ରାମକୃଷ୍ଣ ହୁଗୁଳା ହାତ ମୁଠାରୁଲଗାମ ଖସି ଯାଉଥିବାବେଳେଫେରି ଆସିଲେ ପୁନର୍ବାର ସମସ୍ତେ,ପାଦ ଶବ୍ଦରେ ଭରିଗଲା ଘର ଓ ଅଗଣା । ବାଘର ବନ୍ଦ ପାଟି ଚିରିଠେକୁଆମାନେ ଜନ୍ମ ନେଲେକଳାହାଣ୍ଡିଆ ମେଘ ମୁଣ୍ଡ ଟେକିଲା ଆଗ୍ନେୟଗିରିର

Read More

ସତ୍ୟନାରାୟଣ ଗନ୍ତାୟତ ‘କମ୍ କିଣ’ କଥାଟି ଶୁଣିବା ମାତ୍ରେ ଆମ ମନ ଆଇନାରେ ନାଚି ଯାଉଛି ରେଳ ଯାତ୍ରାବେଳେ ରେଳ ଷ୍ଟେସନରେ ପ୍ରାୟତଃ ପରିଦୃଷ୍ଟ “କମ୍ ଜିନିଷ : ଯାତ୍ରା ସହଜ” ଶୀର୍ଷକ ଫଳକଟି

Read More

ସତ୍ୟନାରାୟଣ ଗନ୍ତାୟତ ହଁ , ଏମିତିରେ ହଁ ନବୋଇଲେ ତ ନିସ୍ତାର ନାହିଁ ! ତେବେ ଏନେଇ ସେତେବେଳେ ଧନ୍ଦି ହୋଇଥାଉ ଯେବେ “ଆମ ବାପାଙ୍କ ବାପାଙ୍କ ବାପାଙ୍କ ବାପା…ଥିଲେ ଜଣେ ମାଙ୍କଡ଼” ଗୀତାଂଶଟି

Read More

ଅରୁଣ କୁମାର ମିତ୍ର ଜଗତ ଜନନୀ ଆସିଲେଣି ଆମ ଗୃହେସାଜସଜ୍ଜାରେ ପୁର ଓ ପଲ୍ଲୀ ବାସୀମାଆଙ୍କ ଆଶିଷ ଝରଇ ପରମ ସ୍ନେହେସବା ଅନ୍ତରେ ଗଦଗଦ ଭାବ ଖୁସି । ଝରଇ ବରଷା ସକାଳରୁ କ୍ଷଣେକ୍ଷଣେନଈ

Read More

ବିନୟ ମହାପାତ୍ର ମନକୁ ବୁଝାଇଦେଲି,ଏ ପଞ୍ଜୁରୀ ତୋ ପାଇଁସବୁଠାରୁ ନିରାପଦ ।ଏଠି ନାହିଁ ବାହାରର ହେମାଳ ପବନଅବା ବୈଶାଖର ଦେହଜଳା ଖରା,ନା ଅଛି ଆଷାଢ଼ର ବଜ୍ର ବିଜୁଳି ଅବାଶ୍ରାବଣର ଅବିରତ ଧାରା । ଏଠି

Read More

ଡମ୍ୱରୁଧର ବେହେରା ପର ଝାଡ଼ି ଉଡ଼ିବୁଲେଭୂମିରୁ ଭୂମାକୁସୁର୍ଯ୍ୟ ଆଲୋକରେମେଘର ମହ୍ଲାରରେପାଖରେ ହେଉ କି ଦୂରରେ,ପ୍ରତ୍ୟେକ ସ୍ଥାନରେମନ, ପ୍ରାଣ ଓ ହୃଦୟରେ …..! ତଥାପି, ମୁଁ ଦ୍ରଷ୍ଟାଟିଏଦେଖୁଥାଏ ନିଜକୁନିଜ ଭିତରେ ଭିତରେକାନ୍ଥ ପରି ନଭାଙ୍ଗି,ଯନ୍ତ୍ରଣାକୁ ପାଥେୟ

Read More

ଭୁବନେଶ୍ଵର : ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ ।

Read More

ଭୁବନେଶ୍ଵର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ କୃତି ଓ କୃତିତ୍ଵକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ରବିବାର ଦିନ ବୁଦ୍ଧି ମନ୍ଦିରରେ ଆୟୋଜିତ ଏହି ଆଲୋଚନାଚକ୍ରରେ

Read More

ଭୁବନେଶ୍ଵର : ଅନୁଗୁଳ ଜିଲ୍ଲା ପାଠାଗାର ଠାରେ ସଂପାଦିକା ଅନୀତା ପାଣିଙ୍କ ସଂପାଦନାରେ ଶ୍ୱେତପଦ୍ମା ଶାରଦୀୟ ବିଶେଷାଙ୍କ ୨୦୨୫ ଉନ୍ମୋଚନ କରାଯାଇଛି । ଉକ୍ତ ସାରସତ୍ଵ ଉତ୍ସବର ଆଦିପର୍ଯ୍ୟାୟରେ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବରେ

Read More