ବିଭୁଦତ୍ତ ଦାସ ଲୁଣ୍ଠନ କରାଇ ନିରନ୍ତର ନିଜ ଆଖି ନିଦସାହାଯ୍ୟ କରେ ଯେ ଗଢ଼ିବାକୁ ଛୁଆଙ୍କ ସ୍ଵପ୍ନ ପ୍ରସାଦ ।ତ୍ୟାଗ କରି ସବୁ ନିଜର ବ୍ୟକ୍ତିଗତ ସ୍ଵପ୍ନଆଣିବାକୁ ଛୁଆଙ୍କ ଜୀବନେ ଖୁସିର ଦିନ ।ସ୍ଵର୍ଗ
କୁଳମଣି ଷଡ଼ଙ୍ଗୀ ଆହା କି ସୁନ୍ଦର ଦିଶଇ ନଭେ ପୁନେଇଁ ଜହ୍ନ !!ଆ’ ଜହ୍ନମାମୁଁ ଖେଳିବ ତୋର ସାଙ୍ଗେ ମୋ’ଧନ । ଆ’ ଜହ୍ନମାମୁଁ ଆଆରେ ନେଇ ସରଗ ଫୁଲ,ଖେଳିବ ତୋ ସଙ୍ଗେ କହ୍ନେଇ
ବିନୟ ମହାପାତ୍ର ଅନେକ ସମୟ ହେବ ସୂର୍ଯ୍ୟ ବୁଡ଼ି ସାରିଥିଲା, ତଥାପି ଭଲ ଭାବରେ ଅନ୍ଧାର ହୋଇ ନଥିଲା । ଅନ୍ଧାର କେମିତି ହୋଇ ଥାଆନ୍ତା ଯେ ? ସେଫାଳୀ ପରା ମୋ ସାଥିରେ
କ୍ଷଣପ୍ରଭା ମହାନ୍ତି ସ୍ମୁତି ଅନୁଭୂତି ସବୁ ସେ ସାଉଁଟି, କେବେ ବସେ ମନ ମାରିକୋମଳ ତନୁରେ ବର୍ଷାର ଛିଟାଶୀହରଣ ଦିଏ ଭରି । ମନ ଅଳିନ୍ଦତା ଆନ୍ଦୋଳିତ ହୁଏ, କେତେ ଯେ ଅବୁଝା ପ୍ରଶ୍ନକେବେ
ସମୀକ୍ଷା: ପଦ୍ମଲୋଚନ ପ୍ରଧାନ ପ୍ରବନ୍ଧ ସଙ୍କଳନ: ଦେଶର ଆତ୍ମା ଏବଂ ଅନ୍ୟାନ୍ୟ ପ୍ରବନ୍ଧପ୍ରାବନ୍ଧିକ: ଡ. ମୃଣାଳ ଚାଟାର୍ଜୀପ୍ରକାଶକ: ବନଫୁଲ, ଭୁବନେଶ୍ୱରପ୍ରକାଶ କାଳ: ୨୦୨୩ ପୃଷ୍ଠା: ୧୬୧ମୂଲ୍ୟ: ୨୩୦ ପ୍ରବନ୍ଧକୁ ସାଧାରଣତଃ ଦୁଇଟି ଭାଗରେ ବିଭକ୍ତ
ଛବିରାମ ସେଠି ହେ ପରମଗୁରୁ ପରମ ଈଶ୍ଵରତୁମ୍ଭେ ଯେ ବିଦ୍ୱାନ ଗୁରୁମହାଚେତନାର ପରଂବ୍ରହ୍ମ ତୁମେଜ୍ଞାନ ଜ୍ୟୋତି ମହାମେରୁ । (୧) ଏକାଧାରେ ଥିଲ ମହାଜ୍ଞାନୀ ଗୁଣୀଶିକ୍ଷାବିତ୍ ଦାର୍ଶନିକସର୍ବପଲ୍ଲି ଭାବେ ରାଧାକ୍ରିଷ୍ଣନ୍ ନାମେମହା ମେଧା ବିଚାରକ
ବାଲେଶ୍ଵର : ବିହାର ରାଜ୍ୟର ନୱାଦା ସହରରେ ଗତ ଅଗଷ୍ଟ ୨୭ ତାରିଖ ରବିବାର ଦିନ ଆୟୋଜିତ ହୋଇଯାଇଛି ‘ନୱାଦା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୪ର୍ଥ ସଂସ୍କରଣ-୨୦୨୩’ । ଏହି ଚଳଚ୍ଚିତ୍ର ମହୋତ୍ସବରେ ବାଲେଶ୍ୱରର ବିଶିଷ୍ଟ
