ସତ୍ୟନାରାୟଣ ଗନ୍ତାୟତ

: କିରେ, ଆଜି ଫାଦର୍ସ ଡେ’ ବୋଲି ଜାଣି ବି ଏଯାଏଁ ବାପାଙ୍କୁ ଗ୍ରୀଟ୍ କରିନୁ ?
ପୁଅ ସୋନୁକୁ ପଚାରିଲେ ସୁମିତ୍ରା l
: ବାପା ବି ତ’ ଆଜି “ଶ୍ରଦ୍ଧା କେଆର୍ ହୋମ୍”ରେ ଥିବା ଜେଜେଙ୍କୁ ଫୋନଟେ କରିପାରିଥାନ୍ତେ ନା, ମାମା !
ଶୁଣୁଶୁଣୁ କହି ଉଠିଲା ସୋନୁ !

“ସୁହାସିତମ୍”, କସ୍ତୁରୀ ନଗର, ରାୟଗଡା : ୭୬୫୦୦୧, ମୋବାଇଲ – ୯୪୩୭୯୦୯୬୭୫

ଲେଖକ ପରିଚୟ

‘ଥୁଣ୍ଟାଗଛ’ ଓ ‘ଛବିର ମଣିଷ’ ଶୀର୍ଷକ କବିତା ସଂକଳନର ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ବେଶ୍ ସୁପରିଚିତ । ବିବିଧତାରେ ସ୍ୱତଃ ଉଦ୍ଭାସିତ ସ୍ୱକୀୟ ନିଷ୍ଠାପର ସୃଜନ ମାଧ୍ୟମରେ ଆପଣାକୁ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନ ବ୍ୟାପୀ ସମର୍ପି ଆସିଥିବା ସ୍ରଷ୍ଟା ସମ୍ପ୍ରତି ଦିବଙ୍ଗତ ଅନୁଜ ସ୍ୱନାମଧନ୍ୟ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦ ଓ ଦିବଙ୍ଗତା ଅଗ୍ରଜା ସୁଲେଖିକା ନିର୍ମଳାଙ୍କ ସର୍ଜନାର ସଂକଳନ ଓ ପ୍ରକାଶନରେ ନିମଗ୍ନ ।

Related Posts

Leave a Reply

Your email address will not be published. Required fields are marked *