ଭୁବନେଶ୍ଵର : ଆଜି ସ୍ଥାନୀୟ ମହିଳା ମହାବିଦ୍ୟାଳୟର ସଭାକକ୍ଷରେ ସେବା ନିବୃତ୍ତା ଇଂରାଜୀ ଭାଷା ସାହିତ୍ୟର ପ୍ରାଧ୍ୟାପିକା କୃଷ୍ଣପ୍ରିୟା ସାହାଣୀଙ୍କ ଦ୍ୱିତୀୟ କବିତା ପୁସ୍ତକ “ଅବ୍ୟକ୍ତ ଈଶ୍ୱର” ଓ ପ୍ରଥମ ଇଂରାଜୀ କବିତା ସଂକଳନ
ଶୁଭ ନାରାୟଣ ସ୍ଵାଇଁ ଯୁବ ଗାଳ୍ପିକ ଶିବାଶିଷ ପାଢୀଙ୍କ ନମ୍ର ଭାବ ଓ ମୁହଁର ହସ ପରି ତାଙ୍କର ଗପଗୁଡ଼ିକ ମଧ୍ୟ ଖୁବ୍ ନମ୍ର ଓ ପୁଲକିତ । କଥାକୁହା ଢଙ୍ଗରେ ଖୁବ୍ ସାଧାରଣ
ଜୟଶ୍ରୀ ପ୍ରିୟଦର୍ଶିନୀ ମହାପାତ୍ର ଦୁନିଆରେ ଆଉ କଣ ଅଛିସ୍ନେହ ଟିକକ ମୋ ପାଉଣାକଣ ରଖିଥିଲି, କଣ ନେଇଯିବିନାହିଁ ମୋତେ ଏବେ ଅଜଣା ବିଚିତ୍ର ଏଇ ଦୁନିଆରେ ସମସ୍ତେ ମୋର ନିଜରକେହି ନୁହେଁ ପର, ସଭିଙ୍କୁ
ସୁଧୀର କୁମାର ପଣ୍ଡା ଓଠ ଦିଏ ଛୁଆଁ କରେ ସେ କିମିଆ ମନକୁ ହରସ କରେଜାଗା ଛୁଆଁ ନେଇ ଭାବ ସେ ପ୍ରକାଶେ ଭାବ ନେଇ ମନ ଝୁରେ । ହାତଟିକୁ ନେଇ ଓଠରେ
ଭୁବନେଶ୍ଵର : ଜୀବନ ସଂଘର୍ଷ ଓ ସଂଗ୍ରାମ ମଣିଷକୁ ଅଧିକ ସଫଳ କରାଏ । ପ୍ରତିକୂଳତା ଆମ ଜୀବନକୁ ଅର୍ଥପୂର୍ଣ୍ଣ କରେ ଓ ତାହା ସୃଜନଶୀଳତାକୁ ଉତ୍ସାହିତ କରେ ବୋଲି ଗାଳ୍ପିକ, ଗୀତିକାର ଓ
ମଧୁମିତା ମିଶ୍ର ଜନ୍ମରୁ ନାମରେ ପରିଚିତ ନର କର୍ମେ ଉତ୍ତର ଜୀବନେପରିବାର ବନ୍ଧୁ ସାଙ୍ଗ ମହଲରେ ଆପଣା ପର ଗହଣେକିଏ ଜାଣେ ସେ ଯେ ସନ୍ତାନ ତାଙ୍କରି କିଏ କୁହେ ସହୋଦରକିଏ ପୁଣି କୁହେ
କେଦାର ମିଶ୍ର ଆକାଶରେ ମିଳେଇ ଯାଇଥିବା ଶେଷ ବିନ୍ଦୁ ପକ୍ଷୀପବନରେ ନିଖୋଜ ମଲ୍ଲିକାର ଶେଷ ପାଖୁଡ଼ା ବାସ୍ନାଛାତିରେ ପଥର ହୋଇଯାଇଥିବା ସର୍ବ ପୁରାତନ ଛାନ୍ଦଶେଷ ଡଙ୍ଗାରେ ସମୁଦ୍ର ଟପିଥିବା ଆମର ବିଷାଦଖାଲି କାଗଜରେ କେହି
ଭୁବନେଶ୍ଵର : କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟନିର୍ବାହୀ ବୈଠକରେ ଆଜି ୨୦୨୫ ବର୍ଷ ନିମନ୍ତେ ଓଡ଼ିଆ ସମେତ ୨୩ଟି ଭାଷା ପାଇଁ ଯୁବ ପୁରସ୍କାର ଘୋଷଣା କରାଯାଇଛି । ଚଳିତଥର ଓଡ଼ିଆ ଭାଷାରେ ଏକାଡ଼େମୀର
