ସତ୍ୟନାରାୟଣ ଗନ୍ତାୟତ ମୂଳରୁ କହି ରଖୁଛୁ ଯେ ଏଠେଇଁ ଆସ୍ଥା କଥା ଉଠିଛି । କୃପା ବହି ଏହାର ଆଦ୍ୟ ଅକ୍ଷର ‘ଅ’ ପଛରେ ‘ନା’ ଶବ୍ଦଟି ଆଉ ଯୋଡ଼ି ପକାନ୍ତୁନି ! ଫେର୍
ଭବାନୀ ଶଙ୍କର ନାଥ ମୁଷଳ ଧାରା ବର୍ଷା ସାଙ୍ଗକୁ, ଗଗନ ଫଟା ଘଡ଼ଘଡ଼ି ମନରେ ଶିହରଣ ସୃଷ୍ଟି କରୁଥାଏ । ଦଲକାଏ ଦଲକାଏ ଶୀତଳ ପବନ, ଭିଜାଭିଜା ଦେହକୁ ସ୍ପର୍ଶ ମାତ୍ରେ, ଭୟର ଏକ
ଡମ୍ବରୁଧର ବେହେରା ଇଛା କରେ ଅବ୍ୟକ୍ତକୁ ବ୍ୟକ୍ତ କରିବାକୁଇଚ୍ଛା କରେ ଡେଣା ଖୋଲିମୁକ୍ତ ବିହଙ୍ଗ ସମ ଘୁରିଘୁରି ବୁଲିବାକୁକାଳେ ପହଞ୍ଚିଯିବିଜାଣତରେ ହେଉ କି ଅଜଣତରେମୋ ସ୍ଥିରୀକୃତ ଲକ୍ଷ୍ୟ ପାଖରେ …। ବାଜ ପକ୍ଷୀର ମନ
ଭୁବନେଶ୍ଵର : ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ଵ ଜଳବାୟୁ ପରିବର୍ତ୍ତନ କାରଣରୁ ପରିବେଶ ଅସନ୍ତୁଳନ ସହ ଜୈବ ବିବିଧତା ହ୍ରାସ ଘଟୁଛି । ଏଥିପ୍ରତି ସମସ୍ତଙ୍କୁ ଚିନ୍ତା କରିବାକୁ ପଡ଼ିବ । ବୃକ୍ଷରୋପଣ ସହିତ ବୃକ୍ଷର
ସତ୍ୟନାରାୟଣ ଗନ୍ତାୟତ ପାଟି ଅଛି ଆଉ ଫୁଟୁଛି ମାନେ ନିଶ୍ଚେ କଥା କହି ହେବ । ତେବେ ଏହି କହିବା ନେଇ କ’ଣ କିଛି କହିବାର ନଥାଏ ? ଏମିତିକା କଥା ମନକୁ ସେତେବେଳେ
ଭୁବନେଶ୍ଵର : ଯେଉଁ ଭାଷାର ଶିଶୁସାହିତ୍ୟ ଯେତେ ସମୃଦ୍ଧ, ସେହି ଭାଷା ଓ ତାର ସାହିତ୍ୟ ସେତେ ରୁଦ୍ଧିବନ୍ତ । ଭାଷା ଓ ତାର ସାହିତ୍ୟକୁ ସମୃଦ୍ଧ କରିବାରେ ସେହି ଭାଷାର ଶିଶୁସାହିତ୍ୟ ଗୁରୁତ୍ୱପୂର୍ଣ୍ଣ
ଭୁବନେଶ୍ଵର : ଓଡ଼ିଆ ସାହିତ୍ୟର ଉତ୍କର୍ଷ ପାଇଁ ପ୍ରତିବଦ୍ଧ ପ୍ରାପ୍ତି ଫାଉଣ୍ଡେସନର ପ୍ରଥମ ସାହିତ୍ୟ ସମ୍ବର୍ଦ୍ଧନା ଉତ୍ସବ ଗତକାଲି ଶନିବାର ସନ୍ଧ୍ୟାରେ ଭୁବନେଶ୍ଵରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ୨୦୨୩
ଛବିରାମ ସେଠି ସବୁଜ ସୁନ୍ଦର ଧରଣୀର କୋଳେସୃଷ୍ଟିର ଅପୂର୍ବ ଲୀଳାଆଦିମ କାଳରୁ ମହୀ ମଣ୍ଡଳରେବୃକ୍ଷ ଲତା ଗିରିମାଳା । ମଣିଷ ସମାଜ ବଞ୍ଚିବା ପାଇଁକିଲୋଡ଼ା ହୁଏ ଗଛଲତାବାତ୍ୟା ମହାବାତ୍ୟା ପ୍ରଳୟଙ୍କରୀରେଭାଙ୍ଗିପଡ଼େ ବୃକ୍ଷ ମଥା ।
ସତ୍ୟନାରାୟଣ ଗନ୍ତାୟତ ଠାଏ ଥୋକେ ଲୋକ ରୁଣ୍ଡ ହୋଇ ହୋହୋ ଘୋଘୋ ହେଉଥିବା ଦେଖି ସେଠାବକୁ ଯାଆନ୍ତେ ଜାଣିଲୁ ଯେ ଜଣେ ଶ୍ରାବଣ ଛତୁ ଧରି ବିକୁଛି ଓ ତା’ ଉପରେ ସଭିଏଁ ଏକରକମ
