ପୁସ୍ତକ: ମହାତ୍ମା ଗାନ୍ଧୀ- ସାମ୍ବାଦିକ ଓ ସମ୍ପାଦକସମ୍ପାଦନା: ଡ. ମୃଣାଳ ଚାଟାର୍ଜୀ ଓ ସ୍ନେହାଶିଷ ସୁରପ୍ରକାଶକ: ଶେଫାଳୀ କମ୍ୟୁନିକେଶନପୃଷ୍ଠା: ୩୧୨, ମୂଲ୍ୟ: ୩୫୦ ଟଙ୍କାପ୍ରଥମ ପ୍ରକାଶ: ଜାନୁଆରୀ ୨୦୨୧ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ମୋହନଦାସ
Tag: pop

ସୁପ୍ରିୟା ପ୍ରଶାନ୍ତ କବିତା ପାଠ ସ୍ଥାନରେ ଜଣ ଜଣ କରି ଆମେ ପହଞ୍ଚିଗଲୁଣି। ପ୍ରେମ କବିତାରେ ରାତି ରାତି ବୁଡିରହୁଥିବା କବିସ୍ୱରୂପା ଦେବୀ ମଧ୍ୟ ତାଙ୍କ ମେଳିରେ ଆସି ପହଞ୍ଚିଲେ। ଆଜି ତାଙ୍କର ପ୍ରଥମ

ଡଃ. କୁଳାଙ୍ଗାର କଟକର ଭାଇଚାରା ପ୍ରସିଦ୍ଧ ଅତୁଲ୍ୟବେଶି ହୁଏ ମିଳାମିଶା ଏଠି;ଏହାର ପ୍ରଭାବ ଏବେ ମଣିଷକୁ ଟପିପଡିଲାଣି ଖାଦ୍ୟଦ୍ରବ୍ୟଙ୍କଠି!ତେଣୁ କଟକି ମଣିଷ ଅବା କଟକିଦରବ ଯଦି ପଡିଲା ନକଲି;ଜାଣିବ ସେ ସୁପ୍ରସିଦ୍ଧ ଭାଇଚାରାଦ୍ୱାରା ଅତି

କଇଳାଶ ପଟ୍ଟନାୟକ ମୋତେ ବିଶ୍ୱାସ କରିବା ନ କରିବା ତୋ କାମ । ତେବେ ଏତିକି କହିବି, ସହସା ଲାଭଠୁ ଭଲ,ଦୂରବର୍ତ୍ତୀ ଲାଭ ।କୁନିମାଛଟାର ତାଳୁରେ ଲାଗିଛି କଣ୍ଟା । କଣ୍ଠରେ ତାକୁ ଛାଡ଼ିଦବାଲାଗିକେଉଟକୁ

ପୁଷ୍ପାଞ୍ଜଳି ପଣ୍ଡା ଦିନେ ନିସ୍ତେଜ ହୋଇ ପଡିବ,ଶୁଭିବନି ଡାକ, ହଲିବନି ଦେହସମସ୍ତ ଆଖି ଭିଜିବ,ଆତ୍ମା ଅଜଣାତେ ଉଡ଼ି ଯିବ…!!ସତ୍ୟ କର୍ମ ର ଧ୍ୱଜା ଉଡିବ।।ସବୁ ଛାଡ଼ି ଯିବ ଏଠି,ପାଣି ପବନର, ମାଟିର ନିଆଁରସ୍ତ୍ରୀ ପିଲାଙ୍କର

ଚନ୍ଦ୍ରଶେଖର ରଥ ମୁଁ କିନ୍ତୁ ତାକୁ ସକାଳେ ହିଁ ଦେଖୁଥିଲି । ତା’ ମୁହଁ ଝାଳରେ, ଲୁହରେ ଜକେଇ ଯାଇଥିଲା । ଆଖି ଚାରିପଟେ ଗହୀର କଳାଦାଗ ବାରି ହେଉଥିଲା । ଖୋର୍ଦ୍ଧା ଗେରୁଆ

ଫକୀରମୋହନ ସେନାପତି ବିଦିଆ ପାତ୍ର ଭୁଷଣ୍ଡପୁର ଗାଁର ଚୌକିଆ । ଏଡ଼େ ବଡ଼ ଗାଁଟା, କଣ୍ଡରା ବୋଇଲେ ବିଦିଆ ଏକୁଟିଆ । ଅଛବ ଲୋକଟା, ସେ କ’ଣ ଭଲଲୋକଙ୍କ ଘର ଲଗାଲଗିରେ ଘର କରିବ?

ଢେଙ୍କାନାଳ: ‘‘ଭାରତୀୟ ସାମ୍ବାଦିକତା କ୍ଷେତ୍ରକୁ ମହାତ୍ମା ଗାନ୍ଧୀଙ୍କ ଅବଦାନ ଅତୁଳନୀୟ। ତାଙ୍କ ଯୋଗାଯୋଗ କୌଶଳ ଥିଲା ଅନନ୍ୟ। ସମାଜର ତଥା ଦେଶର ହିତ ପାଇଁ ସେ ଯେଉଁ ଯୋଗାଯୋଗ କରୁଥିଲେ ତା’ର ଖୁବ୍ ପ୍ରଭାବ