ଜ୍ଞାନେନ୍ଦ୍ର

ଏଇ ସମୟ

କହି ପାରିଥାନ୍ତା

ବର୍ଷା ପରେ

ଭିଜା ପୃଥିବୀର

ଅକୁହା କଥା,

ତମ ଦୁଃଖ

ତମେ କହିଥାନ୍ତ

ମୁଁ ବି କହିଥାନ୍ତି

ମୋ ଦୁଃଖ ।

ଏମିତି ଭାବରେ

ଆମ ଭଲ ପାଇବାର

ହୋଇ ନ’ଥାନ୍ତା ଶେଷ ।

ଜ୍ଞାନେନ୍ଦ୍ର ପେସାରେ ଜଣେ ସୂଚନା ପ୍ରଯୁକ୍ତିବିଦ୍ୟାରେ ଇଞ୍ଜିନିୟର । ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ । କବିତା, ନାଟକ, ଏକାଙ୍କିକା, ପ୍ରବନ୍ଧ ଆଦି ସାହିତ୍ୟର ସବୁ ବିଭାଗରେ ସେ ନିୟମିତ ଲେଖାଲେଖି କରୁଛନ୍ତି । ବିଶେଷ ଭାବେ ସାମାଜିକ ଗଣମାଧ୍ୟମରେ କବିତା ଲେଖି ପାଠକଙ୍କ ପ୍ରିୟ ହୋଇପାରିଛନ୍ତି । ଏହା ବ୍ୟତୀତ ସେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

Related Posts

One thought on “ଫ୍ଲାସବ୍ୟାକ୍

  1. ଗଳ୍ପାବତରଣ ସ୍ବାଭାବିକ , ଅନୁଭବ କରିହେଲା ପ୍ରପୋଜ୍ କାଳର ଅସମଞ୍ଜସ ଓ ଅବଶୋଷ।। ଶୁଭେଚ୍ଛା।

Leave a Reply

Your email address will not be published. Required fields are marked *