ଅରୁଣ କୁମାର ମିତ୍ର ଭାରତୀୟ ଦୁଇ ବୀରାଙ୍ଗନାକ’ଣ କଲେ ସନ୍ତ୍ରାସୀର ଘରେଦାନବ ଡରି ନିରବେ ଆଜିବସି କାନ୍ଦଇ ମାଟିର ‘ପରେ । ପ୍ରବେଶ କରି ଦୈତ୍ୟ ଗୃହେଉଗ୍ରବାଦୀ ନିଧନ କଲେବୀର ନୁହଁନ୍ତି ବୀରାଙ୍ଗନାନାରୀ ସମୁଚିତ

Read More

ବିନୟ ମହାପାତ୍ର ମାତୃ ଦିବସରେ ଦୁନିଆର ସବୁ ମାଆମାନଙ୍କୁ ମୋର ପ୍ରଣାମ । ମାଆ ବିଷୟରେ ଯେତେ କହିଲେ, ଯେତେ ଲେଖିଲେ ବି, ଲାଗେ ସତେଯେପରି ଆହୁରି ବହୁତ କିଛି କହିବାକୁ, ଲେଖିବାକୁ ବାକି

Read More

ବିନୟ ମହାପାତ୍ର କେହିଜଣେ କହିଲା ରାସ୍ତା ସରି ଆସିଲାଣି, ପ୍ରସ୍ଥାନ ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କରିଦିଅ । ହଁ ସତ କଥା, ପଥ ସରେ, ଅଲଗା ଅଲଗା ସମୟରେ ଷ୍ଟେସନ ଆସିଯାଏ, ଯାତ୍ରୀର

Read More

ଗୀତାଞ୍ଜଳି ପୃଷ୍ଟି ମୋ ଦେଶ ମାଟିରେ ମୋତେ ଯଦି ଆଜିମୃତ୍ୟୁର ଦଣ୍ଡ ମିଳେବିନା ଦୋଷେ ମୋର ସରଳ ଜୀବନଅକାଳରେ ଟଳି ପଡେକିଏ ହେବ ଏଠି ଦାୟୀଯାହାର ଗୁଳି ମୋ ବକ୍ଷ ଭେଦକଲାକିଏ ସେହି ଆତତାୟୀ

Read More

ଭୁବନେଶ୍ଵର : ନିକଟରେ ସୁନ୍ଦରଗଡ଼ ଜିଲ୍ଲାରେ ଅରଣ୍ୟା ସାହିତ୍ୟ ଅନୁଷ୍ଠାନର ବିଷୁବ ମିଳନ ଅନୁଷ୍ଠିତ ହୋଇଯାଇଛି । ସେଠାକାର ବିରମିତ୍ର କ୍ଲବରେ ଏହି ଉତ୍ସବ ପାଳିତ ହୋଇଥିଲା । ଏହାସହିତ ଏକ କବିତା ଆସର

Read More

ସନ୍ତୋଷ କୁମାର ନାୟକ ସ୍ନିଗ୍ଧ ସରଳ ନୁହଁଇ ଅଟେ ମୁଁ ରୁକ୍ଷ ଦେହୀଧାଇଁ ଆସିଅଛି କାଳ ବୈଶାଖୀ କ୍ଷୁବ୍ଧ ହୋଇଆଗମନେ ମୋର ଜଳଦ ଦେଇଛି ହୃଦୟ ଖୋଲିମୂଷଳ ଧାରାରେବରଷା ସାଥିରେତୁମୁଳ କରକାଦେଉଛି ଢାଳି ।

Read More

ଭଗବାନ ସାହୁ ଭଲକି ଆଖି ବୁଲାଇଆଣସେ ବିଭିଷିକା ଭିତରେହୁଏତ କେହିଜଣେ ତୁମରପୁଅ, ପୁତୁରା, ବାପା, ଭାଇ କିସ୍ଵାମୀ, ଶ୍ଵଶୁର ଥାଇପାରନ୍ତି । ଅନୁଭବ କର ସେଇ ମୁହୁର୍ତ୍ତକୁ,ମାତ୍ର ଛ’ଦିନରେ କେମିତିଗୁଳି କରି ଛଡ଼େଇ ନେଇ

Read More

ଡମ୍ବରୁଧର ବେହେରା ଧରଣୀ କାନ୍ଦୁଛି ମଥା ପିଟି ଆଜିଆତଙ୍କିତ ଧରା ଆତଙ୍କ ଦ୍ଵାରାଆତଙ୍କବାଦୀଙ୍କ ଆକ୍ରମଣ ପାଇଁହତ୍ୟା ଆତତାୟୀ ଦୂଷିତ ପୁରା । (୧) ରଖି ଭେଦଭାବ ନର ରାକ୍ଷସନେଉଛି ନିରୀହ ଜୀବନ ବାଜିଟାଣି ସୀମାରେଖା

Read More