ଚିତ୍ତରଞ୍ଜନ ନାୟକ ଅନୁଭବ ତୁମେ ମୋ ପ୍ରେମରଯାହା ଉତ୍ପନ୍ନ ହେଲାପ୍ରଥମ ଥରମୋ କଅଁଳ ନିଷ୍ପାପ ହୃଦୟରୁ !! ସ୍ପର୍ଶ ତୁମେ ସେହି ସ୍ନେହରଯାହା ଅନୁଭୂତ ହୁଏକାହା କାନ୍ଧରେମସ୍ତକର ସାହାରାମାଗିଲେ !! ପ୍ରତୀକ୍ଷା ତୁମେସେହି ମିଳନ

Read More