ବହି: ଓଡ଼ିଶା ମିଡିଆ ରିପୋର୍ଟ ୨୦୨୧ (କେବଳ ଇ-କପିରେ ଉପଲବ୍ଧ)ଲେଖକ: ଡ. ପ୍ରଦୀପ ମହାପାତ୍ରପ୍ରକାଶକ: ପି. ଏମ୍‍. ଡିଜିଟାଲ୍‍ ଡକ୍ୟୁମେଣ୍ଟେସନ୍‍, ବ୍ରହ୍ମପୁରମୂଲ୍ୟ: ୪୯ଟଙ୍କା । ଡ. ପ୍ରଦୀପ ମହାପାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ

Read More

ରାଧାମୋହନ ଗଡ଼ନାୟକ ଗୌର ଗଉରବବିଧୂର ସଉରଭମଧୁର କୁହୁରବ ବକ୍ଷପୁଟେ ଧରିସପନ-ଶିରୀ ସମାକବିତା ମନୋରମା ପାଗଳ ଦିଏ କରି ।ଆଖିକେ ସୁଧାରସଆଖିକେ ସୀଧୁରସଅଧରେ ମଧୁହସ ବକ୍ଷେ ଯଉବନ,ବନିତା ଧରାତଳେପୁରୁଷ ପୁରୁଷରେ କରଇ ରସ-ଘନ ।ଲତାଟି ଘନ

Read More

ଶରତ କୁମାର ରାଉତ ଆଦିବାସୀ ଅଂଚଳରେ ଜନସଚେତନତା ସୃଷ୍ଟି ସହ ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରସାରରେ ଅଗ୍ରଣୀ ଭୂମିକା ରହିଥିଲା ମୋହିତ୍‌ର । ଗଭୀର ସେବା ମନୋଭାବାପନ୍ନ ନବୀନ୍ ସାତବର୍ଷ ତଳୁ ଗାଁ ଛାଡ଼ି

Read More

ସୁପ୍ରିୟା ପ୍ରଶାନ୍ତ ଭାଗ –୧୧ ସକାଳର ବାର୍ତ୍ତା ଆଜି ସକାଳୁ ଶୀଘ୍ର ନିଦ ଭାଙ୍ଗିଗଲା। ଗୋଟେ ଦାୟିତ୍ୱ ମୁଣ୍ଡରୁ ଓହ୍ଳାଇଲା ପରେ ପ୍ରାୟ ଯେମିତି ଲାଗେ ଠିକ୍ ସେମିତି। ମୁଁ ନିଜ କମ୍ପୁଟର ଖୋଲି

Read More

ଦେବଯାନୀ ରାୟ ତମେ ମତେ ଭଲଲାଗଯେମିତି ନିହାତି ଆପଣାର କେହି ଜଣେସେଥିପାଇଁ ତ ମୁଁ ତୁମ ସହମନ ଖୋଲି ଗପେସ୍ୱପ୍ନକୁ ସଜାଏ ।।ମତେ ଲାଗେତୁମ ଆଖିର ଅକ୍ଷାଂଶରେ ଅଙ୍କାଆକାଶର ନକ୍ସା ।। ହୁଏତ ଆଉ

Read More

ବହି: ଆରୋଗ୍ୟ ସୂତ୍ରଲେଖିକା: ଡ଼ାକ୍ତର ଶାନ୍ତିଲତା ସାହୁପ୍ରକାଶକ: ବଟକୃଷ୍ଣ ଖୁଣ୍ଟିଆ, ପୁରୀ ମୂଲ୍ୟ: ୧୫୦ ଟଙ୍କା ସମସ୍ତେ ଚାହାଁନ୍ତି ରୋଗମୁକ୍ତ ଏବଂ ଆନନ୍ଦମୟ ଜୀବନ । କିନ୍ତୁ ବିଡ଼ମ୍ବନା ହେଲା – ଆଧୁନିକ ମଣିଷର

Read More

ଦେବଯାନୀ ରାୟ ଅଦ୍ଭୁତ ସନ୍ମୋହନରଗାମ୍ଭୀର୍ଯ୍ୟ କଳ୍ପନାରେଅବତୀର୍ଣ୍ଣ ଏକ କାୟାକଳ୍ପମୋ ଆଖିରେ ଚିତ୍ରିତତୁମ ଦେହମନ ଲୁଣ୍ଠିତ ଆଜିଆଉ କାହା ପାପ ନଜରରେ ।।ତୁମେ କୁହ ତ,ଖୋଜିବି ତ କେଉଁପରି….ସାରା ରାତି ଗହନ ଅନ୍ଧାରରୁଅଥବା,ସାରାଦିନ ଅସମାପ୍ତସମୁଦ୍ର ବାଲିରୁ

Read More

ପଞ୍ଚଧାରା ସାହିତ୍ୟ ସଂସଦର ସାରସ୍ୱତ ସମାରୋହ ଆଠମଲ୍ଲିକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପଞ୍ଚଧାର ସାହିତ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ସୂଚନା କେନ୍ଦ୍ରଠାରେ ନୂଆବର୍ଷ ଅବସରରେ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ

Read More