ଦେବବ୍ରତ ଜେନା ଗୋଟେ ପାଗଳ କବିଏଇଠି ବସିଥିଲା ଟିକେ ଆଗରୁ । କହୁଥିଲା ରାତି ଗୋଟେ ନଈ । ତା’ ସେପାରିକୁ ନେବାର ଅଛିନିଦନିଆଁନକ୍ଷତ୍ର । କହୁଥିଲା ମୁଠେ ପୋଡ଼ା ଘାସ ବନ୍ଧା ପକେଇଜହ୍ନରୁ
Category: କବିତା
ଲତିକା ମହାପାତ୍ର ଉତ୍ତପ୍ତ ମଧ୍ୟାହ୍ନରେ ଜୀବନରଭିନ୍ନ ଗୋଟେ ବାସ୍ନା ଜହ୍ନ ଅଛି ଜ୍ୟୋତ୍ସ୍ନା ନାହିଁରାତି ଅଛି ରତି ନାହିଁପ୍ରିୟ ପାଶେ ପ୍ରୀତି ନାହିଁଜୀବନର ମଧ୍ୟାହ୍ନରେ.. ମୁଁ ନିଜକୁ ପଚାରେ ଏମିତିକହେ କିଛି ଅଛି କିଛି
ଗୀତାଞ୍ଜଳି ପୃଷ୍ଟି କୋଟି ଲାବଣ୍ୟକୁ ଉପହାସ କରିତୁମ ରୂପକାନ୍ତି ହସେକହ କଳାକାହ୍ନୁ କଳାଠାକୁରହେଏମିତି କାହିଁକି ଦିଶେ ll ରଥ ପଥ ଆଜି ଶୋଭା ପାଉଅଛିତୁମ ଦିବ୍ୟ ସ୍ପର୍ଶ ପାଇଦେବତା ମାନବ ସର୍ବେ ଏକାକାରଭାବ ଭକ୍ତି
