ଭୁବନେଶ୍ଵର : ବିଶିଷ୍ଟ ସାହିତ୍ୟିକ ରମାକାନ୍ତ ରଥଙ୍କ ବିୟୋଗରେ ‘ବିବେକାୟନ’ ଅନୁଷ୍ଠାନ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିବେକାୟନର ସଭାପତି ହେମାଙ୍ଗିନୀ ପଣ୍ଡାଙ୍କ ସଭାପତିତ୍ଵରେ ସଭାର ସଦସ୍ୟମାନେ ଯୋଗ ଦେଇ ସ୍ଵର୍ଗତ ରଥଙ୍କ

Read More

ଅରୁଣ କୁମାର ମିତ୍ର ଖେଳିବିନି ହୋଲି ଲାଗିବନି ରଙ୍ଗଢାଙ୍କିବିନି ମୁହଁ ଅବିରେଫେରିନି ମୋହର କାବ୍ୟନାୟିକାସେ ରହିଲା ବହୁଦୂରେ । ସେଦିନ ସେ ଏକ ପ୍ରଥମ ଫଗୁଣେନିଛାଟିଆ ନିର୍ଜନେଗଲାଣି ନେଇକି ରଙ୍ଗର ପସରାନିଦାରୁଣ ଅଭିମାନେ ।

Read More

ଭୁବନେଶ୍ଵର : ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କର ଗତକାଲି ରବିବାର ଭୋଅର ପ୍ରାୟ ୪ ଟା ବାଜି ୩୦ ମିନିଟରେ ପରଲୋକ ଘଟିଯାଇଛି । ୯୧ ବର୍ଷ ବୟସରେ ଭୁବନେଶ୍ଵରର ଖାରବେଳନଗର ସ୍ଥିତ

Read More

ଶିବାଶିଷ ପାଢ଼ୀ ନିସ୍ତବ୍ଦ ଥିଲା ପରିବେଶ । ପାଖ ପଡ଼ୋଶୀ ଆସି ଆସି ମାଆଙ୍କ ଶେଷଦର୍ଶନ କରି କି ଯାଉଥିଲେ । କିଏକିଏ ରହୁଥିଲେ ତ ଆଉ କେହିକେହି ନିଜ ଦାୟିତ୍ୱ ତୁଟାଇ ଯାଉଥିଲେ

Read More

ଭୁବନେଶ୍ଵର : ବାଙ୍କୀର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାପର୍ବତ ସାହିତ୍ୟ ସଂସଦର ୧୯ତମ ବାର୍ଷିକ ଉତ୍ସବ ଗତ ଶନିବାର ବାଙ୍କୀ ଡମପଡ଼ା ବ୍ଲକ ସଭାଗୃହରେ ଅନିଷ୍ଠିତ ହୋଇଯାଇଛି । ଏହି ଅବସରରେ କବିତା ପାଠୋତ୍ସବ,

Read More

ଭୁବନେଶ୍ଵର : ପରିବର୍ତ୍ତିତ ସମୟ ସହିତ ତାଳ ଦେଇ ଶିଶୁ ମନଲାଖି ସାହିତ୍ୟ ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଶିଶୁ ସାହିତ୍ୟ ଲେଖକମାନେ ଶିଶୁ ମନସ୍ତତ୍ତ୍ଵକୁ ଗୁରୁତ୍ଵ ଦେବା ଉଚିତ । ରେବା

Read More

ଭୁବନେଶ୍ଵର : ‘ସମ୍ବାଦ’ ଆୟୋଜିତ ୧୫ ଦିନିଆ ଅଭିନବ ସାହିତ୍ୟ ମହୋତ୍ସବ ‘ସମ୍ବାଦ ସାହିତ୍ୟ ପକ୍ଷ’ ମାର୍ଚ୍ଚ ୧ ତାରିଖ ଦିନ ଉଦ୍ଘାଟିତ ହୋଇଯାଇଛି । ଭୁବନେଶ୍ଵର ସ୍ଥିତ ‘ଆମ ଓଡ଼ିଶା କାର୍ଯ୍ୟାଳୟ’ ପରିସରରେ

Read More