ସୁଧୀର କୁମାର ପଣ୍ଡା ପେଟର ଆରପାଖରେମସୃଣ ଚଟାଣଆକାଶ ପରି ଦିଶେପଡ଼ିଆ ପରି ଦିଶେସମୁଦ୍ର ପରି ଦିଶେ । ହାତରେ ଗଢିଥିବାଭବିଷ୍ୟତର ସ୍ଵପ୍ନସଫଳ କରିବାକୁଆଗକୁ ପାତିଦିଏମଥା, କଥା, ବ୍ୟଥାଦୁର୍ଦ୍ଦିନକୁ ଢାଲ କରିପାତି ହୁଏ ପିଠି ।

Read More