ନାରାୟଣ ସାହୁ ପ୍ରତିଥରକାର୍ତ୍ତିକ ଡଙ୍ଗାରେ ବସିଭାସି ଆସେ ମାର୍ଗଶୀରର ଗୁରୁବାର । ମାର୍ଗଶୀର କହିଲେବୁଧବାର ରାତିର ଅନ୍ଧାରରେଚାଉଳ ବଟା, ଲକ୍ଷ୍ମୀ ପାଦ ଓ ଝୋଟି ଚିତା । ମାର୍ଗଶୀର କହିଲେନୂଆ ଧଳାଧାନର କେଣ୍ଡାକୁ ଗୁନ୍ଥି

Read More

ଭୁବନେଶ୍ଵର : ଓଡ଼ିଏମ ଶିକ୍ଷାସମୂହ ଓ ହେଲଥଭିଲେର ପ୍ରତିଷ୍ଠାତା ତଥା ବିଶିଷ୍ଟ ଶିକ୍ଷାବିତ ଓ ଲେଖକ ଡ. ସତ୍ୟବ୍ରତ ମୀନକେତନଙ୍କ କ୍ଷୁଦ୍ରଗଳ୍ପ ସଂକଳନ ‘ଧୂଳିଗଙ୍ଗା’ ଉନ୍ମୋଚିତ ହୋଇଯାଇଛି । ରାଜ୍ୟ ପୁସ୍ତକ ମହୋତ୍ସବର ‘ସାହିତ୍ୟିକ

Read More

ଭୁବନେଶ୍ୱର : ସାହିତ୍ୟ ହେଉଛି ଭାବ ସହ ଶବ୍ଦର ଖେଳ । ଭଲ ଲେଖା ସହିତ ରୁଚିସମ୍ପନ୍ନ ପ୍ରକାଶନ ପାଠକଙ୍କୁ ଆକର୍ଷିତ କରିଥାଏ । ଏଣୁ ପ୍ରକାଶକମାନେ ସୁନ୍ଦର ପୁସ୍ତକ ଛାପନ୍ତୁ ବୋଲି ବ୍ଲାକ

Read More

ଭୁବନେଶ୍ଵର : ଗତକାଲି ପୁଣ୍ୟତୋୟା ବ୍ରାହ୍ମଣୀ ସନ୍ନିକଟ ନାଧରା ସ୍ଥିତ ମା’ ରାମଚଣ୍ଡୀ ପୀଠଠାରେ ବ୍ରଜନାଥ ବଡ଼ଜେନା ସାହିତ୍ୟ ପରିଷଦ ଢେଙ୍କାନାଳର ଚତୁର୍ଥ ସାମ୍ବତ୍ସରିକ ଉତ୍ସବ ‘ସମ୍ପର୍କର ନଦୀତୀରେ’ କାର୍ଯକ୍ରମ ସଭାପତି କବିଜ୍ୟୋତି ନିରଞ୍ଜନ

Read More

ଭୁବନେଶ୍ଵର : ତ୍ରୈମାସିକ ସାହିତ୍ୟ ପତ୍ରିକା ‘ବୈଶିଷ୍ଟ୍ୟ’ ତରଫରୁ ‘ସାହିତ୍ୟ ପାରିବାରିକ ଖଟି’ ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରଶେଖରପୁର ସ୍ଥିତ ଷ୍ଟୁଡ଼ିଓ-୪୪ ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ସାହିତ୍ୟିକ ଅଜୟ ସ୍ଵାଇଁ,

Read More

ସବିତା ସାହୁ ଲାଜଲାଜ ଏଇ ହେମନ୍ତ ବୁୁକୁରେ ଦୁଷ୍ଟ ପ୍ରଜାପତି ଖେଳଶିଶିର ଭିଜା ତା’ ବିରହୀ ମନରେ ସପନର ମଧୁମେଳସାଉଁଟା ଫୁଲର ମମତାରେ ଗୁନ୍ଥା ମଧୁଝରା ହେମକାନ୍ତିମୁକ୍ତା ମାଳ ନାଇ ଘାସ ଫୁଲ ମୁଗ୍ଧେ

Read More

ଭୁବନେଶ୍ଵର : ବାଗ୍ମୀ, ବହୁ ପରିଚିତ ସ୍ତମ୍ଭକାର, ପ୍ରାବନ୍ଧିକ ତଥା ଦର୍ଶନ ଶାସ୍ତ୍ର ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ନିରଞ୍ଜନ ପାଢୀ ଚଳିତ ବର୍ଷର ଅଧ୍ୟାପକ ଡ. ପୀତାମ୍ବର ସ୍ଵାଇଁ ରାଜ୍ୟସ୍ତରୀୟ ବାଗ୍ମିତା ସମ୍ମାନ ପାଇବାକୁ

Read More

ସୁମିତ ପଣ୍ଡା ନେନ୍ଥାଏ ଦାୟିତ୍ୱଆଶା ଭର୍ତ୍ତି ଝୁଲାଟିଏ ଧରିଜୀବନ ଝୁଲୁଛି ତାଲାଟିଏ ପରି ! କିଏ ଜାଣେ କୋଉ ଚାବିକାଠିରେଖୋଲି ହେଇଯିବସାତତାଳ ସାଗରତଳ ସିନ୍ଦୁକର ଫରୁଆ !ହୀରା ମୋତି ମାଣିକ ନୁହେଁଅସୁରଣୀଟେ ବାହାରି ବାଟ

Read More

କୈଳାସ ଚନ୍ଦ୍ର ସାହାଣୀ ପୁରୁଷଟିଏ କେବେ ନିଷ୍ଠୁର ପାଷାଣ ତକେବେ ଧୂସର ମରୁ ଉପତ୍ୟାକାରବର୍ଣ୍ଣହୀନ ବିଧୂର ବେଳା,ପୁରୁଷ କେବେ ରସହୀନଜୈବ ବିବିଧତାରୁ ବିମୁକ୍ତ ଶୁଖିଲା କାଠଗଣ୍ଡିକେବେ ସ୍ଵପ୍ନଭଙ୍ଗବିକ୍ଷିପ୍ତ ଶିଳା ! ପୁରୁଷକୁ ପରଖିଚ କିଏ,ଦେଖିଚ

Read More

ଶିବାଶିଷ ପାଢ଼ୀ କାମ ସରିସରି ଆସୁଥିଲା କିନ୍ତୁ ଖରା ବଢ଼ିବଢ଼ି ଚାଲୁଥିଲା । ବେଶି ସମୟ ହୋଇ ନଥିଲା ମାତ୍ର ଏଗାରଟା ହେଉଥିଲା । କିନ୍ତୁ ଆଜି ସୂର୍ଯ୍ୟଦେବଙ୍କ ପ୍ରକୋପ ଖୁବ ବେଶି ଥିଲା

Read More