ନିବେଦିତା ମିଶ୍ରଗୁରୁ ସେ ଯେତେ କୋଲପ ମାରିଲୁଚେଇ ରଖିଲେ ବିମତେ ଆଦୌ ଅଛପା ନଥିଲାତା ଦୁଃଖ, ତା ଲୁହ, ତା ଦୀର୍ଘଶ୍ୱାସଅବା ସେ ଗୋପନରେ ହତ୍ୟାକରିଥିବା ତା ପ୍ରିୟ ଇଚ୍ଛାମାନଙ୍କୁତା ଆଦରର ସ୍ଵପ୍ନମାନଙ୍କୁ ସେଥିପାଇଁ
ଭୁବନେଶ୍ୱର : ଖଣ୍ଡଗିରି ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ‘ଆମ କୁନି ଗପ’ ବହି ଉନ୍ମୋଚିତ ହୋଇଯାଇଛି । ୫ମ, ୬ଷ୍ଠ ଓ ୭ମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାମାନଙ୍କ ଦ୍ୱାରା ଅନୂଦିତ
ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୭ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ
ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍ପାସ୍’ ପ୍ରକାଶନ ପକ୍ଷରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ନଅ ଗୋଟି ଅପ୍ରକାଶିତ ନାଟକକୁ ନେଇ ନାଟକ ସଂକଳନ “ନୀରବ ଝଡ଼ ଓ
ଲତିକା ମହାପାତ୍ର ଉତ୍ତପ୍ତ ମଧ୍ୟାହ୍ନରେ ଜୀବନରଭିନ୍ନ ଗୋଟେ ବାସ୍ନା ଜହ୍ନ ଅଛି ଜ୍ୟୋତ୍ସ୍ନା ନାହିଁରାତି ଅଛି ରତି ନାହିଁପ୍ରିୟ ପାଶେ ପ୍ରୀତି ନାହିଁଜୀବନର ମଧ୍ୟାହ୍ନରେ.. ମୁଁ ନିଜକୁ ପଚାରେ ଏମିତିକହେ କିଛି ଅଛି କିଛି
ଭୁବନେଶ୍ଵର : ୨୦୨୪ ବର୍ଷ ନିମନ୍ତେ ଆଦ୍ୟା ପ୍ରକାଶନୀ ଓ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୁଲ୍ୟରେ ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ସ୍ଵର୍ଗତ ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ସ୍ଥାପିତ ‘ଅକ୍ଷୟ ଚନ୍ଦ୍ର ରାୟ
କୁଳମଣି ଷଡ଼ଙ୍ଗୀ ସତରେ କିଏ ସ୍ଵର୍ଗ ଦେଖିଛି ! କିନ୍ତୁ କୁହାଯାଏ ବାହାଘର ସ୍ଵର୍ଗରେ ନିର୍ଣ୍ଣୟ କରାଯାଇଥାଏ । ରାମମୋହନ ଯେତେବେଳେ ରାଧିକାଙ୍କୁ ଦେଖିବାକୁ ଯାଇଥିଲେ, ପ୍ରଥମ ଦେଖାରେ ହିଁ ତାଙ୍କ ଅନ୍ତର୍ଚକ୍ଷୁରେ ସେ
