ଅମିତା ମହାନ୍ତି ଜୀବନର ମାନଚିତ୍ରରେକେତେବଳେ ରଙ୍ଗ ବଦଳି ଯାଇଛି । ଶିଳାଖଣ୍ଡରେ ଆଙ୍କିଛି ନିଜ ଛବିପରିଣତି ବୟସରେଭରପୁର ରଙ୍ଗୀନ ମନ ଭଳି । ବୟସ ବଦଳିଲେବଦଳିଯାଏ ମନର ଭାବନାପିଲାଦିନେ ଲେଖୁଥିଲିଶୈଶବ କବିତାଯୌବନରେ ଆସିଲାପ୍ରେମର ଫର୍ଦ୍ଦ

Read More

ଅସିତ କୁମାର ପଣ୍ଡା ଆଦ୍ୟ ଆଷାଢ଼ର ଆଦ୍ୟ ବିନ୍ଦୁ ତୁମେ ମୁଁ ଅଧା ଓଦା ଦେହ ।ତୁମେ ବସୁଧାର ବତୁରା ବାସନା, ମୁଁ ମଟାଳ ମାଟିର ମୋହ ।। ମୁଁ ବୈଶାଖର ଡ଼ହଡ଼ହ ଖରା

Read More

ଭୁବନେଶ୍ୱର : ଖଣ୍ଡଗିରି ମାତୃବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ‘ଆମ କୁନି ଗପ’ ବହି ଉନ୍ମୋଚିତ ହୋଇଯାଇଛି । ୫ମ, ୬ଷ୍ଠ ଓ ୭ମ ଶ୍ରେଣୀରେ ପାଠ ପଢ଼ୁଥିବା ପିଲାମାନଙ୍କ ଦ୍ୱାରା ଅନୂଦିତ

Read More

ସଂଘମିତ୍ରା ଭୂତିଆ ଯେବେ ଆମେ ଦୁହେଁ ପରସ୍ପରକୁଜାଣି ନଥିଲୁ,ସେବେ ହିଁ ହେଇଥିଲାଆମର ପ୍ରଥମ ଦେଖା ! ଯେବେ ଦୁହେଁ ନାଁ ଜାଣିଲୁ ଦୁହିଁଙ୍କରସେବେ ଜଣେ ଅନ୍ୟରଭାଷା ଚିହ୍ନିବା ଛଡ଼ାଆଉ କିଛି କାମ ନଥିଲା ଆମର

Read More

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡ଼େମୀର ୬୭ତମ ସ୍ୱନକ୍ଷତ୍ର ଦିବସ ସ୍ଥାନୀୟ ଭଞ୍ଜ କଳାମଣ୍ଡପରେ ଆୟୋଜିତ ହୋଇଯାଇଛି । ଏହି ସାରସ୍ୱତ ଉତ୍ସବରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା, ସାହିତ୍ୟ

Read More

ଭୁବନେଶ୍ୱର : ପ୍ରକାଶନ ସଂସ୍ଥା ‘ଟାଇମ୍‍ପାସ୍‍’ ପ୍ରକାଶନ ପକ୍ଷରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ନାଟ୍ୟକାର ରାଜେନ୍ଦ୍ର ପ୍ରସାଦ ସାହୁଙ୍କ ନଅ ଗୋଟି ଅପ୍ରକାଶିତ ନାଟକକୁ ନେଇ ନାଟକ ସଂକଳନ “ନୀରବ ଝଡ଼ ଓ

Read More

ଲତିକା ମହାପାତ୍ର ଉତ୍ତପ୍ତ ମଧ୍ୟାହ୍ନରେ ଜୀବନରଭିନ୍ନ ଗୋଟେ ବାସ୍ନା ଜହ୍ନ ଅଛି ଜ୍ୟୋତ୍ସ୍ନା ନାହିଁରାତି ଅଛି ରତି ନାହିଁପ୍ରିୟ ପାଶେ ପ୍ରୀତି ନାହିଁଜୀବନର ମଧ୍ୟାହ୍ନରେ.. ମୁଁ ନିଜକୁ ପଚାରେ ଏମିତିକହେ କିଛି ଅଛି କିଛି

Read More

ଭୁବନେଶ୍ଵର : ୨୦୨୪ ବର୍ଷ ନିମନ୍ତେ ଆଦ୍ୟା ପ୍ରକାଶନୀ ଓ ପ୍ରତିଭା ରାୟ ଫାଉଣ୍ଡେସନ ଟ୍ରଷ୍ଟ ଆନୁକୁଲ୍ୟରେ ଆଦ୍ୟା ପ୍ରକାଶନୀର ପ୍ରତିଷ୍ଠାତା ସ୍ଵର୍ଗତ ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ସ୍ଥାପିତ ‘ଅକ୍ଷୟ ଚନ୍ଦ୍ର ରାୟ

Read More

କୁଳମଣି ଷଡ଼ଙ୍ଗୀ ସତରେ କିଏ ସ୍ଵର୍ଗ ଦେଖିଛି ! କିନ୍ତୁ କୁହାଯାଏ ବାହାଘର ସ୍ଵର୍ଗରେ ନିର୍ଣ୍ଣୟ କରାଯାଇଥାଏ । ରାମମୋହନ ଯେତେବେଳେ ରାଧିକାଙ୍କୁ ଦେଖିବାକୁ ଯାଇଥିଲେ, ପ୍ରଥମ ଦେଖାରେ ହିଁ ତାଙ୍କ ଅନ୍ତର୍ଚକ୍ଷୁରେ ସେ

Read More

ଭୁବନେଶ୍ଵର : ଚଳିତ ଜୁଲାଇ ୧୮ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଚୀନର ହାଙ୍ଗଝୋ ଓ ବେଜିଂ ସହରରେ ଅନୁଷ୍ଠିତ ହେଉଥିବା ଅନ୍ତର୍ଜାତୀୟ କବିତା ମହୋତ୍ସବରେ ଯୁବ ଓଡ଼ିଆ ଲେଖକ ଓ ଫିଲ୍ମ ନିର୍ଦ୍ଦେଶକ

Read More