ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ଵତ ପୀଠ ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦ ପକ୍ଷରୁ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ପାଳିତ ହୋଇଯାଇଛି । ହାଇକୋର୍ଟର ବିଚାରପତି
Author: ସହ-ସମ୍ପାଦକ
ଭୁବନେଶ୍ୱର : ରାଧାଶ୍ୟାମ ରାଉଳଙ୍କ ରଚିତ ବ୍ୟଙ୍ଗଗଳ୍ପ ସଂକଳନ ‘ଆପଣା କଲା କର୍ମମାନ’ ପୁସ୍ତକ କଟକ ଶ୍ରୀରାମଚନ୍ଦ୍ର ଭବନଠାରେ ରବିବାର ଦିନ ଉନ୍ମୋଚିତ ହୋଇଯାଇଛି । ଉତ୍କଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ
ଛବିରାମ ସେଠୀ ହେ କଳା ଗୋସାଇଁ ରହିଛୁ ଅନାଇବଡ଼ ଦାଣ୍ଡେ ନିତି ଧାଇଁବାନା ତୋର ଉଡ଼େ ବଡ଼ ଦେଉଳରେନୀଳ ଆକାଶକୁ ଛୁଇଁ । କଳ୍ପବଟ ତୋର ମନ ମୁଗ୍ଧ କରେସବୁଜ ପତ୍ରର ଛାଇମୁକ୍ତି ମଣ୍ଡପରେ
ଓଁ ଅଭିଜ୍ଞାନ ସାହୁ ଏଥର ବିଦ୍ୟାନଗରୀ ଯୁବକ ସଂଘର ଏକ ଜରୁରୀକାଳୀନ ବୈଠକ ଗତ ମାସରେ ଆମ ଦେବୀ ଘରେ ବସିଥିଲା । ପ୍ରସଙ୍ଗ ଥିଲା ଆମ ଗ୍ରାମରେ ସ୍ୱାଧୀନତା ଦିବସ ପାଳନ ।
ସତ୍ୟରଞ୍ଜନ ପ୍ରହରାଜ ଗୋଟେ ଅନ୍ତର୍ବସ୍ତ୍ର ହଜି ଯାଇଥିଲାପିପିଲିରେ, ହାଥରାସରେ, ଦକ୍ଷିଣ ଦିଲ୍ଲୀରେପଦଯାତ୍ରାରେ ଥିଲେ ଆମେଶୋକସଭାରେ ବି ଆମେଯଦିଓ ବସ୍ତୁତଃ ଛୁଟି ମିଳିନଥିଲା ଅଫିସରୁସମୟ ନଥିଲା ଜଂଜାଳରୁଅଥଚ ସୁନ୍ଦର ଯୁକ୍ତି କରିଥିଲେ ସଂଗତରେଗୋଟେ ଦୁଇଟି କବିତା
