୧୮୭୪ ମସିହାରୁ ପାଳନ ହୋଇଆସୁଛି ଯୋରନ୍ଦା ମେଳା ବାପିନା ସ୍ୱାଇଁ ଓଡ଼ିଶା ସମସ୍ତ ଭାରତୀୟ ଧର୍ମ ସମ୍ପ୍ରଦାୟର ଲୀଳାଭୂମି । ଏହି ପବିତ୍ର ଦେବଭୂମିରେ ଜୈନ, ବୌଦ୍ଧ, ଶାକ୍ତ, ବୈଷ୍ଣବ ଆଦିଙ୍କ ସହ ଜଡଉପାସକମାନେ

Read More

ଭୁବନେଶ୍ଵର: ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି । ବୁଧବାର ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କବିତା ରଚନା ସହ ସମାଲୋଚନା, ଅନୁବାଦ

Read More

ରାଜ କିଶୋର ଆକାଶ ତଳେ ପୃଥିବୀପୃଥିବୀ ଉପରେ ମୁଁତୁମ ବିନା ଜୀବନ ଅଧୁରା ଅଧୁରାଯେମିତି ପବନ ବହେ ସୁ ସୁ ।। ମାଟି ଆଉ ଆକାଶର ମିଳାମିଶା ହୋଇଛି ଯେଉଁଠିଭାବେ ତୁମେ ନାହଁ ସେଇଠିଭାବେ

Read More

ବହି: ବୁଲେଟସ୍‍ ଓଭର ବମ୍ବେଲେଖକ : ଉଦୟ ଭାଟ୍ଟିଆପ୍ରକାଶକ: ହାରପର କଲିନ୍‍ସପୃଷ୍ଠା: ୨୪୩, ମୂଲ୍ୟ: ୩୯୯ଟଙ୍କା ହିନ୍ଦୀ ବାଣିଜ୍ୟିକ ଚଳଚ୍ଚିତ୍ରରେ ନାୟକ ପରି ଖଳନାୟକ ବି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନରେ ଅବସ୍ଥାପିତ । ଆଉ

Read More

ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷିତ ଭୁବନେଶ୍ୱର: ନୂଆଦିଲ୍ଲୀ ସ୍ଥିତ ଓଡି଼ଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ସସ’ ଦ୍ୱାରା ପ୍ରତିବର୍ଷ ଆୟୋଜିତ ହେଉଥିବା ମାତୃଭାଷା ସମ୍ମିଳନୀ ଅବସରରେ ପ୍ରବାସୀ ଭାଷା ସମ୍ମାନ-୨୦୨୨ ଘୋଷଣା କରାଯାଇଛି ।ଅନୁଷ୍ଠାନର

Read More

ଚାରୁ ଚନ୍ଦନ ଦାଶ ଝର୍କା ରେଲିଂ ସେପଟୁଭାସି ଆସୁଥିବ ହାଲକା ହାଲକା ପବନମତୁଆଲା କରୁଥିବ ମନକୁଅସ୍ତସୂର୍ଯ୍ୟର ଶେଷ ସ୍ପର୍ଶ ବିଛୁଇଁଦେଇ ଯାଉଥିବ, ଦେହକୁଟେବୁଲ ଥାକରେ ଥୁଆ ହୋଇଥିବାଦେବଦାସ ଛୋଟରାୟଙ୍କ କବିତା ଭିତରୁଝରି ପଡୁଥିବ ତମ

Read More

ଭୁବନେଶ୍ୱର: ଗବେଷଣା ପ୍ରତି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଆଗେଇ ଆସିଛନ୍ତି । ଓଡି଼ଆ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଓ ଅଭିନବୀକରଣ ପ୍ରୋତ୍ସାହନ ଯୋଜନା(ଓୟୁଆରଆଇଆଇପି)ରେ ଆର୍ଥିକ ଅନୁଦାନ ପ୍ରଦାନ କରୁଛନ୍ତି

Read More

ବହି: ଇନଫେକ୍ସିଅସ ପାଥୋଜେନସ୍‍ ଆଣ୍ଡ ହାଓ ଉଇ ଫାଇଟ ଦେମ୍‍ଲେଖକ: ଜନ ଏସ୍‍ ଟ୍ରେଗୋନିଂପ୍ରକାଶକ: ସାଇମନ ଆଣ୍ଡ ସୁଷ୍ଟରପୃଷ୍ଠା: ୩୭୪, ମୂଲ୍ୟ: ୬୯୯ ଟଙ୍କା ୨୦୧୯ ଶେଷ ଏବଂ ୨୦୨୦ର ଆରମ୍ଭବେଳେ କରୋନା ଭାଇରସର

Read More

କୃଷ୍ଣାକେଶୀ ବଳିୟାରସିଂହ ସମାନତାର ଦ୍ୱାହି ଦେଇକରତାଳି ସାଉଁଟିଲଶ୍ରୋତାମଣ୍ଡଳୀରେପ୍ରିୟ ବକ୍ତା ବୋଲାଇଲ ତୁମ ପରେ ହେଲିମୁଁ ମଞ୍ଚାସିନକରିବାକୁ କିଛି ଅଡ଼ୁଆପ୍ରଶ୍ନର ସମାଧାନ ରାତିରେ ମୋ ଚଲାପଥହୋଇଯାଏ କଣ୍ଟକିତଦେଉଥାଏ କେଉଁ ଅଜଣାବିପଦର ସଙ୍କେତ….ତୁମ ପୁରୁଷ ଜାତି ପାଇଁଆଜି

Read More

ଶୁଭଶ୍ରୀ ପ୍ରଧାନ ଏଠି ଗଣତନ୍ତ୍ର ହୁଏ ରାଜନୀତି ହାତେ ବଳାତ୍କାର,ହଁ ମୁଁ ସୁଭାଷ କହୁଛିଏବେବି ଚେଇଁରହିଛି,ମୋ ଅଖଣ୍ଡ ଭାରତ ମାଆକୁଦିଲ୍ଲୀରୁ ପଲ୍ଲୀ ଖଣ୍ଡ ଖଣ୍ଡ ହେବାର ଦେଖୁଛି lସବୁ ଷଡଯନ୍ତ୍ରର ସୂତ୍ରଧାରକ ଶକୁନି ମାମୁଁଙ୍କୁ,ଖୁବ

Read More