ଭୁବନେଶ୍ୱର : ପ୍ରଖ୍ୟାତ ଔପନାସିକ କାହ୍ନୁଚରଣ ମହାନ୍ତିଙ୍କ ସାରସ୍ଵତ ସାଧନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ବିକଶିତ କରିଛି । ତାଙ୍କ ସୃଷ୍ଟିରେ ସାମାଜିକ ଚିତ୍ର, ଜୀବନ ସ୍ପନ୍ଦନ ଓ ସମୟର ସ୍ଵର ବେଶ

Read More

ରାଜେଶ କୁମାର ତ୍ରିପାଠୀ ଯୁଦ୍ଧ ଆମ ଦେଶରେ ଅବା ଯୁଦ୍ଧମୁହାଁ ଦେଶରେ ଆମେପ୍ରଶ୍ନ କଲା ବୁଢ଼ୀମା’, ଟିଭିରେ ଯୁଦ୍ଧ ଖବର ଶୁଣିଛି ଏବେକହିଲି ଦୁଇଟି ଯାକ ପ୍ରସଙ୍ଗ ସମାନ ଆମ ପାଇଁ ଲୋ ବୋଉ

Read More

ହିମାଂଶୁ ଆଚାରୀ ଗୋଟେ ମୁଠା ତୁମ ଆକାଶରେ ଭରା ଆର ହାତ ମୁଠେ ମାଟିହସେ ଲୁଚିଥିଲା ରାତିର ଅନ୍ଧାର, ଆଖିରେ ଭୟର ପଟିଚୁପିଚୁପି ଯେବେ କଥା କହୁଥିଲ, ସେ କଥା ନଥିଲା କଥାଦୂରେ ଯିବା

Read More

ଦେବବ୍ରତ ଜେନା ଗୋଟେ ପାଗଳ କବିଏଇଠି ବସିଥିଲା ଟିକେ ଆଗରୁ । କହୁଥିଲା ରାତି ଗୋଟେ ନଈ । ତା’ ସେପାରିକୁ ନେବାର ଅଛିନିଦନିଆଁନକ୍ଷତ୍ର । କହୁଥିଲା ମୁଠେ ପୋଡ଼ା ଘାସ ବନ୍ଧା ପକେଇଜହ୍ନରୁ

Read More

ବିନୟ ମହାପାତ୍ର ‘ଭଜ ଗୋବିନ୍ଦଂ, ସ୍ମର ଗୋବିନ୍ଦଂ, ଗୋବିନ୍ଦଂ ଭଜ ମୁଢ ମତି’, ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଏଇ ଗୀତଟି କିଏ ଜଣେ ବନ୍ଧୁ ହ୍ୱାଟସଅପ ଗ୍ରୁପରେ ଶେୟାର କରିଥିଲେ । ସୁଧାକର ବାବୁ

Read More

ଏଲି ମହାନ୍ତି ବିଚରା କବିକେତେ ଗାଳି ଶୁଣିବ ? କୋଉଠି ଶିକାର ହେଲାକବି କାନ୍ଦିବାକୁ ବାଧ୍ୟ କୋଉଠି କାହା ପ୍ରତି ଅବିଚାର ହେଲାକବି କାନ୍ଦିବାକୁ ବାଧ୍ୟ ଯଦି ଉତ୍ତର ଦିଗ ପାଇଁ କାନ୍ଦିଲା ତପୂର୍ବ

Read More

ଭୁବନେଶ୍ୱର : ଓଡ଼ିଶାର ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ୨୦୨୪ ବର୍ଷ ନିମନ୍ତେ ସାହିତ୍ୟ ପୁରସ୍କାର ଘୋଷଣା କରିଅଛି । ଅନୁଷ୍ଠାନର ଅଧ୍ୟକ୍ଷ ଭାଗୀରଥି ବେହେରା ଏବଂ

Read More

ଶିବାଶିଷ ପାଢ଼ୀ ଧୀରେଧୀରେ କମୁଥିଲା ସହରର ଗହଳି । ତଥାପି ଭିଡ଼ ଥିଲା ଏଯାଏଁ ।ରାତି ପ୍ରାୟ ଦଶଟା ହେଉଥିଲା । ଫେରୁଥିଲା ସୁଦୀପ । ଦିନସାରାର ଧାଁଦୌଡ଼ ପୁଣି ଫେରିବାବେଳର ବ୍ୟସ୍ତବହୁଳ ସହରର

Read More

ବିଶ୍ୱେଶ୍ୱର ମାଝୀ ମୁଁ -ଅହଂକାରୀକୁ ବିନାଶ କରାଏ କିନ୍ତୁ ସ୍ଵାଭିମାନୀକୁ ଆଗକୁ ବାଟ କଢାଏ । ଅତୀତ ଆଡ଼େଇ, ବହୁମୂଲ୍ୟ ପଦାର୍ଥ ସାଉଁଟିଲେ, ମୁଁ(ଅସ୍ମିତା), ପାଉଁଶ ତଳର ନିଆଁ ପରି ଦିକିଦିକି ଜଳେ ।

Read More

ନିବେଦିତା ମିଶ୍ରଗୁରୁ ସେ ଯେତେ କୋଲପ ମାରିଲୁଚେଇ ରଖିଲେ ବିମତେ ଆଦୌ ଅଛପା ନଥିଲାତା ଦୁଃଖ, ତା ଲୁହ, ତା ଦୀର୍ଘଶ୍ୱାସଅବା ସେ ଗୋପନରେ ହତ୍ୟାକରିଥିବା ତା ପ୍ରିୟ ଇଚ୍ଛାମାନଙ୍କୁତା ଆଦରର ସ୍ଵପ୍ନମାନଙ୍କୁ ସେଥିପାଇଁ

Read More