ପୁରସ୍କୃତ ହେବେ ୨୪ ଭାରତୀୟ ଯୁବ ଲେଖକ ଭୁବନେଶ୍ଵର : ଆସନ୍ତା ୧୨ ଓ ୧୩ ତାରିଖରେ ଭୁବନେଶ୍ୱର ଠାରେ ସାହିତ୍ୟ ଏକାଡ଼େମୀର ଯୁବ ପୁରସ୍କାର ସମାରୋହ ଅନୁଷ୍ଠିତ ହେବ । ୧୨ ତାରିଖ
ମହେଶ୍ଵର ବିଶ୍ଵାଳ ଛୁଆବେଳେ କେତେ ଦେଖୁଥିଲୁ ଆମେଆକାଶରେ ଥିଲେ ଆକାଶେ ତାରାତାରା ଗଣିଗଣି ଥକି ଯାଉଥିଲୁଖସିଯାନ୍ତି କିଛି ନଦେଇ ଧରା । ନାନା ନାମ ନେଇ ତାରା ଖୋଜୁଥିଲୁଦିଗ ଚିହ୍ନୁଥିଲୁ ତାରାକୁ ଦେଖିସପ୍ତର୍ଷିମଣ୍ଡଳ ଗଉଡ଼
ଗୀତାଞ୍ଜଳି ପୃଷ୍ଟି ନୂଆ ବରଷର ଶୀତୁଆ ସକାଳେକୁହୁଡି ଗାଆଁର ପ୍ରାନ୍ତେସୁନେଲି ସୂରୁଜ ଉଙ୍କି ମାରିଲେଣିଘୋର ତମସାର ଅନ୍ତେ ll ଧରଣୀ ବକ୍ଷରେ ତରୁଲତା ଡାଳେନବ ଅରୁଣିମା ସ୍ପର୍ଶଘୁଞ୍ଚି ଯାଉଛନ୍ତି କାକର ଗାଲିଚାସବୁ ଦିଶିଲାଣି ସ୍ୱଚ୍ଛ
ବିନେଶ ସାମଲ ସେମାନେ ଆଉ ଫେରିବେନିଏଇ ଯୁଦ୍ଧଖୋର ଗ୍ରହକୁନିରବରେ ଚଢ଼ିବାକୁ ଶୁନଶାନ ପାହାଚ ଯାହାଙ୍କ ପାଦ ଭିଜୁଥିଲା ଭୋର ମୋତିର ଓଦାପଣରେ ।ସେମାନେ କାହିଁକି ଆସିବେଆମ ବାଲକୋନୀରେ ଘୁମେଇ ପଡ଼ିଥିବା ହଳେ ହଳେବିବଶ ଛାଇଙ୍କ
ସତ୍ୟବତୀ ସ୍ଵାଇଁ ଥିଟା ନାଆଁରେ ପ୍ରତିଦିନ କିଛି ନା କିଛି ଅଭିଯୋଗ ସ୍କୁଲରୁ ଲିଖିତ ଆକାରରେ ଆସୁଛି । କାହାର ସାର୍ଟ ଚିରିଛି ତ କାହାକୁ ଦୁମ୍ ଦୁମ୍ ନଦିଛି । ପିଲାଟା ଏମିତି
ସୌଭାଗ୍ୟ ପାଣିଗ୍ରାହୀ ପଦ୍ମଶ୍ରୀ ସୁରେନ୍ଦ୍ର ମହାନ୍ତି ଓଡ଼ିଶାର ଘରେ ଘରେ ସୁପରିଚିତ ଏକ ନାମ । କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପୂଣ୍ୟ ତିଥିରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ । ଓଡ଼ିଆଙ୍କ ପାଖରେ
