ପ୍ରଦୀପ କୁମାର ପଣ୍ଡା ମୋର ପ୍ରକୃତରେ ଜନ୍ମ ହେବାର ଥିଲାଅନ୍ତରୀକ୍ଷ କୋଣର ଗୋଟିଏ ଛୋଟ ଲିଭା ଲିଭା ତାରାରେ,ଏ ପୃଥିବୀ ନାମ୍ନୀ ଗ୍ରହପିଣ୍ଡଟି ବହୁତ ବଡ଼ ହୋଇଗଲା ମୋ ପାଇଁ । ଏତେ ବଡ଼
Author: ସହ-ସମ୍ପାଦକ
ହିମାଂଶୁ ପରିଡ଼ା କିଛି କୁହ ନାହିଁକହିବା ବି ଦରକାର ନାହିଁକିଛି ନୂଆନୂଆ ରୂପ ବେଶ ନେଇଆସିବା ବି ଲୋଡ଼ା ନାହିଁତୁମେ ଯେମିତି, ସେମିତି ହିଁ ମୋ ପାଇଁ ଯଥେଷ୍ଟ । ପିନ୍ଧି ପିନ୍ଧି ପାରୁ
ସୁନନ୍ଦା ବି ମହାପାତ୍ର ଆକାଶେ ଉଡୁଛି ଆଜିମାଟିରେ ଗଡୁଛି,ସାଗରେ ବୁଡୁଛି କେବେପବନେ ଦୋଳୁଛି,ଜାଣି ମୁଁ ପାରୁନି ଆଜିକେତେ ଅଛି କେତେମୋ ହଜିଛି !ଜୀବନର ଫୁଲ ଡାଳେପାଖୁଡା ନଥିବା ଫୁଲ,କେଜାଣି କାହିଁକି ଆଜିଉଲ୍ଲସି ଉଠୁଛି !
ଭୁବନେଶ୍ୱର : ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ବିଶ୍ଵ କବିତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ବରିଷ୍ଠ
ବିଶ୍ୱେଶ୍ୱର ମାଝୀ କ ବି ତାକବିର କଥାଜୀବନ ଗୀତାସମାଜର ପ୍ରଥାସଂସ୍କୃତିର ବାର୍ତ୍ତାସଂହତିର ପ୍ରବକ୍ତାସଂସ୍କାରଧର୍ମୀ ଗାଥାମା’ କୋଳର ଉଷ୍ମତାଜ୍ଞାନର ସୁକ୍ଷ୍ମ ନିଗୂଢ଼ତାଆଧ୍ୟାତ୍ମିକ ଭାବର ଭର୍ତ୍ତାନିର୍ଝରିଣୀର ସ୍ରୋତସ୍ନାତାବିହଙ୍ଗମ କୁଜନରେ ସିକ୍ତାସୃଜନ ଚେତନାର ସୁକ୍ଷ୍ମତାବିଜ୍ଞାନର ପ୍ରଦୀପ୍ତ ଜୟଯାତ୍ରାଅବଚେତନର ଗୋପନ
ଭୁବନେଶ୍ଵର : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’, ‘କାଦମ୍ବିନୀ ପତ୍ରିକା ହାଟ’, କବି-କବିତା କାର୍ଯ୍ୟକ୍ରମ, କୁନାକୁନି ମେଳା ଓ ଶିଶୁ ସାହିତ୍ୟ ମହୋତ୍ସବ ରବିବାର କିଟ ବିଶ୍ଵବିଦ୍ୟାଳୟରେ ଅନୁଷ୍ଠିତ
କୈଳାସ ଚନ୍ଦ୍ର ସାହାଣୀ ହୋଇପାରେ ,କିଛି ଛବି ବି କବିତାକୁ ଜନ୍ମ ଦେଇପାରେ । ତୁମେ କେବେ ବାଉଁଶ ରାଣୀ ଖେଳ ଦେଖିଛ ?ଚକ୍ରି ପରି ଘୂରୁଥିବ ଗୋଟେ ଜୀବନବୟସର ନହକା ବାଉଁଶ ଅଗରେ,ପେଟ
ଭୁବନେଶ୍ଵର : ‘ଫାଲଗୁନ ଆସର’ ଶୀର୍ଷକରେ ବିଶିଷ୍ଟ କବି ପ୍ରସନ୍ନ କୁମାର ମିଶ୍ରଙ୍କ ୮୩ ତମ ଜୟନ୍ତୀ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି ସାହିତ୍ୟିକ ଆସରରେ କବି କେଦାର
