ସତ୍ୟବତୀ ସ୍ଵାଇଁ ମୋର ଅପେକ୍ଷା ଥିଲା ତାକୁ । ଡେରି ହେଉଥିଲା ତାର ଆସିବା । ବ୍ୟଗ୍ରତା କୂଳ ଲଂଘୁଥିଲା ମୋର । ତା’ ସହ ଭେଟହେବା ବେଗର ତୀବ୍ରତା ମୋତେ କରୁଥିଲା ଚଗଲି
Category: ପୁସ୍ତକ ସମୀକ୍ଷା
ସୌମ୍ୟ ରଞ୍ଜନ ବିହାରା ପୁସ୍ତକ: ମୃଣାଳଙ୍କ ନିର୍ବାଚିତ ଗଳ୍ପ ସଙ୍କଳନ- ଶ୍ରେଷ୍ଠ ଗଳ୍ପଲେଖକ: ମୃଣାଳପ୍ରକାଶକ: ଟାଇମ୍ପାସ୍ପୃଷ୍ଠା: ୨୫୫ମୂଲ୍ୟ: ୨୨୫ ଟଙ୍କାସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ବଛା ବଛା ତିରିଶଟି ଗପ । କେହି କାହାଠୁଁ
ସତ୍ୟନାରାୟଣ ଗନ୍ତାୟତ ଦ୍ୱିତୀ ଚନ୍ଦ୍ର ସାହୁଙ୍କ ଶଂସିତ ଗଳ୍ପ ସଂକଳନଟିର ନାମ ଯଦିଓ ‘ଦ୍ୱିତୀୟ ବାଟ’, ଏହା କିନ୍ତୁ ଗାଳ୍ପିକଙ୍କ ତୃତୀୟ ଗଳ୍ପ ପୁସ୍ତକ । ପୂର୍ବରୁ ‘ଅଦେଖା ଭବିଷ୍ୟ’ ଓ ‘ହଜି ଯାଇଥିବା
ଶୁଭ ନାରାୟଣ ସ୍ଵାଇଁ ଓଡ଼ିଆ ଗଳ୍ପ ସାହିତ୍ୟରେ ଶ୍ରୀଯୁକ୍ତ ରବି ପଣ୍ଡା ଜମାରୁ ନୂଆ ନୁହଁ । ଦୀର୍ଘ ୩୦ ବର୍ଷ ଧରି ଲେଖି ଆସୁଥିବା ଗାଳ୍ପିକ ଶ୍ରୀଯୁକ୍ତ ପଣ୍ଡାଙ୍କ ଗପରେ ଜୀବର ବ୍ୟାପ୍ତି,
ପ୍ରଫେସର ଶାନ୍ତନୁ କୁମାର ସର ପୁସ୍ତକ: ଶବ୍ଦାଞ୍ଜଳି ୨୦୨୧ଅନୁବାଦକ: ମୃଣାଳପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସପୃଷ୍ଠା: ୮୭, ମୂଲ୍ୟ: ୧୦୦ ଟଙ୍କାସମୀକ୍ଷା: ପ୍ରଫେସର ଶାନ୍ତନୁ କୁମାର ସର ‘ଶବ୍ଦାଞ୍ଜଳି’ ସଦ୍ୟ ପ୍ରକାଶିତ- ମୁଖ୍ୟତଃ ହିନ୍ଦୀ ଓ ଉର୍ଦ୍ଦୁ
ଦେବାଶିଷ ମହାପାତ୍ର ପୁସ୍ତକ: ସଫଦର ହାସମୀ: ଦୁଇ ପଥପ୍ରାନ୍ତ ନାଟକ-ହଲ୍ଲାବୋଲ, ହତ୍ୟାରେ ଓ ଆଉ କେତୋଟି କବିତାଅନୁବାଦ: ମୃଣାଳପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସ, ଢେଙ୍କାନାଳ ୭୫୯ ୦୦୧ପୃଷ୍ଠା: ୮୪ । ମୂଲ୍ୟ: ୧୦୦ ଟଙ୍କା ପୁସ୍ତକ
ପୁସ୍ତକ: ୱିଣ୍ଡୋ ସିଟ୍ ୨୦୨୦ଲେଖକ: ଡ. ମୃଣାଳ ଚାଟାର୍ଜୀପ୍ରକାଶକ: ଶେଫାଳୀ କମ୍ୟୁନିକେସନ୍ସପୃଷ୍ଠା: ୨୫୬ମୂଲ୍ୟ: ମୁଦ୍ରିତ ପୁସ୍ତକ- ୨୫୦ ଟଙ୍କା, ଇ-ପୁସ୍ତକ- ୫୦ ଟଙ୍କାସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ମଣିଷ ଇତିହାସର ସବୁଠୁଁ ସ୍ମରଣୀୟ ଓ
ପୁସ୍ତକ: ମହାତ୍ମା ଗାନ୍ଧୀ- ସାମ୍ବାଦିକ ଓ ସମ୍ପାଦକସମ୍ପାଦନା: ଡ. ମୃଣାଳ ଚାଟାର୍ଜୀ ଓ ସ୍ନେହାଶିଷ ସୁରପ୍ରକାଶକ: ଶେଫାଳୀ କମ୍ୟୁନିକେଶନପୃଷ୍ଠା: ୩୧୨, ମୂଲ୍ୟ: ୩୫୦ ଟଙ୍କାପ୍ରଥମ ପ୍ରକାଶ: ଜାନୁଆରୀ ୨୦୨୧ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା ମୋହନଦାସ
