ଦୁଷ୍ମନ୍ତ କୁମାର ବେହେରା ସେଇ ମନଲୋଭା ଚାହାଣୀଆଜିବି ନିଶାଶକ୍ତ କରି ରଖିଛିହୃଦୟକୁ ବାରମ୍ବାରକ୍ଷତାକ୍ତ କରୁଛିଜୁନ ରାତିର ସେଇ ତାତିସେଇ ଚାହାଣୀର ଉଷ୍ମତାଆଜିବି ମୋ ଶିରାପ୍ରଶିରା ଧମନିରେଅନୁଭୂତ ହେଉଛି । । ସେଇ ଆଖିକୁ ନେଇମନରେ

Read More

ଦୀପକ କୁମାର ଶତପଥୀ ହେ ପ୍ରେମ ତୁ ଚାଲିଯା କେଉଁ ଅଗନା ଅଗନି ବନସ୍ତକୁଯେଉଁଠି ତୋ ସ୍ୱରରେ ସ୍ୱର ମିଳେଇଗୀତ ଗାଉଥିବ ଝରଣାଆଉ ତୋ ପାଦରେ ପାଦ ଛନ୍ଦି ନାଚି ଯାଉଥିବମଳୟ ପବନମୋର ଅଛି

Read More

ଆଧୁନିକ ଓଡ଼ିଆ କଥା ସାହିତ୍ୟର ଜନକ ଏବଂ ଓଡ଼ିଆ ଜାତୀୟ ଅଭ୍ୟୁତ୍ଥାନର କର୍ଣ୍ଣଧାର ଥିଲେ ବ୍ୟାସକବି ଫକୀରମୋହନ ସେନାପତି । ଓଡ଼ିଆ ଭାଷାର ସୁରକ୍ଷା ଦିଗରେ ତାଙ୍କର ଅଗ୍ରଣୀ ଭୂମିକା ଓଡ଼ିଆ ଜାତି ପକ୍ଷରେ

Read More

ବାଗ୍ମୀ ବିଶ୍ୱନାଥ କର ଦେଖା ଯାଉଅଛି ଯେ ଜୀବନରୁ ସାହିତ୍ୟର ଉତ୍ପତ୍ତି ଏବଂ ଜୀବନ ହିଁ ସାହିତ୍ୟୋନ୍ନିତର ମୂଳ । ଯେଉଁଠାରେ ଜୀବନ, ସେହିଠାରେ ଜୀବନ୍ତ ସାହିତ୍ୟ । ଜୀବନ୍ତ ସମାଜ ନିତ୍ୟ ନବ

Read More

ବହି: ଓଡ଼ିଶା ମିଡିଆ ରିପୋର୍ଟ ୨୦୨୧ (କେବଳ ଇ-କପିରେ ଉପଲବ୍ଧ)ଲେଖକ: ଡ. ପ୍ରଦୀପ ମହାପାତ୍ରପ୍ରକାଶକ: ପି. ଏମ୍‍. ଡିଜିଟାଲ୍‍ ଡକ୍ୟୁମେଣ୍ଟେସନ୍‍, ବ୍ରହ୍ମପୁରମୂଲ୍ୟ: ୪୯ଟଙ୍କା । ଡ. ପ୍ରଦୀପ ମହାପାତ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ

Read More

ରାଧାମୋହନ ଗଡ଼ନାୟକ ଗୌର ଗଉରବବିଧୂର ସଉରଭମଧୁର କୁହୁରବ ବକ୍ଷପୁଟେ ଧରିସପନ-ଶିରୀ ସମାକବିତା ମନୋରମା ପାଗଳ ଦିଏ କରି ।ଆଖିକେ ସୁଧାରସଆଖିକେ ସୀଧୁରସଅଧରେ ମଧୁହସ ବକ୍ଷେ ଯଉବନ,ବନିତା ଧରାତଳେପୁରୁଷ ପୁରୁଷରେ କରଇ ରସ-ଘନ ।ଲତାଟି ଘନ

Read More

ଶରତ କୁମାର ରାଉତ ଆଦିବାସୀ ଅଂଚଳରେ ଜନସଚେତନତା ସୃଷ୍ଟି ସହ ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରସାରରେ ଅଗ୍ରଣୀ ଭୂମିକା ରହିଥିଲା ମୋହିତ୍‌ର । ଗଭୀର ସେବା ମନୋଭାବାପନ୍ନ ନବୀନ୍ ସାତବର୍ଷ ତଳୁ ଗାଁ ଛାଡ଼ି

Read More

ସୁପ୍ରିୟା ପ୍ରଶାନ୍ତ ଭାଗ –୧୧ ସକାଳର ବାର୍ତ୍ତା ଆଜି ସକାଳୁ ଶୀଘ୍ର ନିଦ ଭାଙ୍ଗିଗଲା। ଗୋଟେ ଦାୟିତ୍ୱ ମୁଣ୍ଡରୁ ଓହ୍ଳାଇଲା ପରେ ପ୍ରାୟ ଯେମିତି ଲାଗେ ଠିକ୍ ସେମିତି। ମୁଁ ନିଜ କମ୍ପୁଟର ଖୋଲି

Read More