ଲତିକା ମହାପାତ୍ର || ୧ || ଭିଡ଼ ଭିତରେ ବି ଏକୁଟିଆ ଏଠିପ୍ରତିଟି ରାସ୍ତା ପରାମଥାରେ ମୋହର କର୍ତ୍ତବ୍ୟର ଦାୟକର୍ମକ୍ଲାନ୍ତି ବାଟସାରାଚିତ୍ରିତ ମୋର କାନଭାସ ଏବେସବୁ ଲାଗେ ନୂଆନୂଆକିସମ କିସମ କଷ୍ଟ ଯେ ଆଣେଉନ୍ମାଦ
Author: ସହ-ସମ୍ପାଦକ
ଭୁବନେଶ୍ଵର : ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି । ସଂସଦର ପ୍ରତିଷ୍ଠାତା ଡ. ଇଂ. ପ୍ରଭାକର ସ୍ଵାଇଁ ଏହାକୁ ଉନ୍ମୋଚନ କରିଥିଲେ । ଏହି ସଙ୍ଗୀତରେ ଆଦିକବି ସାରଳା
ଭୁବନେଶ୍ଵର : ‘ଓଡ଼ିଆ ଗବେଷଣା ପରିଷଦ’ ପକ୍ଷରୁ ୨୦୨୩ ବର୍ଷ ପାଇଁ ଗବେଷକ ଆଚାର୍ଯ୍ୟ ଭାବାନନ୍ଦଙ୍କୁ ‘କ୍ଷେତ୍ରବାସୀ ସାହିତ୍ୟ ବିଦ୍ୟା ପୁରସ୍କାର’ ଏବଂ କବି ସରୋଜ ରଞ୍ଜନ ମହାନ୍ତି ‘କୃଷ୍ଣଚରଣ କାବ୍ୟପୁରୁଷ ପୁରସ୍କାର’ ପାଇବାକୁ
ପ୍ରଦେଶ ପ୍ରଧାନ ଝିଙ୍କାରିର ଶବ୍ଦଗାଁମୁଣ୍ଡ ମଶାଣିରୁ ଶୃଗାଳର ଶୋକଗଭୀର ଅନ୍ଧାର ଭେଦିକେହିଜଣେ ପଢ଼ୁଥିଲାଏକାନ୍ତରେସ୍ମୃତିର ପୃଷ୍ଠା ପରେ ପୃଷ୍ଠା । ସମର୍ପିତ ବୟସସମର୍ପିତ ସବୁ ପୁଣ୍ୟ, ଯାହା ଅର୍ଜିତକ୍ଷଣିକ ସମୟେକାହାର ମଙ୍ଗଳ ମନାସିପାହାଚ ପରେ ପାହାଚ
ଛବିରାମ ସେଠୀ ଉତ୍କଳ ମାଟିରେ ଜନ୍ମ ନେଇଥିଲେଓଡ଼ିଆ ସନ୍ତାନ ବୀରଅମରେ ଆଜି ଜୟଗାନ ତବଉତ୍କଳ ଦିବସ ସ୍ଵର ।(୧) ଉତ୍କଳ ମାଟିର ପୂରୁବ ଗୌରବମଧୁସୂଦନଙ୍କ ନାମଫକୀରମୋହନ, ଗୋପବନ୍ଧୁ ଦାସଉତ୍କଳର ମହାମାନ୍ୟ ।(୨) ଗୈାରୀଶଙ୍କର, ରାମକୃଷ୍ଣ
ପ୍ରଣତୀ ତ୍ରିପାଠୀ ଶରୀର ସୁନ୍ଦର ସତପ୍ରେମଠୁ ନୁହେଁ…ସୁନ୍ଦରତା ଏକ ମୋହାସକ୍ତଆକର୍ଷଣ ସତହୃଦୟଠୁ ନୁହେଁ… ଦିଗନ୍ତ ନଥିଲେ ଦରିଆମେଘ ମଲ୍ହାର ନଥିଲେ ନୀଳିମାଅଦୃଶ୍ୟ ସେ ହାତର ଶୃଙ୍ଗାର ନଥିଲେ ସୁଷମା…ନିଃସର୍ତ୍ତ ନିଟୋଳ ଆଶ୍ଳେଷର ଅନୁଭବ ନଥିଲେ
ଭୁବନେଶ୍ଵର : “ଆୟୁଷ ମୋର ଯେତିକି ବଢେସେତିକି ନୂଆ କୀରତି ଗଢେଦିନକୁ ଦିନ ମୁଁ ଯଉବନଆଗାମୀ ପାଇଁ ଦେଖେ ସପନରୂପ ଗୁଣରେ ମୋ ସରିଆଉ ଅଛି ବା କେ ସରସା !ମୁଁ ଓଡ଼ିଆ ଭାଷା
