ଅରବିନ୍ଦ ଦାସ ମଟର ସାଇକେଲ ନୁହେଁ.. ବୁଲେଟ କୁହ : ରୟାଲ ଏନଫିଲଡ଼ ବୁଲେଟ, ଏକଦମ ରୟାଲ, ରାଜାଙ୍କ ବାହାନ… । ପିଣ୍ଡାରେ ଥୁଆ ହୋଇଥିବା ବୁଲେଟକୁ ଦେଖି ଜୟନ୍ତୀ ଅନ୍ୟମନସ୍କ ହୋଇଯାଉଥିଲା ।

Read More