ବହି: ରବୀନ୍ଦ୍ର ବ୍ୟଙ୍ଗ ରଚନାର ଓଡିଆ ନାଟ୍ୟରୂପନାଟ୍ୟ ରୂପାନ୍ତର: ଡ଼. ପ୍ରଦୀପ ଭୌମିକପ୍ରକାଶକ: ସମର ଗ୍ରାଫିକସ, ବାଲେଶ୍ୱରମୂଲ୍ୟ: ୬୦ ଟଙ୍କା, ପ୍ରଥମ ପ୍ରକାଶ: ୨୦୧୫ ଡ. ପ୍ରଦୀପ ଭୌମିକ ଓଡିଶାରେ ଜଣେ ସୃଷ୍ଟିଶୀଳ ନାଟ୍ୟକାର
ଜୟପୁର : ଜୟପୁରର ବିଶିଷ୍ଟ ଶିକ୍ଷାବିତ୍ ତଥା ଯୁବ ସ୍ତମ୍ଭକାର ଅରୁଣ କୁମାର ତ୍ରିପାଠୀଙ୍କ ପୁସ୍ତକ “ସ୍ମୃତି ଓ ବିସ୍ମୃତି – ଘଟଣାକ୍ରମ ୨୦୨୨” ଲୋକାର୍ପିତ ହେଇଯାଇଛି । ନବରଙ୍ଗପୁରର ଅଧିଷ୍ଠାତ୍ରୀ ଦେବୀ ମା’
ମୁକୁନ୍ଦ ଶତପଥୀ ସକାଳୁ ସକାଳୁ ସେ ଚଢେଇ ଦି’ଟାର ଶବ୍ଦରେ ଉଠୁଥିଲି ମୁଁ । ମୋ ରୋଷେଇଘରର ଝରକାରେ ତାଙ୍କ ଥଣ୍ଟରେ ଖୁମ୍ପି ଏକ ମୃଦୁ ଶବ୍ଦ ତିଆରି କରିବା ତାଙ୍କର ଏକ ଅଭ୍ୟାସ
ଜିନାତମାମ୍ ଦର୍ଜୀ କିଏ କହିଥିଲା, ହାଣିଦେବି ହିନ୍ଦୁଙ୍କୁକିଏ କହିଥିଲା, ଦେଖିଲେ ଗୋଟିଗୋଟି ମାରିଦେବି ମୁସଲିମଙ୍କୁକିଏ କହିଥିଲା, ର’ ବୁଝିବି ଏ ଖ୍ରୀଷ୍ଟିଆନମାନଙ୍କ କଥାକିଏ କହିଥିଲା, ବୁଦ୍ଧମାନଙ୍କୁ ତଡ଼ିଦେବି ଦେଶ ବାହାରକୁକିଏ ଗରିବ ଲୋକଙ୍କୁ ଦେଖି
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ସମ୍ବୋଧନ ସମ୍ପର୍କର ସମ୍ବେଦନଶୀଳତାକୁ ଜଣାଇଦିଏ । ଯେବେ ଆପଣଙ୍କୁ ‘ତୁମେ’ ଡାକିବାକୁ ଆପଣ ପ୍ରବର୍ତ୍ତାଉଥିଲେ ଓ ମୁଁ ବାରବାର ଅସ୍ଵୀକାର କରୁଥିଲି, ସେଇବେଳେ ଆପଣ ଏକଥା କହୁଥିଲେ । ମନେଅଛି,
ସ୍ନେହାଶିଷ ମହାନ୍ତି ମୁଁ ଏବେ ଏବେ ଭିଜିଛି ବର୍ଷାରେଆକାଶରେ ଆଉ ମେଘ ନାହିଁଯାହାଥିଲା ସବୁ ଶେଷ ହେଲାଆଉ ଏଠି ପ୍ରେମ ଫ୍ରେମ ନାହିଁ … । ତୁମେ ଚାଲ ଫେରିଚାଲଯେଉଁଠାରୁ ଆସିଥିଲ ଦିନେତୁଚ୍ଛାଟାରେ ଖୋଜୁଛ
ବହି: ‘ବଲିଉଡ ଡଜ୍ ବ୍ୟାଟେଲ: ଦି ୱାର ମୁଭି ଆଣ୍ଡ ଦି ଇଣ୍ଡିଆନ ପପୁଲାର ଇମାଜିନେସନ’ଲେଖକ: ସମୀର ଚୋପ୍ରାପ୍ରକାଶକ: ହାର୍ପର-କଲିନ୍ସ, ମୂଲ୍ୟ: ୨୧୭ଟଙ୍କା ଆମେ ସମସ୍ତେ ଶାନ୍ତି ଚାହୁଁ ବୋଲି କହୁ । କିନ୍ତୁ
ଭୁବନେଶ୍ୱର : ବର୍ଷର ସବୁଠୁ ତତଲା ଋତୁରେ ଫୁଟେ ନାଲି ଫରଫର କୃଷ୍ଣଚୂଡ଼ା । ତା’ ଉଜ୍ଜ୍ଵଳ ଓଢଣୀରେ ଅଟକେ ବାଟୋଇ । ତା’ ତେଜମୟତାରେ ଅଭିଭୂତ ହୁଏ କବି ଓ କଳାକାର ।
