ ଅଛି ସ୍ବର ହଜିଲାଣି, ଜାଣିନାହିଁ କେତେବେଳେ ।ମେଘ ଉଠୁଥିଲା ବର୍ଷା କାଚୁଥିଲା, ମନେପଡ଼ି କାନ୍ଦ ଲାଗେସେଇ
