ଭୁବନେଶ୍ଵର : ନୟାଗଡ଼ ଜିଲ୍ଲାର ଅନନ୍ୟ ସାରସ୍ଵତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ୧୩୨ ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଅଗଷ୍ଟ ୨୭ ତାରିଖ ୨୦୨୫ ରେ ନୟାଗଡ଼ଠାରେ ଅନୁଷ୍ଠିତ ହେବ ।

Read More

ଭୁବନେଶ୍ଵର : ଯାଜପୁର ସଂସ୍କୃତି ଓ ବିକାଷ ପରିଷଦ ପକ୍ଷରୁ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ, ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ପୁଣ୍ୟତିଥି ଓ ନାଟ୍ୟକାର କାମପାଳ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୀତଗୋବିନ୍ଦ

Read More

ବିନୟ ମହାପାତ୍ର ଦୁନିଆର ଭିଡ଼ଭାଡ୍ ବଜାରଠୁବହୁତ ଦୂରରେ,ସବୁକିଛି ଭୁଲି ଯାଇ,ପର୍ବତଘେରା ସବୁଜ ଉପତ୍ୟକାରଅଜଣା ଏ ଗହନ କାନ୍ତାରେ,ଅବା କେଉଁ ମରୂର,ଉତ୍ତପ୍ତ ଶୈକତ ଶେଜରେ,ମୁଁ ଆଜି ଏକାଏକାନିଜେ ନିଜକୁ ଖୋଜୁଛି,ମୃତ ମୋର ମନ ପାଇଁଦୁଇ ଘଡ଼ି

Read More

ଭୁବନେଶ୍ୱର: ରାୟଗଡ଼ାର ମହିଳା ମହାବିଦ୍ୟାଳୟର ଦ୍ୱାଦଶ ଉଚ୍ଚ ମାଧ୍ୟମିକ (କଳା) ଶ୍ରେଣୀର ଛାତ୍ରୀ ମହିମା ଗନ୍ତାୟତଙ୍କୁ ରାଜ୍ୟ ସ୍ତରୀୟ ସଂଗଠନ ଜ୍ଞାନ ପ୍ରକାଶ ଦ୍ୱାରା ଏହାର ସ୍ମରଣୀୟ ଭାବରେ ଆୟୋଜିତ ରାୟଗଡ଼ା ସାହିତ୍ୟ ଅଧିବେଶନରେ

Read More

ସତ୍ୟନାରାୟଣ ଗନ୍ତାୟତ ଆଜିକାଲି ଶବ୍ଦଟି ଉଚ୍ଚାରିବା ମାତ୍ରେ ସାମନାକୁ ଆସିଯାଆନ୍ତି ଆଜି ଓ କାଲି । ଆପଣାକୁ ମାଜିମୁଜି ଚକଚକ କରି ଆମ ଆଗରେ ହାଜର ହୋଇଥାଏ ଆଜି । କାଲି କିନ୍ତୁ ଆମ

Read More

ବିଜୟ ମହାପାତ୍ର ହାତ ଟେକିଦେଲିଆକାଶ ଓ ସମୁଦ୍ର ଆଡ଼କୁମୋ ପାଦ ତଳର ପୃଥିବୀଏବେ ତରଳୁଛିଭିଟାମାଟି କିଛି ନାଇଁମୁଁ ବନ୍‌ଜରଯେମିତି ଅସଂଖ୍ୟ ତାରା କିଲିଭାଇ ପାରନ୍ତିପୁରାପୁରି ଅନ୍ଧାର ! ଅନ୍ଧାର ତିନି ଭାଗଆଲୁଅ ଏକ ଭାଗଭିତରେ

Read More

ଭୁବନେଶ୍ଵର : ଦୁଃଖ, କାରୁଣ୍ୟ ଓ ସମ୍ବେଦନା ହେଉଛି କବିତାର ମୂଳ କଥା । ଅନୁଭବ ଓ ସଂପ୍ରିତୀ ବଳରେ କବିତା ଲେଖାଯାଏ । କବି ଅକ୍ଷୟ ପାଳଙ୍କ କବିତା ପୁସ୍ତକ ‘ପକ୍ଷୀ ପ୍ରାର୍ଥନା’ର

Read More