ଲିଜାଲିନ୍ ବିଶ୍ୱାଳ ସକାଳକୁତୁମର, ମୋର ଆଉଭେଟ ହେଲା ନାହିଁ । ଅନ୍ୟମନସ୍କରେ ଗରମ ପେଜ ପଡ଼ିଫୋଟକା ହେଲା ପାଦ । କଡ଼େଇରେ ପଡ଼ିଥିବା ସିମେଇତକ ପୋଡ଼ିଗଲାଝର୍କା ପାଖରେ ସ୍ଥିର ଥିବା ଆଖିକୁଫେରେଇ ଆଣି ପାରିଲିନି
Category: କବିତା

ଅଞ୍ଜଳି ପଟ୍ଟନାୟକ ପ୍ରକୃତରେ ସମୁଦ୍ରକିଛି କହେ ନାହିଁ,ଆକାଶ ବି ନିରବ କାଳକାଳ ନଈ, ପାହାଡ଼, ବଣ, ଜଙ୍ଗଲଜାଣି ନାହାନ୍ତିପ୍ରକାଶ କରି ତାଙ୍କର ଭାବ… ଏକଥା ବି ସେମାନେ ଜାଣିନାହାନ୍ତିତାଙ୍କୁ ନେଇ ହୁଏ ପ୍ରେମଯୁଦ୍ଧତଥା ରକ୍ତପାତଯୋଉଥିରେ

ଲାବଣ୍ୟା ନାୟକ ଭୋଅର ହେବାଟା ପୂର୍ବବତ୍ ନିର୍ଦ୍ଧାରିତ ଥିଲା ସେଦିନ !ସକାଳର ମୁକ୍ତାଲଗାଘାସ ଗାଲିଚାରେ ପାଦ ପକେଇଧୀରେଧୀରେ ବିଦାୟ ନେଉଥିଲା ସେ,ସମୟ ନିର୍ଘଣ୍ଟ ଅନୁସାରେଫେରିବାର ପ୍ରତିଶୃତି ଦେଇପିଠି କରି ଗଲା ଯେ ଗଲାଆଉ ଫେରିନି

ପ୍ରଣୟ ସୁଧା ଥରେ କେବେଆଖି ବନ୍ଦ କର କିଛି କ୍ଷଣ ଭାବ, ତୁମେ ଅନ୍ଧ ବୋଲି !ଆଉ ଭୋଗିନିଅ ଅନ୍ଧାରଠୁ ଆଲୋକର ଦୂରତାଓ ଶୁଣ ଆଲୋକରେ କେତେ ପାଦ ଅନ୍ଧାରର ନୀରବତା । ଆଉଥରେ

ମଦନ ମୋହନ ମହାପାତ୍ର ଏବେ କି ମୌସୁମୀ ଆସେ, ବରଷା ଆସିଲେ,ସେଇମିତି ଛମଛମ କରି ?ମାଟିର ବାସ୍ନାରେ ଉଡ଼େ,ତା ଗୋଲାପୀ ମନର ଉତ୍ତରୀ ?ହୃଦୟରେ ଫେନିଳ ତରଙ୍ଗ,ଝୁମାଝୁମା ମାଳତୀର ପେନ୍ଥା ?ଭିଜାଭିଜା ପବନରେ ଶିହରଣ,ଆଖି

ଅମିତା ମହାନ୍ତି ତୁମ ଚକା ଆଖିକୁ ନିରେଖି ନିରେଖିମୋ ମୁକୁଳା ଆଖି ଦୁଇଟିରେଭରି ଦେଇଛି ଆଞ୍ଜୁଳେ ଲୁହତୁମ ପାଦପଦ୍ମରେ କୁଢେଇ ଦେଲିମୋ ଅବୁଝାପଣର ଭେଟି ସତରେ ଏ ପୃଥିବୀଟି ମଧୁମୟଜହ୍ନରେ ଭରିଛି ପ୍ରୀତିର ସପ୍ତ