ଡମ୍ବରୁଧର ବେହେରା ଧରଣୀ କାନ୍ଦୁଛି ମଥା ପିଟି ଆଜିଆତଙ୍କିତ ଧରା ଆତଙ୍କ ଦ୍ଵାରାଆତଙ୍କବାଦୀଙ୍କ ଆକ୍ରମଣ ପାଇଁହତ୍ୟା ଆତତାୟୀ ଦୂଷିତ ପୁରା । (୧) ରଖି ଭେଦଭାବ ନର ରାକ୍ଷସନେଉଛି ନିରୀହ ଜୀବନ ବାଜିଟାଣି ସୀମାରେଖା

Read More

ଦେବେନ୍ଦ୍ର ଲାଲ ମୋର ଅନେକ ଚିନ୍ତା ଅଛି,ପୁଅକୁ ନେଇ, ସ୍ତ୍ରୀକୁ ନେଇ, ମାଆକୁ ନେଇଭାଇ, ଭାଉଜ, ଦୁଇ ଝିଆରୀଙ୍କୁ ନେଇ;ଆଉ ବାପାଙ୍କୁ ନେଇ ବି ଚିନ୍ତା ଥିଲାହେଲେ ବାପା ଆଉ ନାହାନ୍ତିଆମ ଚିନ୍ତା କରିକରି

Read More

ସ୍ଵର୍ଗତ ଡ. ରତ୍ନାକର ଚଇନିଙ୍କ ସ୍ମୃତିରେ ଛବିରାମ ସେଠୀ ଜନ୍ମିଥିଲ ତୁମେ ଗାଁ’ର ମାଟିରେକଟକର ସାଲେପୁରେପାଠ ପଢୁଥିଲ ସାଙ୍ଗ ସାଥୀମେଳେନେମାଳ ବିଦ୍ୟାଳୟରେ । (୧) ଗାଁ’ର ମାଟିରେ ଖେଳିବୁଲି ତୁମେପାଠରେ ଲଗାଇ ମନକିଏ ଜାଣିଥିଲା

Read More

ସୁନନ୍ଦା ମହାପାତ୍ର ବୋକୀଝିଅକୁ ଭିଡ଼ଆଦୌ ସୁହେଇଲାନି ।ଗହଳିରେ ହଜିଲା ଯେତେହଜାଇଲା ସେତେସ୍ନେହ, ସମ୍ପର୍କ, ବିଶ୍ୱାସ ।ଯଦି ବି ପାଇଲାଭରସି ପାରିଲାନି,ଧୀରେ ଧୀରେ ବିଶ୍ୱାସରେମିଶୁଥିଲା ବିଷ ! ଦେଖିଲା କିଛି ମୁଖାଭୟଙ୍କର !ରୁନ୍ଧିହେଲା, ଘାଣ୍ଟିହେଲା,ଅନେକ କାଳ

Read More

ତାରାପ୍ରସାଦ ଜେନା ପ୍ରୀତି ଏକ ଜହ୍ନରାତି ଜୋଛନାର ତାରାଫୁଲ ଅଭିସାରପ୍ରୀତି ଏକ ମଧୁଗୀତି କାମନାର ସାରା ଗେଲ ଅବସର ।ପ୍ରୀତି ଏକ ମାଦକତା ଚୋରା ପ୍ରୀତି ଫଗୁଣର ଫଗୁରଙ୍ଗପ୍ରୀତି ଏକ ଆଦିମତା ପ୍ରତିଶ୍ରୁତି ମିଳନର

Read More

ଲିଜାଲିନ୍ ବିଶ୍ୱାଳ ସକାଳକୁତୁମର, ମୋର ଆଉଭେଟ ହେଲା ନାହିଁ । ଅନ୍ୟମନସ୍କରେ ଗରମ ପେଜ ପଡ଼ିଫୋଟକା ହେଲା ପାଦ । କଡ଼େଇରେ ପଡ଼ିଥିବା ସିମେଇତକ ପୋଡ଼ିଗଲାଝର୍କା ପାଖରେ ସ୍ଥିର ଥିବା ଆଖିକୁଫେରେଇ ଆଣି ପାରିଲିନି

Read More

ଅଞ୍ଜଳି ପଟ୍ଟନାୟକ ପ୍ରକୃତରେ ସମୁଦ୍ରକିଛି କହେ ନାହିଁ,ଆକାଶ ବି ନିରବ କାଳକାଳ ନଈ, ପାହାଡ଼, ବଣ, ଜଙ୍ଗଲଜାଣି ନାହାନ୍ତିପ୍ରକାଶ କରି ତାଙ୍କର ଭାବ… ଏକଥା ବି ସେମାନେ ଜାଣିନାହାନ୍ତିତାଙ୍କୁ ନେଇ ହୁଏ ପ୍ରେମଯୁଦ୍ଧତଥା ରକ୍ତପାତଯୋଉଥିରେ

Read More

ଲାବଣ୍ୟା ନାୟକ ଭୋଅର ହେବାଟା ପୂର୍ବବତ୍ ନିର୍ଦ୍ଧାରିତ ଥିଲା ସେଦିନ !ସକାଳର ମୁକ୍ତାଲଗାଘାସ ଗାଲିଚାରେ ପାଦ ପକେଇଧୀରେଧୀରେ ବିଦାୟ ନେଉଥିଲା ସେ,ସମୟ ନିର୍ଘଣ୍ଟ ଅନୁସାରେଫେରିବାର ପ୍ରତିଶୃତି ଦେଇପିଠି କରି ଗଲା ଯେ ଗଲାଆଉ ଫେରିନି

Read More

ଅରୁଣ କୁମାର ମିତ୍ର ଖେଳିବିନି ହୋଲି ଲାଗିବନି ରଙ୍ଗଢାଙ୍କିବିନି ମୁହଁ ଅବିରେଫେରିନି ମୋହର କାବ୍ୟନାୟିକାସେ ରହିଲା ବହୁଦୂରେ । ସେଦିନ ସେ ଏକ ପ୍ରଥମ ଫଗୁଣେନିଛାଟିଆ ନିର୍ଜନେଗଲାଣି ନେଇକି ରଙ୍ଗର ପସରାନିଦାରୁଣ ଅଭିମାନେ ।

Read More