ଅବିନାଶ ସାହୁ ପୁଣିଥରେ ମୋ ସାମ୍ନାରେ ତତେଅଚାନକ ଛିଡ଼ାକଲା ଡିସେମ୍ବର ତତେ ହଠାତ୍ ସାମ୍ନାରେ ପାଇଖୁସିରେ ଫୁଲିଗଲା ଓଠତରଟିଗଲା ଆଖିଛାତିର ଦୁକୁଦୁକି ବଢିଲା କି କମିଲାଜାଣିବା ପୂର୍ବରୁମିଛ ହସଟେ ମୁହଁକୁ ଫୋପାଡ଼ି ଚାଲିଗଲୁ ।

Read More