‘ଏକ୍ସାଇଟିଂ ସେଣ୍ଟ୍ରାଲ ଆଣ୍ଡ କୋଷ୍ଟାଲ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ବିଷ୍ଣୁମୋହନ ପଣ୍ଡାଙ୍କ ରଚିତ ‘ଏକ୍ସାଇଟିଂ ସେଣ୍ଟ୍ରାଲ ଆଣ୍ଡ କୋଷ୍ଟାଲ ଓଡ଼ିଶା’ ପୁସ୍ତକ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ରାଜଭବନରେ ଉନ୍ମୋଚିତ ହୋଇଯାଇଛି । ଏହି ପୁସ୍ତକରେ ଓଡ଼ିଶାର ବିଭିନ୍ନ ଦର୍ଶନୀୟ ସ୍ଥାନ, କଳା, ସଂସ୍କୃତି, ପର୍ବପର୍ବାଣୀ ଓ କିମ୍ବଦନ୍ତୀ ସହ ମିଲେନିୟମ ସିଟି କଟକ, ଧାର୍ମିକ ସ୍ଥାନ, ଦର୍ଶନୀୟ ସ୍ଥାନ, କଳା, ସଂସ୍କୃତି, ପର୍ବପର୍ବାଣୀ ଓ କିମ୍ବଦନ୍ତୀ ସହ ମିଲେନିୟମ ସିଟି କଟକ, ଧାର୍ମିକ ସ୍ଥାନ, ଦର୍ଶନୀୟ ସ୍ଥାନ, ଓଡ଼ିଶାର ଟେକ୍ସଟାଇଲ ଆଦି ସମ୍ପର୍କରେ ଉଲ୍ଲେଖ ରଖିଛି । ବହିଟି ଆମାଜନ ସପିଂ ସାଇଟରେ ମଧ୍ୟ ଉପଲବ୍ଧ ।

Related Posts

Leave a Reply

Your email address will not be published. Required fields are marked *