ଭୁବନେଶ୍ଵର : ଯାଜପୁର ସଂସ୍କୃତି ଓ ବିକାଷ ପରିଷଦ ପକ୍ଷରୁ କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ, ଆଦିନେତା ବିଚିତ୍ରାନନ୍ଦ ଦାସଙ୍କ ପୁଣ୍ୟତିଥି ଓ ନାଟ୍ୟକାର କାମପାଳ ମିଶ୍ରଙ୍କ ଜୟନ୍ତୀ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୀତଗୋବିନ୍ଦ
ଭୁବନେଶ୍ୱର: ରାୟଗଡ଼ାର ମହିଳା ମହାବିଦ୍ୟାଳୟର ଦ୍ୱାଦଶ ଉଚ୍ଚ ମାଧ୍ୟମିକ (କଳା) ଶ୍ରେଣୀର ଛାତ୍ରୀ ମହିମା ଗନ୍ତାୟତଙ୍କୁ ରାଜ୍ୟ ସ୍ତରୀୟ ସଂଗଠନ ଜ୍ଞାନ ପ୍ରକାଶ ଦ୍ୱାରା ଏହାର ସ୍ମରଣୀୟ ଭାବରେ ଆୟୋଜିତ ରାୟଗଡ଼ା ସାହିତ୍ୟ ଅଧିବେଶନରେ
ବିଜୟ ମହାପାତ୍ର ହାତ ଟେକିଦେଲିଆକାଶ ଓ ସମୁଦ୍ର ଆଡ଼କୁମୋ ପାଦ ତଳର ପୃଥିବୀଏବେ ତରଳୁଛିଭିଟାମାଟି କିଛି ନାଇଁମୁଁ ବନ୍ଜରଯେମିତି ଅସଂଖ୍ୟ ତାରା କିଲିଭାଇ ପାରନ୍ତିପୁରାପୁରି ଅନ୍ଧାର ! ଅନ୍ଧାର ତିନି ଭାଗଆଲୁଅ ଏକ ଭାଗଭିତରେ
ଭୁବନେଶ୍ଵର : ଦୁଃଖ, କାରୁଣ୍ୟ ଓ ସମ୍ବେଦନା ହେଉଛି କବିତାର ମୂଳ କଥା । ଅନୁଭବ ଓ ସଂପ୍ରିତୀ ବଳରେ କବିତା ଲେଖାଯାଏ । କବି ଅକ୍ଷୟ ପାଳଙ୍କ କବିତା ପୁସ୍ତକ ‘ପକ୍ଷୀ ପ୍ରାର୍ଥନା’ର
ସତ୍ୟନାରାୟଣ ଗନ୍ତାୟତ ତଥାପି ସେମାନଙ୍କ କଥା ପଚାରୁଛ ? ହେଲେ ସେମାନେ ପରା ଆଉ ନାହାଁନ୍ତି । ଗଲେଣି । ଗଲେଣି ବୋଇଲେ ଆମେ ଇ ବିଦା କରିଦେଲୁ ପରା ? “ଗଲାଣି ତ
ବିନୟ ମହାପାତ୍ର ତୁମେ ଚାହିଁଥିଲ, ଏକ ମୁକ୍ତ ଆକାଶବାଧାଶୂନ୍ୟ ସ୍ଵାଧୀନ ଜୀବନଆପଣାର ଡେଣା ଝାଡ଼ି,ତୁମେ ଦିନେ ଉଡ଼ିଗଲତୁମର ସେ ଦିଗନ୍ତ ବିସ୍ତାରି ସ୍ୱପ୍ନର ଉନ୍ମୁକ୍ତ ଜୀବନେ,ଅନ୍ତହୀନ ଅନନ୍ତ ଗଗନେ ।ଦ୍ରାଘିମାରୁ ଦ୍ରାଘିମା ପର୍ଯ୍ୟନ୍ତ,ଅକ୍ଷାଂଶର ବିଭକ୍ତିକୁ
